ଲଡର୍ସ ଟେଷ୍ଟ: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ
ଲଣ୍ଡନ, ୧।୭: ଲଡର୍ସ ଠାରେ ଚାଲିଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ନିଜର ସ୍ଥିତି ମଜଭୁତ କରିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୧୬ ରନ କରିଥିବାବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୨୫ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ତୃତୀୟ…
ହୋର୍ଡିଂରେ ମେସେଜ୍
ନୋଏଡ଼ା : ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଭାଇରାଲ ହୋଇଥାଏ। ‘ଆଇ ଆମ୍ ସରି ସଞ୍ଜୁ। ଆଇ ୱିଲ୍ ନେଭର ଏଭର୍ ହର୍ଟ ୟୁ ଏଗେନ୍ ୟୋର ସୁସ୍’ ଏପରି ଏକ ହୋର୍ଡିଂର ଫଟୋ ସୋସିଆଲ ମିଡିଆରେ…
କେନ୍ଦ୍ର ପ୍ରଦତ୍ତ ଅର୍ଥର ହିସାବ ଦେଲେ ଜୁଏଲ ଓରାମ
ମାଲକାନଗିରି,୧ା୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଗସ୍ତରେ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ଶୁକ୍ରବାର ଜିଲା ସଦର ମହକୁମା ସର୍କିଟ ହାଉସଠାରେ ଏକ ଖବରଦତା ସମ୍ମିଳନୀରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ଦେଇଥିବା…
୮୦ ଲକ୍ଷ ଥର ରାମ ନାମ ଲେଖିଲେଣି ୯୪ ବର୍ଷୀୟା
ଡେରାଡୁନ: ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରଭୁଙ୍କ ପ୍ରତି ନିଜ ଭକ୍ତିକୁ କିଛି ଭିନ୍ନ ଉପାୟରେ ଜାହିର କରିଥାନ୍ତି। ଏପରି କିଛି ଝଲକ ନିକଟରେ ଦେଖିବାକୁ ମିଳିଛି। ଜଣେ ୯୪ ବର୍ଷୀୟା ୮୦ ଲକ୍ଷ ଥର ପ୍ରଭୁ ଶ୍ରୀରାମଙ୍କ ରାମ ନାମ…
ମିଳିବ ଆବାସ, କିନ୍ତୁ ପ୍ରୋତ୍ସାହନ ରାଶି ନ ପାଇବା ଆଶଙ୍କା
ତେନ୍ତୁଳିଖୁଣ୍ଟି, ୧।୭(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲାର ହିତାଧିକାରୀ ୨୦୧୯ ମସିହାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇନାହାନ୍ତି। ୨୦୨୩ରେ ତେନ୍ତୁଳିଖୁଣ୍ଟି ବ୍ଲକର ୩୩୩୩ ହିତାଧିକାରୀଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ଇସ୍ୟୁ କରାଯାଇଛି। କିନ୍ତୁ କାର୍ଯ୍ୟାଦେଶରେ ଉଲ୍ଲେଖ କେତୋଟି ଧାଡ଼ି ହିତାଧିକାରୀଙ୍କୁ ଦ୍ବନ୍ଦ୍ୱରେ ପକାଉଛି।…
ଦେହରେ ନିଅଁା ଲଗାଇ ଦୌଡ଼ିଲେ
ପ୍ୟାରିସ: ଦୈନନ୍ଦିନ କାର୍ଯ୍ୟକଳାପଠାରୁ ଆଗକୁ ବଢ଼ି ଯଦି କେହି ଅଲଗା କରନ୍ତି, ଲୋକେ ତାକୁ ମନେ ରଖିନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବକ ଏପରି କିଛି କରିଛନ୍ତି। ତାଙ୍କର ଏପରି କାର୍ଯ୍ୟରେ କେହି ବି ଡରିଯିବେ। ଜୋନାଥନ ଭେରୋ ନାମକ ଜଣେ…
ବାରଣ ସତ୍ତ୍ୱେ ପର୍ଯ୍ୟଟକ ମାନୁନାହାନ୍ତି
ଖଣ୍ଡପଡା,୧ା୭(ଅଜୟ କୁମାର ମହାରଣା): ଖଣ୍ଡପଡା ବ୍ଳକ ଅଧିନ କଂଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଶୈାଚାଳୟଟି ଅଂଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ା ବିଭାଗୀୟ କର୍ତୃପକ୍ଷଙ୍କ ବାରଣ ସତ୍ୱେ ନୀଳମାଧବ ଜୀଉଙ୍କ…
ଏଲ୍ଆଇସିର ନୂତନ ଉତ୍ପାଦ
ଭୁବନେଶ୍ୱର,୧।୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଏଲ୍ଆଇସି)ର ନୂତନ ଉତ୍ପାଦ ‘ଧନବୃଦ୍ଧି’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏଲ୍ଆଇସିର ଉକ୍ତ ଯୋଜନା ସୀମିତ ସମୟ ପାଇଁ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏଲ୍ଆଇସିର…
ଭାପୁରରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ
ଭାପୁର, ୧ା୭(ଭରତ କୁମାର ବେହେରା ): ଭାପୁର ବ୍ଲକର ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ଜନସାଧାରଣ କୃଷି ସହ ପଶୁ ପାଳନକୁ ପେଶା କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ, ଗୋ-ସମ୍ପଦ ବୃଦ୍ଧିରେ…
ଆବାସ ମିଳିଲାନି, ଭଙ୍ଗା କାନ୍ଥ ନେଲା ଜୀବନ
ଅନୁଗୋଳ, ୧ା୭ (ଅମିତ କୁମାର ସାମଲ): ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁଥିଲେ। ରାଜନେତାମାନଙ୍କୁ ଭେଟି ବହୁବାର ଗୁହାରି କରିଥିଲେ। ହେଲେ ଦୀର୍ଘ…
ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବସରେ ଲାଗିଲା ନିଆଁ: ଜଳିଯାଇ ୨୫ ମୃତ
ମୁମ୍ବାଇ,୧।୭: ମହାରାଷ୍ଟ୍ରରେ ଶୁକ୍ରବାର ରାତିରେ ଏକ ବଡ ଦୁର୍ଘଟଣା ଘଟିଛି। ବୁଲଦାଣାରେ ୟମତମାଲରୁ ପୁଣେ ଯାଉଥିବା ଏକ ବସରେ ନିଆଁ ଲାଗିଯିବାରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସଓ୍ବେରେ ବୁଲଦାଣା ନିକଟରେ ପ୍ରଥମେ ବସଟି…
ବାଜିବ ସାଇରନ୍, ଜଳିବ ଲାଇଟ୍
ଢେଙ୍କାନାଳ, ୧।୭(ରତନ ନାୟାର): ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବାରମ୍ବାର ବିଫଳ ହେଉଥିବା ବନ ବିଭାଗ ପୁଣି ଥରେ ବୈଷୟିକ ଜ୍ଞାନକୌଶଳ ଉପରେ ନିର୍ଭର କରିଛି। ଗଁା ସୀମାନ୍ତରେ ହାତୀ ଉପସ୍ଥିତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ପ୍ରାରମ୍ଭିକ…

