Home Left

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେଲେନି ପାଇଲଟ

ଜୟପୁର,୧୭।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ସମସ୍ୟା ବଢିବାରେ ଲାଗିଛି। ଇତି ମଧ୍ୟରେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗେହଲଟ, ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ରାଜସ୍ଥାନ…

ମୋଦି ବେଶରେ ନୀଳଗାଈକୁ ଖାଦ୍ୟ ଦେଇଥିଲେ ହାସ୍ୟାଭିନେତା ଶ୍ୟାମ ରଙ୍ଗିଲାଙ୍କୁ ନୋଟିସ

ଜୟପୁର,୧୭ା୪: ଜୟପୁରର ଝଲାନାସ୍ଥିତ କଲରାପତରିଆ ବାଘ ସଂରକ୍ଷଣ ଜଙ୍ଗଲରେ ହାସ୍ୟାଭିନେତା ଶ୍ୟାମ ରଙ୍ଗିଲା ଏକ ନୀଳଗାଈକୁ ଖାଦ୍ୟ ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ତାଙ୍କୁ ଆଞ୍ଚଳିକ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେବା ଲାଗି ନୋଟିସ ହୋଇଛି। ନିକଟରେ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୧୭ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ କଇଁପୁର ଗ୍ରାମର ଜଣେ ମହିଳାଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସାଉନା ମୁର୍ମୁଙ୍କ ସ୍ତ୍ରୀ ଥୁଲି(୩୦)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ…

କଳା ପଲସର୍‌ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ରୂପ୍‌ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ କଳା ପଲସର୍‌ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ହାରର ମୂଲ୍ୟ ପାଖାପାଖି…

ଆତିକ୍‌ ହତ୍ୟାର ତଦନ୍ତ କରିବ ଏସ୍‌ଆଇଟି

ଲକ୍ଷ୍ନୌ,୧୭ା୪: ଗ୍ୟାଙ୍ଗଷ୍ଟର ଆତିକ ଅହମଦ ଓ ତାଙ୍କ ଭାଇ ଅଶ୍ରଫ୍‌ଙ୍କୁ ହତ୍ୟା ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ପ୍ରୟାଗରାଜ ପୋଲିସ କମିଶନର ରମିତ ଶର୍ମାଙ୍କ ପରାମର୍ଶକ୍ରମେ ଏସ୍‌ଆଇଟି ଗଠିତ ହୋଇଥିବା ସ୍ବତନ୍ତ୍ର ପୋଲିସ ଡିଜି…

ବଢ଼ୁଛି ବାଘ ଆକ୍ରମଣ: ଉତ୍ତରାଖଣ୍ଡର ୨ ଜିଲାରେ କର୍ଫ୍ୟୁ

ଡେରାଡୁନ୍‌,୧୭ା୪: ଦେଶରେ ବାଘ ସଂଖ୍ୟା ବଢ଼ୁଥିବାବେଳେ ପର୍ଯ୍ୟାପ୍ତ ବାସସ୍ଥାନ ଅଭାବ କିମ୍ବା ଖାଦ୍ୱ ଅନ୍ବେଷଣରେ ସେମାନେ ଗାଁ ଓ ସହରମୁହାଁ ହେଉଛନ୍ତି। ଫଳରେ ବାଘ ଆକ୍ରମଣ ବୃଦ୍ଧି ପାଉଛି। ଉତ୍ତରାଖଣ୍ଡରେ ବାଘ ଆକ୍ରମଣରେ ୨ ଜଣଙ୍କ ଜୀବନ ଯିବା ପରେ ଦୁଇଟି…

ଅସମ୍ଭାଳ ତାତି: ବାରିପଦା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ତାତି ସାଙ୍ଗକୁ ଗୁଳୁଗୁଳି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି ବାରିପଦାରେ ୪୪.୨ ଡିଗ୍ରୀ ତାପମାତ୍ରା…

ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ଇଡିର ବିରୋଧ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ରହିଛନ୍ତି। ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବା…

ସରିଲା ମାଟ୍ରିକ୍‌ ଖାତା ମୂଲ୍ୟାୟନ : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷାଫଳ

କଟକ ଅଫିସ,୧୭ା୪: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍‌-୨ ପରୀକ୍ଷା ଖାତା ମୂଲ୍ୟାୟନ ସୋମବାର ଶେଷ ହୋଇଛି। ମେ’ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଗଣମାଧ୍ୟମକୁ ସୂଚନା…

ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କରିବ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଖାନ ତିନି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ଅଭିନେତାଙ୍କ କୋଟି…

ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ

ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଉକ୍ତ ହାତୀର ବୟସ ୧ ବର୍ଷ ହେବ। ସପ୍ତାହେ ପୂର୍ବରୁ…

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ,ଧରିଲା ପୋଲିସ

ବାଲିଗୁଡ଼ା: ୧୭/୪:(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡା ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ସହ ଗୋଟିଏ ବାଇକ୍‌କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri