Home Left

୧୩୦ କିଲୋମିଟର ଯାଏ ସାଇକେଲ ଚଳାଇଲେ ୧୧ ବର୍ଷର ବାଳକ, କାରଣ ଜାଣିଲେ…

ବେଜିଂ,୧୨।୪: ଚାଇନାର ଜଣେ ବାଳକର କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଇନାର ଗଣମାଧ୍ୟମ ଅନୁଯାୟୀ, ୧୧ ବର୍ଷର ବାଳକ ତାଙ୍କ ଜେଜେ ମା’ଙ୍କୁ ଭେଟିବାକୁ ଚବିଶ ଘଣ୍ଟା ମଧ୍ୟରେ ସାଇକେଲରେ ୧୩୦ କିଲୋମିଟର ଯାତ୍ରା କରିଛନ୍ତି। ସାଉଥ ଚାଇନା…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୨।୪: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ…

କଲଭର୍ଟରେ ଆଶ୍ରିତ ବୃଦ୍ଧ ଦମ୍ପତି ଗଲେ ବୃଦ୍ଧାଶ୍ରମ

ଲୋଇସିଂହା,୧୩।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତର ଏକ ବୃଦ୍ଧ ଦମ୍ପତି ଗତ ଦୁଇସପ୍ତାହ ହେଲା ପିଡବ୍ଲ୍ୟୁଡି ରାସ୍ତାର କଲଭର୍ଟରେ ଆଶ୍ରୟ ନେଇଥିଲେ। ସେମାନେ ହେଲେ ବିରକେଲ ଗ୍ରାମର ହଜାରୁ କାଲସାଏ(୭୦) ଓ ତାଙ୍କ ସ୍ତ୍ରୀ ଝିରିଲି ସାହୁ(୬୫)। ମଙ୍ଗଳବାର…

ନିମ୍ନମାନର କାମ ନେଇ ସିଡିଏମ୍‌ଓଙ୍କଠାରେ ଅଭିଯୋଗ

କେସିଙ୍ଗା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମପଞ୍ଚୟତ ବାଲସି ଗ୍ରାମରେ ନିର୍ମାଣାଧୀନ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିମ୍ନମାନର କାମ ଓ ବିନା ସୂଚନା ଫଳକରେ ଚାଲିଛି। ଏ ନେଇ ଗ୍ରାମବାସୀ ସିଡିଏମଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହି କାମରେ ଶିଶୁ…

ଶୁଖିଯାଉଛି ଧାନକାନ୍ଦି

ସରଣ୍ଡା,୧୩ା୪(ଡି.ଏନ.ଏ.): ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲା ଅତାବିରା ବ୍ଲକ ଅଞ୍ଚଳରେ ଚାଷୀ ଚଳିତ ବର୍ଷ ରବିଧାନ କ୍ଷେତରେ ଅଜଣା ରୋଗପୋକର ସାମ୍ନା କରିଛନ୍ତି। ବହୁକଷ୍ଟରେ ଫସଲ ଉଠିଆ କରିଥିବା ବେଳେ ଧାନ କେଣ୍ଡା ବାହାରିବା ସମୟରେ ଅଜଣା ପୋକ ଲାଗିଛି।…

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପୁଣି ଭାଙ୍ଗିଲେ ଦୁର୍ବୃତ୍ତ

ଝରିଗାଁ, ୧୩।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବିବାଦୀୟ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ପୁଣି ଥରେ କେହି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଏ ନେଇ ପିଇଓ ଛବିଲାଲ ସାହୁ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଝରିଗାଁ ପୋଲିସ କେସ୍‌ ନଂ. ୮୪/୨୩ରେ ମାମଲା…

ଓଏଫ୍‌ସିର ଜୁନିୟର ଜଗରନଟ୍ସ ଲିଗ୍‌

ଭୁବନେଶ୍ୱର,୧୩ା୪(ସ୍ପୋଟର୍‌ସ ବ୍ୟୁରୋ): ତୃଣମୂଳ ସ୍ତରରେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଏଫ୍‌ସି(ଓଏଫ୍‌ସି) ଓ ପ୍ରୋ ସ୍ପୋର୍ଟ ଡେଭେଲପମେଣ୍ଟ (ପିଏସ୍‌ଡି) ପକ୍ଷରୁ ଜୁନିୟର ଜଗରନଟ୍ସ ଲିଗ୍‌ ଆରମ୍ଭ କରାଯାଇଛି। ୯, ୧୦ ଓ ୧୨ ବର୍ଷରୁ କମ୍‌ ବୟସ ବର୍ଗରେ ଶିଶୁ…

ପିସିଏଲକୁ ଗୋଲ୍ଡ ଆୱାର୍ଡ

ନୂଆଦିଲ୍ଲୀ,୧୩।୪: ଦୀପକ ଫର୍ଟିଲାଇଜର୍ସ ଆଣ୍ଡ ପେଟ୍ରୋକେମିକାଲସ କର୍ପୋରେସନ ଲିମିଟେଡର ସହଯୋଗୀ କମ୍ପାନୀ ପରଫରମାନ୍ସ କେମିସର୍ଭ ଲିମିଟେଡ (ପିସିଏଲ)କୁ ନିକଟରେ ସମ୍ମାନଜନକ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷ କରି ପିସିଏଲ ଦ୍ୱାରା ସ୍ଥାପିତ ଗ୍ଲୋବାଲ ସ୍କେଲ ଆମୋନିଆ ପ୍ରକଳ୍ପକୁ ଉକ୍ତ ସମ୍ମାନ…

‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’

ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍‌ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ…

ୱେଲ୍‌ନେସ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୪: ହେଲ୍‌ଥ ପ୍ଲାଟ୍‌ଫର୍ମ ଷ୍ଟାର୍ଟଅପ୍‌ ସ୍ପା ହୋଲିକ୍‌ ୱେଲ୍‌ନେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଅତ୍ୟାଧୁନିକ ୱେଲ୍‌ନେସ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଜୟଦେବବିହାର ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ରୋଡ୍‌ରେ ଉକ୍ତ ସେଣ୍ଟର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

ସମ୍ବଲପୁରରେ ଆକାଶ ବାଇଜୁସ୍‌ର ସେଣ୍ଟର

ଭୁବନେଶ୍ୱର୧୩।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପକ୍ଷରୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମ୍ବଲପୁର ନିକଟସ୍ଥ ଅଇଁଠାପାଲିଠାରେ ଆକାଶ ବାଇଜୁସ୍‌ର ପ୍ରଥମ କ୍ଲାସ୍‌ରୁମ୍‌ ସେଣ୍ଟର ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି…

ବେଦାନ୍ତ ବାଲ୍‌କୋ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’

ଭୁବନେଶ୍ୱର,୧୩।୪: ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ବାଲ୍‌କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ପ୍ରଦର୍ଶନ, ସଫଳତା ଏବଂ ବାଣିଜ୍ୟ(ପ୍ୟାଟ୍‌) ଯୋଜନା ଅନ୍ତର୍ଗତ ଶକ୍ତି ଅଧୀନ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri