ଇ-ମେଲ୍ରେ ତୁଟିଗଲା ବିବାହ
ଓ୍ବାଶିଂଟନ୍: ଆମେରିକୀୟ ବ୍ୟବସାୟୀ ରୁପର୍ଟ ମୁର୍ଡୋଚ୍ ସ୍ତ୍ରୀ ଜେରୀ ହାଲଙ୍କ ସହ ବିବାହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। ରୁପର୍ଟ ଜେରୀଙ୍କୁ ୧୧ଟି ଶବ୍ଦରେ ଏକ ଇ-ମେଲ୍ ପଠାଇ ବିବାହ ବିଚ୍ଛେଦର ସୂଚନା ଦେଇଥିବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୨୦୧୬ରେ ରୁପର୍ଟ…
ଆମ୍ବ ଚୋରି ପାଇଁ ୫ ନାବାଳକଙ୍କୁ ପିଟିଥିଲେ : ବାନ୍ଧିଲା ପୋଲିସ
ଭଦ୍ରକ ଅଫିସ, ୧୪।୪: ଗଛରୁ ଆମ୍ବ ଚୋରି ପାଇଁ ଦଣ୍ଡ ଘଟଣାରେ ପୋଲିସ ଗଛ ମାଲିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜଳଙ୍ଗା ଆଦିବାସୀ ସାହିର ୫ଜଣ ନାବାଳକ ଗୁରୁବାର ଅପରାହ୍ନରେ ଗଁା ମୁଣ୍ଡରେ ଥିବା ଏକ ଆମ୍ବ ଗଛରୁ ଆମ୍ବ…
ଖାଇଫୋଡ଼ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପିଠିରେ କଣ୍ଟା ଫୁଟାଇ ୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ
ସାକ୍ଷୀଗୋପାଳ,୧୪।୪(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଭୀମପୁର ଓ ଦାସ ବିଦ୍ୟାଧରପୁର ଗ୍ରାମରେ ବେଶ୍ ଧୁମଧାମ୍ରେ ପାରମ୍ପରିକ ଖାଇଫୋଡ଼ ଯାତ୍ରା ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତି ଅବସରରେ ଭୀମପୁର ଗ୍ରାମର ମା’ ଗଡ଼ଚଣ୍ଡିଙ୍କ ମନ୍ଦିର ଏବଂ ଦାସବିଦ୍ୟାଧରପୁର ବଡ଼ ପୋଖରୀରେ…
ହାର୍ଦ୍ଦିକଙ୍କୁ ଜରିମାନା
ମୋହଲି,୧୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ପଞ୍ଜାବ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଆଇପିଏଲ୍ ମ୍ୟାଚଗୁଡ଼ିକୁ ୩ ଘଣ୍ଟା ଓ ୨୦ ମିନିଟରେ ଶେଷ କରିବା…
ଶନିବାରଠାରୁ କମିବ ତାତି
ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତି ପ୍ରକୋପ ଏତେ ଯୋର ଅନୁଭୂତ ହେଉଛି ଯେ, ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ ଶନିବାରଠାରୁ ତାତି କମିବ। ତାପମତ୍ରା କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା…
ଟସ୍ ଜିତିଲା କୋଲକାତା
କୋଲକାତା,୧୪।୪: କୋଲକାତା ଇଡେନ୍ ଗାଡେନ୍ରେ ଶୁକ୍ରବାର ଖେଳାଯାଉଥିବା ଆଇପିଲ୍ର ୧୯ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ନୀତିଶ ରାଣା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏଦେନ ମାରକ୍ରମଙ୍କ ନେତୃତ୍ୱଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।…
ବାହାରିଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା: ନଜର ରଖୁଛି ଡ୍ରୋନ୍
ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ସହରରେ କଡ଼ା ସୁରକ୍ଷା ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନ କରାଯାଇଛି। ସା ସମୟରେ ଏହି ଶୋାଭାଯାତ୍ରା ଧନକଉଡ଼ାଠାରୁ ବାହାରିଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ…
କେଜରିଓ୍ବାଲଙ୍କୁ ସିବିଆଇ ସମନ
ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ ୧୧ଟାରେ ଡାକିଛନ୍ତି। ସିବିଆଇ ନୂଆ ମଦ ନୀତି ମାମଲାରେ କେଜରିଓ୍ବାଲଙ୍କୁ ପଚରା ଉଚରା କରିବାକୁ…
ଋଷିକୂଲ୍ୟାରେ ମରି ଭାସୁଛି ହଜାର ହଜାର ମାଛ
ଗଞ୍ଜାମ,୧୪।୪(ଡି.ଏନ୍.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ ଋଷିକୂଲ୍ୟା ନଦୀକୁ ଡ଼ଙ୍ଗା ନେଇ ମାଛ ମାରିବାକୁ ଯାଇ ନ ଥିବା ବେଳେ…
ସରକାରୀ ଘର ଖାଲି କଲେ ରାହୁଲ
ନୂଆଦିଲ୍ଲୀ,୧୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତାଙ୍କର ସରକାରୀ ବାସଭବନକୁ ଖାଲି କରିବା ଆରମ୍ଭ କରିଛନ୍ତି। ତାଙ୍କ ଘର ସାମ୍ନାରୁ ଟ୍ରକ ଜିନିଷ ନେଇ ଯାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ମୋଦି ସରନେମ ଟିପ୍ପଣି ମାମଲାରେ…
ଦୁଇ ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ
ବରଗଡ଼ ଅଫିସ,୧୪।୪: ବିବାହରେ ନ ଥିଲା ଯାନି ଯୌତୁକ। ଫୁଟି ନଥିଲା ବାଣ ଫୋଟକା। କେବଳ ଦୁଇଟି ଫୁଲମାଳାରେ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଥିଲେ। ଏଭଳି ଏକ ଆଦର୍ଶ ଗଣବିବାହ ଶୁକ୍ରବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ନିରାଡମ୍ବରଭାବେ…
ମା’ଦଣ୍ଡ କାଳୀଙ୍କ ଯାତ୍ରା ଉଦ୍ଯାପିତ
ପୁରୁଷୋତ୍ତମପୁର,୧୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ତୋଲ, ଝାଞ୍ଜ ଓ କଳାରୁଦ୍ରମଣିଙ୍କୁ ଭଜହେ…
Archives


