ଜୟଆଲୁକ୍କାସର କ୍ୟାଶବ୍ୟାକ ସେଲିବ୍ରେଶନ
ନୂଆଦିଲ୍ଲୀ,୧୮।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ କ୍ୟାଶବ୍ୟାକ ସେଲିବ୍ରେଶନ କ୍ୟାମ୍ପେନିଙ୍ଗର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜୟଆଲୁକ୍କାସରେ କିଣାକିଣି କଲେ ଗ୍ରାହକଙ୍କୁ ପ୍ରତି କ୍ରୟ ଉପରେ କ୍ୟାଶବ୍ୟାକର ସୁବିଧା ପ୍ରଦାନ…
ଟିଏମ୍ସି ନେତା ମୁକୁଲ ରୟ ନିଖୋଜ, ଅଭିଯୋଗ ଆଣିଲେ ପୁଅ
କୋଲକାତା,୧୮।୪: ପୂର୍ବତନ ରେଳମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ(ଟିଏମ୍ସି) ନେତା ମୁକୁଲ ରୟ ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ରାୟ। ସେ କହିଛନ୍ତି, ସୋମବାର ସାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ରାତି ୯.୫୫ରେ…
ରାଉରକେଲାରେ କଲ୍ୟାଣ ଜୁଏଲର୍ସ
ଭୁବନେଶ୍ୱର,୧୮।୪: କଲ୍ୟାଣ ଜୁଏଲର୍ସର ଓଡ଼ିଶା ୟୁନିଟ୍ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ମଙ୍ଗଳବାର ଷ୍ଟିଲ୍ ସିଟି ରାଉଲକେଲାଠାରେ ଖୋଲିବାକୁ ଯାଉଛି। ବିଶେଷ କରି ରାଉରକେଲା ସହରରେ ବ୍ରାଣ୍ଡ୍ର ଏହା ପ୍ରଥମ ଷ୍ଟୋର ହୋଇଥିବା ବେଳେ ଓଡ଼ିଶା ବଜାରରେ ୩ୟ ଶୋ’ରୁମ୍…
୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି
ଯୋଡ଼ା,୧୮ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ…
ଆଜି ଖୋଲିବ ଆପଲ ରିଟେଲ ଷ୍ଟୋର
ମୁମ୍ବାଇ,୧୮।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ୍ ନିର୍ମାତା ‘ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବିକେସିସ୍ଥିତ ଜିଓ ଓ୍ବାର୍ଲଡ ସେଣ୍ଟରଠାରେ ଖୋଲିବାକୁ ଯାଉଛି। ବିଶେଷ କରି ଉକ୍ତ ଷ୍ଟୋର ଜରିଆରେ ବ୍ରାଣ୍ଡ୍ର ସମସ୍ତ ଫୋନ୍ ଭାରତୀୟ ଗ୍ରାହକ ସହଜରେ…
ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ
ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ସିନ୍ଧିଆ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି। କିଛି…
୯ ଲିଜ୍ଧାରୀଙ୍କୁ ୧୪୭ କୋଟି ୩୭ ଲକ୍ଷ ଟଙ୍କା ଜରିମାନା
ଧର୍ମଶାଳା,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ୯ ଜଣ ଲିଜ୍ଧାରୀଙ୍କୁ ଅଧିକ କଳାପଥର ଉତ୍ତୋଳନ ପାଇଁ ୧୪୭ କୋଟି ୩୭ ଲକ୍ଷ ୧ ହଜାର ୫୦୨ଟଙ୍କା ଜରିମାନା କରାଯାଇଛି। ସୋମବାର ତହସିଲଦାରଙ୍କ ସ୍ବାକ୍ଷରରେ ଏହି ନୋଟିସ ପ୍ରଦାନ କରାଯାଇଛି। ସୂଚନା…
ଆନ୍ଧ୍ରରେ ନିର୍ଯାତିତ ହୋଇ ଲୁଚି ଚାଲି ଆସିଲେ ୨ଶ୍ରମିକ
ମାଲକାନଗିରି, ୧୮ା୪ (ଡି.ଏନ୍.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଲକାନଗିରି ଜିଲାରେ କାର୍ଯ୍ୟକାରୀ ହେଉଛି। ହେଲେ କେତେ ଜଣ ଠିକାଦାର, ଯନ୍ତ୍ରୀ ଅଳ୍ପ ସମୟରେ କାର୍ଯ୍ୟ ଶେଷକରିବା ଲାଗି କମ୍ସଂଖ୍ୟକ ଶ୍ରମିକଙ୍କୁ ନେଇ ରାତିଦିନ ମେଶିନ ବ୍ୟବହାର…
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା: ସିବିଆଇର ସମନ ପରେ ଏଭଳି କହିଲେ ଅଭିଷେକ ବାନାର୍ଜୀ
କୋଲକାତା,୧୮।୪: ତୃଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମଙ୍ଗଳବାର ପଚରାଉଚରା କରିବ। ଏଥିପାଇଁ ସୋମବାର ସିବିଆଇ ପକ୍ଷରୁ ସମନ ଜାରି କରାଯାଇଥିଲା। ବର୍ତ୍ତମାନ ଅଭିଷେକ ବାନାର୍ଜୀ ଏହାକୁ ନେଇ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,…
ପିଏନ୍ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ
ଭୁବନେଶ୍ୱର,୧୮।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏପରିକି ସେ ଉକ୍ତ ମଣ୍ଡଳର ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମିଶ୍ର ଭୁବନେଶ୍ୱର ଜୋନାଲ…
୧୯୯୯ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା: ସିଏସ୍
ଭୁବନେଶ୍ବର, ୧୮ା୪(ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର) ପକ୍ଷରୁ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କୁ ନେଇ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏହି ‘ଜେନ୍ ନେକ୍ସଟ୍-ଡେମୋକ୍ରାସି-ନେଟ୍ ୱର୍କ’ ଆଲୋଚନାଚକ୍ରରେ ମୁଖ୍ୟ ଶାସନ…
ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀ ଅବହେଳିତ
କେନ୍ଦ୍ରାପଡ଼ା ଅଫିସ,୧୮।୪: ମଙ୍ଗଳବାର ବିଶ୍ୱ ଐତିହ୍ୟ ଦିବସ। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ କାଉନସିଲ ଅନ୍ ମୁନମେଣ୍ଟ ଆଣ୍ଡ ସାଇଟ୍ସ ପକ୍ଷରୁ ୧୯୮୨ ମସିହାରୁ ଉଦ୍ୟମ ହେଉଥିଲେ ମଧ୍ୟ ଏହି ଦିବସ ପ୍ରତି…
Archives


