ଅବହେଳିତ ଅବସ୍ଥାରେ ପ୍ରାଚୀନ ମଠ, ମନ୍ଦିର
ପୁରୀ ଅଫିସ, ୧୮ା୪:: ହିନ୍ଦୁମାନଙ୍କ ଶ୍ରେଷ୍ଠ ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। କଳା, ସଂସ୍କୃତି ଓ ଐତିହ୍ୟର ଏହି କ୍ଷେତ୍ର ଦେଶର ଅନ୍ୟତମ ପ୍ରାଚୀନ ଐତିହ୍ୟ ପୀଠ ଭାବେ ପରିଚିତ। ତେବେ କାଳକ୍ରମେ ଶ୍ରୀକ୍ଷେତ୍ରର ଐତିହ୍ୟ ଭୁଶୁଡ଼ିଗଲାଣି। ରକ୍ଷଣାବେକ୍ଷଣ ଅଭାବ…
ମୋଦି ହଟାଅ, ସମ୍ବିଧାନ ବଞ୍ଚାଅ ସ୍ଲୋଗାନରେ କମ୍ପିଲା ଯାଜପୁର
ଯାଜପୁର ଟାଉନ,୧୮।୪: (ଡି.ଏନ.ଏ.) ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନରେ ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ଏବଂ ବିକ୍ଷୋଭ ସମାବେଶ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା…
କେରଳରୁ ଆଉ ଏକ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର,୧୮।୪(ବ୍ୟୁରୋ): ଫୁଟ୍ବଲ ବେଟିଂ/ଗେମିଙ୍ଗ୍ ଆପ୍(18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରିଛି। ସେ ହେଲେ କେରଳ ଥ୍ରିସୁର ଅଞ୍ଚଳର ଦିଲୀପ କୁମାର। ଅଭିଯୁକ୍ତ ଦିଲୀପ କେରଳରେ…
ମେଗା ପ୍ରକଳ୍ପରୁ ଝରୁନି ପାଣି
ଯାଜପୁର ଅଫିସ,୧୮ା୪: ଗ୍ରୀଷ୍ମର ପ୍ରକୋପ ବଢ଼ିଛି। ଏଥିଯୋଗୁ ଭୂତଳ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି। ଏହାସହ ନଳକୂପ, ନଈ, ପୋଖରୀ, ଖୋଲା କୂପ ଆଦି ଶୁଖିଲାଣି। ପାଣି ପାଇଁ ଗ୍ରାମାଞ୍ଚଳ ଲୋକେ ଡହଳବିକଳ ହେଉଛନ୍ତି। ଏଭଳି ଜଟିଳ ପରିସ୍ଥିତିର ମୁକାବିଲା…
ଐତିହ୍ୟର ମୁଖଶାଳା
ଓଡ଼ିଶାର ଧାରାବାହିକ ଇତିହାସର ପୂର୍ଣ୍ଣତା ଏଯାଏଁ ସମ୍ଭବ ହେଇନି। ୟା’ ବୋଲି ମହାଜନମାନେ ସ୍ଥିର କରିଥିବା ଇତିହାସର ଉପାଦାନ ଯେ ନାହିଁ ତାହା ଶତପ୍ରତିଶତ କହିହେବ ନାହିଁ। ଓଡ଼ିଶାର ଗଁାଠାରୁ ସହର ଗଳି ପର୍ଯ୍ୟନ୍ତ ଇତିହାସ ଉପାଦାନ ବିଛାଡ଼ି ହୋଇ ରହିଛି।…
ଅସନ୍ତୁଷ୍ଟ ହେଲେଣି ଅଭିଭାବକ
ବଇଣ୍ଡା,୧୮।୪: (ଡି.ଏନ.ଏ.) ଆଠମଲ୍ଲିକ ଉପଖଣ୍ଡରେ ଥିବା ହାଇସ୍କୁଲଗୁଡ଼ିକ ମଧ୍ୟରୁ ସର୍ବାଧିକ ଛାତ୍ରୀଛାତ୍ର ଏଠାରେ ପଢ଼ୁଛନ୍ତି। ହଷ୍ଟେଲ ସୁବିଧା ଥିବାରୁ ଜିଲା ବାହାରର ଛାତ୍ରୀମାନେ ଏହି ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି। ହେଲେ ଶିକ୍ଷକ ଅଭାବ ପାଇକସାହି ରାଧାମାଧବ ଉଚ୍ଚ ବିଦ୍ୟାଳୟ ପାଇଁ…
ସଭ୍ୟତାର ସୂଚନା ଦିଏ
ମାନବ ସଭ୍ୟତାର କ୍ରମବିକାଶ ସମ୍ପର୍କିତ ସୂଚନା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟର ଗୁରୁତ୍ୱ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ୧୮କୁ ବିଶ୍ୱ ଐତିହ୍ୟ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଐତିହ୍ୟ…
ବାଇପାସ୍ ଛକରେ ଘଣ୍ଟାଏ ରାସ୍ତାରୋକ
ଡେଙ୍କାନାଳ ଅଫିସ୍,୧୮।୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଛି। ଏହାର ପ୍ରତିବାଦରେ ସୋମବାର ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ ଘଣ୍ଟା ଧରି…
ଏତିକି କୋଟି ଟଙ୍କାର ମାଲିକାଣୀ ପୂଜା ହେଗ୍ଡେ
ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍ଡେଙ୍କୁ ସଲମାନ ଖାନ୍ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିବ। ଇଦ୍ ୨୦୨୩ ଅବସରରେ ରିଲିଜ ହୋବକୁ ଥିବା ଏହି ଫିଲ୍ମରେ ସଳମାନ-ପୂଜାଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ।…
ଦେଶରେ ଗଞ୍ଜାମ ଜିଲା ପରିଷଦ, ହିଞ୍ଜିଳି ବ୍ଲକ ଶ୍ରେଷ୍ଠ
ଛତ୍ରପୁର/ହିଞ୍ଜିଳିକାଟୁ,୧୭ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପରିଷଦ ଦେଶରେ ଶ୍ରେଷ୍ଠ ଏବଂ ହିଞ୍ଜିଳି ବ୍ଲକକୁ ଭାରତ ସରକାରଙ୍କ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଛି। ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…
୫୦ ପରିବାରଙ୍କ ସମସ୍ୟା ସମାଧାନ ହୋଇପାରୁନି
ଅତିରିକ୍ତ ଜିଲାପାଳ ଅଭିଯୋଗ ଶୁଣିଲେ ଭଞ୍ଜନଗର,୧୮।୪(ଡି.ଏନ.ଏ.) ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ ଆସିଥିବା ଅଭିଯୋଗ ଗୁଡିକ ଶୁଣିଥିଲେ। ଏହାପରେ…
ଓଏଚ୍ଆର୍ସିରେ ଜନସ୍ବାର୍ଥ ମାମଲା
କଟକ ଅଫିସ,୧୮ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ରାଜ୍ୟ ମାନବାଧିକାର କମିଶନ୍(ଓଏଚ୍ଆର୍ସି)ଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ସୋମବାର ଦାଏର ହୋଇଛି। ଆବେଦନକାରୀ ଶିବଶଙ୍କର ମହାନ୍ତି ଏହି ମାମଲା ଦାଏର କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ,…
Archives


