ପ୍ରଶଂସକ କହିଲେ ପଇସା ବଞ୍ଚେଇବା ପାଇଁ ସଲମାନ ଗାଇଲେ ଗୀତ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଉ ଏକ ନୂଆ ଗୀତ ‘ଜି ରହେ ଥେ ହମ୍’ ରିଲିଜ ହୋଇଛି। ତେବେ ସବୁଠୁ ଇନ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ଭାଇଜାନ୍…
ୱାଶିଂଟନରେ ବିଶ୍ୱ ଘରଚଟିଆ ଦିବସ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ମାର୍ଚ୍ଚ ୨୦ ତାରିଖକୁ ସାରା ବିଶ୍ୱ ଘରଚଟିଆ ସୁରକ୍ଷା ଦିବସ ଭାବେ ପାଳନ କରିଛି । ଘରଚଟିଆଙ୍କ ସୁରକ୍ଷା ଏବଂ ବଂଶବୃଦ୍ଧି ପାଇଁ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ଗଞ୍ଜାମ ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ…
ଗଣତନ୍ତ୍ରକୁ ପରିହାସ ନ କରୁ କେନ୍ଦ୍ର
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ହେବା ପୂର୍ବରୁ ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଅଟକାଇଦେଇଥିଲେ। ଯାହାକୁ ନେଇ ଏବେ ଜାତୀୟ ରାଜଧାନୀରେ ରାଜନୈତିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
କେମିତି ମରିଛନ୍ତି ଡିଜେଆଜେକ୍ସ
ଭୁବନେଶ୍ୱର,୨୧।୩(ବ୍ୟୁରୋ): ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଆସିଛି। ତାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହି ରିପୋର୍ଟକୁ ନେଇ ଚର୍ଚ୍ଚା ହେଉଛି। ଡିଜେ ଆଜେକ୍ସ ଆତ୍ମହତ୍ୟା କରିଥିବା ଓ ଶ୍ୱାସରୁଦ୍ଧ…
ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର
ମୁମ୍ବାଇ,୨୧।୩: କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାର କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଚେତନ କୁମାରଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍ ପାଇଁ ଚେତନ କୁମାରଙ୍କୁ…
ସମାଧାନ ହୋଇପାରିଲାନି ମହାନଦୀ ଜଳ ବିବାଦ
ସମ୍ବଲପୁର,୨୧ା୩(ବ୍ୟୁରୋ): ଗଠନ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲ ସମୟ ଅବଧି ଚଳିତ ମାର୍ଚ୍ଚ ୧୧ ତାରିଖରେ ଶେଷ ହୋଇଯାଇଛି। ପ୍ରଥମେ ୩ ବର୍ଷ ଓ ପରେ ବୃଦ୍ଧି ହୋଇଥିବା ଆଉ ୨ବର୍ଷ ସମୟ ଭିତରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରି…
ନିଶା ବ୍ୟବସାୟୀଙ୍କ ୧୬ ଘର ଭାଙ୍ଗିଲା ପୋଲିସ
ସମ୍ବଲପୁର,୨୧ା୩(ବ୍ୟୁରୋ): ବେଆଇନ ଭାବେ ନିଶା ବ୍ୟବସାୟ ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମ୍ବଲପୁର ଟାଉନ ଥାନା ସାହୁ କଲୋନୀ ଝୁପୁଡିପଡ଼ାରେ ସୋମବାର ପୋଲିସ ବୁଲ୍ଡୋଜର ଚଳାଇଛି। ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ଦଳ ସହିତ ପୋଲିସ ୧୬ ଘର ଭାଙ୍ଗି…
ନିର୍ବାଚନ ପୂର୍ବରୁ ପଦ୍ମ ଛାଡି ହାତ ଧରିବେ ବାବୁରାଓ
ବେଙ୍ଗାଲୁରୁ,୨୧।୩: କର୍ନାଟକ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)ବିଧାନ ପରିଷଦ ସଦସ୍ୟ ବାବୁରାଓ ଚିଞ୍ଚନସୁର ଭାଜପା ଛାଡି କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମାର୍ଚ୍ଚ ୨୫ରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି। ମାସକରେ…
ପୋଲିସ୍ର ଫ୍ଲାଗ ମାର୍ଚ୍ଚ
ଭଦ୍ରକ ଅଫିସ,୨୧।୩: ମାର୍ଚ୍ଚ ୩୦ରେ ଭଦ୍ରକର ପ୍ରସିଦ୍ଧ ରାମନବମୀ ନଗରସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଭଦ୍ରକ ପୋଲିସ । ଏନେଇ ମଙ୍ଗଳବାର ଭଦ୍ରକ ସହର ବନ୍ତ ଛକଠାରୁ ରାପିଡ୍ ଆକ୍ସନ ଫୋର୍ସ ଏବଂ ଭଦ୍ରକ ପୋଲିସ ପକ୍ଷରୁ…
ବସ୍ରୁ ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ବ୍ରହ୍ମପୁର ଅଫିସ, ୨୧।୩: ଅବକାରୀ ଗୁଇନ୍ଦା ପୋଲିସ ମଙ୍ଗଳବାର ଜାତୀୟ ରାଜପଥ ଗୋପାଳପୁର ଜଙ୍କସନରୁ ଏକ ଯାତ୍ରୀବାହୀ ବସ୍ରୁ ପୃଥକ ଭାବେ ୭୦କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଆଦିତ୍ୟପୁରମର ପୂର୍ବତନ…
ଓଡ଼ିଶା ପୋଲିସକୁ ସଫଳତା: ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ, ମାଓ ସାମଗ୍ରୀ ଜବତ
ମାଲକାନଗିରି,୨୧।୩(ଡି.ଏନ.ଏ.): ଓଡ଼ିଶା ପୋଲିସକୁ ବଡ଼ ସଫଳତା। ମାଲକାନଗିରି ଜିଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେଶନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହେଇଛି। ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଲକାନଗିରି…
କଂଗ୍ରେସକୁ ଦେଶ ଭକ୍ତି ଜ୍ଞାନ ଦେବା ବନ୍ଦ କରୁ ଭାଜପା: ପଓ୍ବନ ଖେରା
ନୂଆଦିଲ୍ଲୀ,୨୧।୨: ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଭାଜପା ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପରେ କଂଗ୍ରେସ ଏକ ଖବରଦାତା ସମ୍ମିଳନୀ କରି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। ସମ୍ବିତ ପାତ୍ର ପୂର୍ବରୁ…
Archives


