ଋଷିକୂଲ୍ୟା ମୁହାଣରେ ଡଲ୍ଫିନ୍
ଗଞ୍ଜାମ,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍ଫିନ୍୍ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ ନିଜ କ୍ୟାମେରାରେ ଡଲଫିନଙ୍କ ଫଟୋ ଉତ୍ତୋଳନ କରିଥିଲେ। ପ୍ରାୟ ଏକାଠି ୧୦ରୁ ଊର୍ଦ୍ଧ୍ୱ ଡଲ୍ଫିନ୍…
କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ପାଇଲଟଙ୍କ ନାଁ
ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜ୍ୟ ମୁଖ୍ୟ ଡି.କେ ଶିବକୁମାର,…
କ୍ୟାବିନେଟ ଅନୁମୋଦନ କରିଥିବା ନ୍ୟାଶନାଲ କ୍ୱାଣ୍ଟମ ମିଶନ କ’ଣ ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ ନରେନ୍ଦ୍ର ମୋଦି କ୍ୟାବିନେଟ ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬୦୦୩.୬୫ କୋଟି…
ସାଉଥ ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଶହନାଜ ଗିଲ
ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ଆକ୍ଟ୍ରେସ ତଥା ଗାୟିକା ଶହନାଜ ଗିଲ ଏବେ ତାଙ୍କ ଅପକମିଂ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହି ଫିଲ୍ମରେ ଶହନାଜ ବଲିଉଡରେ ତାଙ୍କର ଫିଲ୍ମ ପାଳିର ଆରମ୍ଭ…
ଶିବସେନାର ଚେତାବନୀ, ଯଦି ଅଜିତ ପାୱାର ଭାଜପାରେ ସାମିଲ ହୁଅନ୍ତି ତେବେ…
ନୂଆଦିଲ୍ଲୀ,୧୯।୪: ବରିଷ୍ଠ ଏନସିପି ନେତା ଅଜିତ ପାୱାର ଭାଜପାରେ ସାମିଲ ହେବାର କଳ୍ପନାଜଳ୍ପନା ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶିବସେନା (ଏକନାଥ ଶିନ୍ଦେ ଦଳ)ର ଏକ ବଡ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଶିବସେନା…
ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ
ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ମୁଭି ଆଜିବି ତାଙ୍କ ପ୍ରଶଂସକଙ୍କ ପସନ୍ଦର…
ସାଇ ମନ୍ଦିରରୁ ଚୋରି: ଦାନ ବାକ୍ସ, ବାବାଙ୍କ ରୁପା ମୁକୁଟ ନେଇଗଲେ ଦୁର୍ବୃତ୍ତ
ବରପାଲି,୧୯ା୪(ଡି.ଏନ୍.ଏ.): ବରଗଡ଼ ଜିଲା ବରପାଲି କେନାଲ ରୋଡ୍ରେ ନୂଆ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ…
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର
ଯାଜପୁର ଅଫିସ,୧୯ା୪: ଯାଜପୁର ଜିଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଅଭିଯୋଗରେ…
ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ
ରାୟପୁର, ୧୯।୪: କର୍ନାଟକ, ମିଜୋରାମ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚକୁ ନେଇ ରାଜନୀତି ତୀବ୍ର ହୋଇଛି। କର୍ନାଟକରେ ଆସନ୍ତା ମେ’୧୦ରେ ନିର୍ବାଚନ ହୋକୁ ଥିବା ବେଳେ ଅନ୍ୟ ରାଜ୍ୟରେ ଏଯାଏ ତାରିଖ ଘୋଷଣା ହୋଇନାହିଁ।…
‘ମୁଁ ସବୁବେଳେ ଭାଜପା ସହ ରହିଛି, ଯଦି…’: ଟିଏମସି ବିଧାୟକ ମୁକୁଲ ରାୟ
କୋଲକାତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି, ମୁଁ କୌଣସି ଧୋକା ଦେଇନାହିଁ। ରାୟ ଆହୁରି ମଧ୍ୟ କହିଛନ୍ତି,…
ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଛନ୍ତି ୬୦ ବର୍ଷ ବୟସ୍କ ଚାଷୀ…
ପାଟନା,୧୯।୪ : ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ କାଗଜରେ ସେ ଜୀବିତ ଥିବା ସତ୍ତ୍ୱେ ନିଜକୁ ଜୀବନ୍ତ ପ୍ରମାଣ କରିବା ଲାଗି ଉଦ୍ୟମ କରୁଥିଲେ। ଠିକ ସେହିଭଳି ଏକ ଫିଲ୍ମ ଷ୍ଟାଇଲର ଘଟଣା ବିହାରର ବାଗାହା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରେ…
ହିଟ ଓ୍ବେଭରେ ଜୀବନ ଯିବା ପରେ ମହାରାଷ୍ଟ୍ର ସରକାର ଜାରି କଲେ ଗାଇଡଲାଇନ
ମୁମ୍ବାଇ,୧୯।୪: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ପୁରସ୍କାର କାର୍ଯ୍ୟକ୍ରମରେ ଲୁ ଯୋଗୁ ଏବେ ପର୍ଯ୍ୟନ୍ତ ୧୪ ଜଣଙ୍କ ମୃତ୍ୟୁ ହେଲାଣି। ୭ ଜଣ ଏବେବି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏହି ମାମଲାକୁ ନେଇ ଏବେ ମହାରାଷ୍ଟ୍ର ସରକାର ଆକ୍ସନକୁ…
Archives


