ବର୍ଷକ ପରେ ରସିଦ ମିଳିଲା
ଉମରକୋଟ,୧୬ା୪(ସ୍ବ.ପ୍ର.): ବନ ବିଭାଗ ଅଧିକାରୀ ଟଙ୍କା ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଉମରକୋଟ ବନାଞ୍ଚଳ ସିଂସାରି ବିଟ୍ ଅଧିନରେ ଦନ୍ଦୀବେଡା ଗ୍ରାମର ଜଣେ ବ୍ୟକ୍ତିିଙ୍କ…
ଭୁଜାଲି ଆକ୍ରମଣରେ ଭିଣୋଇ ମୃତ, ଶାଳକ ଗୁରୁତର
ଆଳି,୧୬।୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସହିରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି ା ମୃତକଙ୍କ ଶାଳକ ବି ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ…
ଅଜବ ନୀତିରେ ଚାଲିଛି ଶିକ୍ଷକଙ୍କ ବଦଳି, ଡେପୁଟେଶନ
ନବରଙ୍ଗପୁର,୧୬ା୪(ବି.ପ୍ର.): ନବରଙ୍ଗପୁର ଶିକ୍ଷା ବିଭାଗ ଏବେ ଅଜବ ନୀତିରେ ପରିଚାଳନା ହେଉଛି । କିଏ କେଉଁ ଭଳି କାର୍ଯ୍ୟ କରୁଛି ତାହା ଚିଠିକୁ ଦେଖିଲେ ସମସ୍ତେ ଠିକ ବୁଝିଯିବେ । ଯଦି କୌଣସି ସରକାରୀ ସ୍ତରରେ ଚିଠି ହେଉଛି ତା ହେଲେ…
ଧରାପଡ଼ିଲେଣି ୧୨, ସ୍କାନରରେ ୬ ଶିକ୍ଷକ
ରାୟଗଡ଼ା,୧୬ା୪(ସ୍ବ.ପ୍ର.): ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ରାୟଗଡ଼ା ଜିଲା ଶିକ୍ଷା ବିଭାଗ ଧରିଛି। ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ୭ ଜଣଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେମାନେ ହେଲେ…
ସବୁଜ ଗାଁ ଖୋନୋମା
ଭାରତର ପ୍ରଥମ ସବୁଜ ଗାଁ ଭାବେ ଖୋନୋମା ବେଶ୍ ଲୋକପ୍ରିୟ। ଏଠାକାର ପ୍ରାକୃତିକ ପରିବେଶ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ସେମିତି ସ୍ଥାନୀୟ ବାସିନ୍ଦାଙ୍କର ଆତିଥିୟତା ହୃଦୟସ୍ପର୍ଶୀ ହୋଇଥାଏ। ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହୁଏ… ନାଗାଲାଣ୍ଡର ରାଜଧାନୀ…
ଅଧିକ ଉଚ୍ଚତା ଯୋଗୁ ମିଳୁନି ବୟଫ୍ରେଣ୍ଡ
ୱାଶିଂଟନ: ସମସ୍ତେ ସୁନ୍ଦର ଚେହେରା, ଉଚ୍ଚତା ପସନ୍ଦ କରନ୍ତି। ହେଲେ ଉଚ୍ଚତାକୁ ନେଇ ଜଣେ ଝିଅଙ୍କୁ ଅସୁବିଧା ହେଉଥିବା ସେ କହିଛନ୍ତି। ତାଙ୍କର ଅଧିକ ଉଚ୍ଚତା ଯୋଗୁ ତାଙ୍କୁ ବୟଫ୍ରେଣ୍ଡ ମିଳିବା ମଧ୍ୟ କଷ୍ଟକର ହେଉଛି। ଆମେରିକାର ଜଣେ ୬ଫୁଟ ୨…
ଏମ୍ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ
କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି।…
ବିଲେଇ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର
ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଲାଗି ବିବାହ ବିଚ୍ଛେଦ ହୋଇଥାଏ। ହେଲେ ନିକଟରେ ଘରେ ପାଳିଥିବା ବିଲେଇକୁ ସ୍ବାମୀ ବାହାର କରିଦେବାରୁ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଥିବା ନଜରକୁ ଆସିଛି। ଜଣେ ମହିଳା ତାଙ୍କ ବାପାଙ୍କ ଦେହାନ୍ତ ପରେ…
ବର୍ଗାକାର ଚକା ବିଶିଷ୍ଟ ସାଇକେଲ
ନୂଆଦିଲ୍ଲୀ, ଲୋକେ ଗୋଟେ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ପାଇଁ ବିଭିନ୍ନ ପ୍ରକାର ଯାନବାହନ ବ୍ୟବହାର କରିଥାନ୍ତି। ହେଲେ ସବୁ ଯାନର ଚକା ଗୋଲାକୃତି ହୋଇଥିବା ଦେଖିବାକୁ ମିଳେ। ଯଦି କୌଣସି ଯାନର ଚକା ଆକୃତି ଗୋଲାକାର ବଦଳରେ ଅନ୍ୟ…
କମ୍ପାନୀ ପକ୍ଷରୁ ବ୍ୟକ୍ତିଙ୍କୁ ୩୬୫ ଦିନ ପେଡ୍ ଲିଭ୍
ବେଜିଂ: ଲୋକେ ତାଙ୍କ ସୁବିଧା ଅସୁବିଧା ପାଇଁ ତାଙ୍କ କର୍ମସ୍ଥାନରୁ କିଛିଦିନ ବିରତି ନେଇଥାନ୍ତି। ସେଥିରେ ତାଙ୍କର କିଛି ଦିନର ଦରମା କଟି ନ ଥାଏ। ହେଲେ ନିକଟରେ ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟରତ ଥିବା ଏକ କମ୍ପାନୀଠାରୁ ବର୍ଷକର ବିରତି ମିଳିଛି।…
ଭୁଲ୍ ଟୁଇଟ୍ ପାଇଁ କ୍ଷମା ମାଗିଲେ ହେମା
ମୁମ୍ବାଇ: ଆସାମର ସବୁଠୁ ବଡ଼ ପର୍ବ ହେଲା ‘ବିହୁ’। ଏହି ପର୍ବ ପ୍ରତିବର୍ଷ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପଡିଥାଏ। ଫସଲ ଅମଳ ଆରମ୍ଭ ହେବା ସମୟକୁ ସେଠାକାର ଲୋକେ ଏହି ପର୍ବ ପାଳିଥାନ୍ତି। ତେବେ ଏହି ପର୍ବ ଉପଲକ୍ଷେ ଅଭିନେତ୍ରୀ ହେମା…
ଜନସାଧାରଣଙ୍କୁ ବିତରଣ କରା ନ ଯାଇ ପୋଡ଼ାଯାଉଛି ସରକାରୀ ଔଷଧ
ବସ୍ତା,୧୬ା୪(ଡି.ଏନ୍.ଏ.): ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ କରା ନ ଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲା ବସ୍ତା ଡାକ୍ତରଖାନାଠାରୁ ୨୦୦ ମିଟର ଦୂରରେ ରାମଚଣ୍ଡୀ ମନ୍ଦିର ନିକଟ ଏକ ନଡ଼ିଆ ଗଛ ପାଖରେ…
Archives


