Home Left

କମ୍ପ୍ୟୁଟର ହୁଡ ପ୍ରାଇଭେସି ସ୍କାର୍ଫ

କମ୍ପ୍ୟୁଟରରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଉ। ତେଣୁ ବେଳେବେଳେ କାମ କରିବା ସମୟରେ ଆମେ ଏକାନ୍ତ ଚାହୁଁ। ଯେମିତିକି ସେହି ଗୁରୁତ୍ୱପୂର୍ଣ୍ଣ କାମକୁ ଅନ୍ୟ କେହି ନ ଦେଖନ୍ତୁ। ଏଇ ପ୍ରାଇଭେସିକୁ ନଜରରେ ରଖି ଲଣ୍ଡନର ରୟାଲ କଲେଜ୍‌ ଅଫ୍‌…

କୂଅ ସହ ବଗିଚାର ବାହାଘର

ଉତ୍ତର ପ୍ରଦେଶ, ବହରାଇଚ୍‌ ଜିଲ୍ଲାସ୍ଥ କଡ଼ସର୍‌ ବିଟୌରା ଗାଁରେ ହୋଇଥିବା ଏକ ଅଜବ ବିବାହର ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଉକ୍ତ ବିବାହରେ ନା ଥିଲେ କେହି ବର ନା ଥିଲେ କନିଆ। ଭାବୁଥିବେ ତା’ହେଲେ ବାହା ହେଲେ କିଏ? ଅବିଶ୍ୱସନୀୟ…

ଏମିତି ଓ୍ବିଗ୍‌ ଦେଖି ନ ଥିବେ

କେଶ୍‌ରେ ଓ୍ବିଗ୍‌ ବା ନକଲି କେଶ ଅନେକେ ଲଗାନ୍ତି। କୌଣସି ରୋଗ ଯୋଗୁ କେଶ ଉପୁଡି ଯାଇଥିଲେ ଅବା ସୁନ୍ଦରତା ପାଇଁ ବି ଅନେକେ ଓ୍ବିଗ୍‌ ବ୍ୟବହାର କରନ୍ତି। ତେବେ ଜାଣନ୍ତି କି ଦାନି ରେନୋଲ୍ଡସ୍‌ ତିଆରି କରିଛନ୍ତି ପୃଥିବୀର ସବୁଠାରୁ…

ସୁନାର କଥା

ସୁନାର ନାଁ ଶୁଣିଲେ ଆଖିରେ ଆପେ ଆସିଯାଏ ଚମକ୍‌। ଗହଣାଠୁ ଆରମ୍ଭ କରି ଔଷଧ, ଖାଦ୍ୟ ଓ ପାନୀୟରେ ବ୍ୟବହାର କରାଯାଉଥିବା ଏହି ସୁନା କାହିଁ କେବେଠୁ ମଣିଷ ଜୀବନର ଏକ ପ୍ରମୁଖ ଅଙ୍ଗ ପାଲଟିଛି। ସେଇ ସୁନା ସମ୍ପର୍କରେ କିଛି……

ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ

ଉତ୍ତରାଖଣ୍ଡର ଉତ୍ତରକାଶି ଜିଲାରେ ଥିବା ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ ହେଉଛି ସ୍ଥାନୀୟ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୨୩୯୦ ବର୍ଗ କି.ମି ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହିତ ଟ୍ରେକିଂ…

ଇୟର୍‌ ପିୟରସିଂ

ଇୟର୍‌ ପିୟରସିଂର ଫ୍ୟାଶନ କେବେ ବି ଆଉଟ୍‌ ଡେଟେଡ୍‌ ହୁଏ ନାହିଁ। ଏବେ ତ ପୁଣି ମଲ୍ଟିପୁଲ୍‌ ଇୟର୍‌ ପିୟରସିଂର ଖୁବ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି; ଯେଉଁଥିରେ ଯୁବପିଢିମାନେ କାନର ଏକାଧିକ ସ୍ଥାନରେ ପିୟରସିଂ କରି ଡିଫରେଣ୍ଟ ଲୁକ୍‌ ପାଇ…

ଅଜବ ସ୍ଥାପତ୍ୟ

ଦି ଫୋର୍କ ସୁଇଜରଲାଣ୍ଡର ଭିଭେ ସହରସ୍ଥିତ ଜେନେଭା ହ୍ରଦରେ ରହିଛି ଏକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ପ୍ରସ୍ତୁତ ଫୋର୍କର ସ୍ଥାପତ୍ୟ। ଆକାଶରୁ ପାଣି ଭିତରୁ ଖସୁଥିବା ଭଳି ଡିଜାଇନ୍‌ ହୋଇଥିବା ଏହି ଫୋର୍କର ଓଜନ ୯୨୯ ପାଉଣ୍ଡ ହୋଇଥିବା ବେଳେ ଉଚ୍ଚତା ୨୬…

ଦରମା ଟଙ୍କାରେ ସାଇବାବାଙ୍କର ମୂର୍ତ୍ତି କିଣିଥିଲି

ଶିକ୍ଷକତା ପ୍ରତି ସବୁବେଳେ ମୋର ଏକ ଭିନ୍ନ ଆକର୍ଷଣ ରହିଥାଏ। ହେଲେ ବି.ଇଡି ଡିଗ୍ରୀ ନଥିବା ଓ ପୁଅର ତତ୍ତ୍ୱାବଧାନରେ କାଳେ ଅବହେଳା ହୋଇଯିବ ଭାବି ଚାକିରି ଖୋଜିବାରେ ଅଯଥା ସମୟ ନଦେଇ, ଛୋଟମୋଟ କୋର୍ସ (ଯାହାର କ୍ଲାସ୍‌ ୨/୩ ଘଣ୍ଟା…

ଶିଳ୍ପୀ ଚନ୍ଦନ

କଳା କାରିଗରି ପ୍ରତି ଆକର୍ଷଣ ଥିଲା ପିଲା ଦିନରୁ। ଆଉ ଏ କ୍ଷେତ୍ରରେ ପିତା ଥିଲେ ତାଙ୍କର ଆଦ୍ୟ ଗୁରୁ। ପରେ ମଣିଷର ମାନସିକତା ଓ ବିଭିନ୍ନ ଦୃଷ୍ଟିଭଙ୍ଗୀ ହିଁ ତାଙ୍କ ଚିତ୍ର ଓ ମୂର୍ତ୍ତିକଳାର ବିଷୟ ବସ୍ତୁ ପାଲଟିଲା। ଯାହା…

ଫୋନ୍‌ ରଖନ୍ତୁ ସୁରକ୍ଷିତ…

ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍‌ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍‌କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ… ସମୟରେ ବାହାରକୁ…

ଓଡ଼ିଶାର କଳାକୃତି ନିଆରା

ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର। ତେବେ…

ଇ- ଅପ୍‌ଡେଟ୍‌ ନିଶା

ଅନ୍‌ଲାଇନ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହିବାର ନିଶା ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେଉଁ ସବୁ ଦିଗ ପ୍ରତି ସତର୍କ ରହିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?