Home Left

ମାତାପିତା, ପିଲାମାନଙ୍କର ରହିଛି ସମାନ ନାମ, କାରଣ ଜାଣିଲେ…

ଓ୍ବିଲିୟମ ସେକ୍ସପିୟର କହିଛନ୍ତି, ନାଁରେ କଣ ଅଛି! କିନ୍ତୁ ଜଣେ ବ୍ୟକ୍ତିର ନାଁ ହେଉଛି ତା’ର ପରିଚୟ ଏବଂ ସେ ସେହି ପରିଚୟ ଦ୍ୱାରା ଜୀବନସାରା ପରିଚିତ ହୋଇଥାନ୍ତି। ଏପରି ପରିସ୍ଥିତିରେ, ବ୍ୟକ୍ତିଙ୍କ ଉପରେ ନାମର ପ୍ରଭାବ ବହୁତ। ମାତାପିତା ନିଜ…

ସମ୍ବଲପୁର ହିଂସା ଘଟଣାର ପ୍ରତିବାଦ: କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ

ଭବାନୀପାଟଣା,୧୯।୪(ସ୍ବ.ପ୍ର.): ସମ୍ବଲପୁର ହିଂସା ଘଟଣାରେ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲାକୁ ମିଶାଇ ମୋଟ ୧୪ ଜିଲାରେ ବୁଧବାର ବନ୍ଦ ଡାକରା ଦିଆଯାଇଛି।…

ପୋଖରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଦେବଗଡ଼, ୧୯।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଯେଉଁମାନେ ପୋଖରୀ ଜବରଦଖଲ କରିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ କାମ ବାରମ୍ବାର ଘୁଞ୍ଚିବା…

କର୍ନାଟକରେ ଭାଜପା କର୍ମୀଙ୍କୁ ହତ୍ୟା

କର୍ନାଟକ, ୧୯।୪: କର୍ନାଟକ ମାଙ୍ଗାଲୁରୁର ଏକ ଫୁଟ୍‌ବଲ ପଡ଼ିଆରୁ ମଙ୍ଗଳବାର ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଛିି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ମୃତକ ହେଉଛନ୍ତି ଜନାର୍ଦ୍ଦନ ବରିଞ୍ଜା। ଜନାର୍ଦ୍ଦନ ଦକ୍ଷିଣ କନ୍ନଡ ଜିଲାର ଅମମୁଞ୍ଜେରେ ରହୁଥିଲେ।…

ପୋତାଯାଉଛି ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମହାବନ୍ଧ

ନନ୍ଦାହାଣ୍ଡି,୧୯।୪,(ଡି.ଏନ୍‌.ଏ.): ୨୦୦୪ରେ ଆରମ୍ଭ ହୋଇଥିବା ନ୍ୟାସନାଲ ଫୁଡ୍‌ ଫର ୱାର୍କ ପ୍ରୋଗ୍ରାମ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କର୍ମ ନିଯୁକ୍ତି ପାଇଁ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକରେ ଅନେକ ମହାବନ୍ଧ ଖୋଳା ଯାଇଥିଲା। ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର, ଅଭାବି ବର୍ଷା ସମୟରେ ଚାଷ…

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ମାଲକାନଗିରି,୧୯।୪(ଡି.ଏନ.ଏ.): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ରହୁଥିବା ବଣ୍ଡା ଘାଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବିକାଶ ମଧ୍ୟ ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ଲାଗି…

ପୁନରୁଦ୍ଧାର ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଭବନ: କ୍ଷେତ୍ର ପରିଦର୍ଶନ କଲେ ଅତିରିକ୍ତ ଶାସନ ସଚିବ

ବାରିପଦା ଅଫିସ,୧୯୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସରକାରୀ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନରେ…

ଫେରିଯିବ ଟଙ୍କା: ଏମ୍‌ପି, ବିଧାୟକଙ୍କ ଉଦ୍‌ବେଗ

ରାୟଗଡା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୧୯।୪: ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଡିଏମ୍‌ଏଫ ଟ୍ରଷ୍ଟ ବୋର୍ଡ଼ର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣିଜ ସମ୍ପଦରେ ଭରା ରାୟଗଡାକୁ ମିଳୁଥିବା ଜିଲା ଖଣିଜ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ। ଖଣି ପ୍ରଭାବିତ…

ଶୌଚାଳୟ କାମ କରୁ ନ ଥିବାରୁ ଅଧାବାଟରୁ ଫେରିଲା ବିମାନ…

ଭିଏନା,୧୯।୪ : ଅଷ୍ଟ୍ରିଆର ଏୟାରଲାଇନ୍ସର ଏକ ବିମାନ ଭିଏନାରୁ ନ୍ୟୁୟର୍କକୁ ଉଡ଼ାଣ କରିବାର ଦୁଇ ଘଣ୍ଟା ମଧ୍ୟରେ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଥିଲା। ଭିଏନା ଠାରୁ ନ୍ୟୁୟର୍କ ଅଭିମୁଖେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଏକ ବୋଇଙ୍ଗ ୭୭୭ ବିମାନ…

ସୌଦାମିନୀଙ୍କ ପରିବାରକୁ ମିଳୁନି ଆବାସ

ବ୍ରହ୍ମବରଦା,୧୯।୪(ଡି.ଏନ୍‌.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ସୌଦାମିନୀ ସାହାଣୀଙ୍କ ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଫଳରେ ଏହି ପରିବାର ଭଙ୍ଗାଘରେ ଜରିପାଲ ପକାଇ ବହୁ କଷ୍ଟରେ ରହୁଛନ୍ତି। ସୌଦାମିନୀଙ୍କ ପରିବାର କହିଲେ ସ୍ବାମୀ ଚିତ୍ତରଞ୍ଜନ ସାହାଣୀ,…

ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍‌

ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍‌ ବାସ୍କେଟବଲ୍‌ ଲିଗ୍‌ରେ ଜଣେ ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍‌ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଲେକ୍ସି ରୋଜର୍ସ ନାମକ ଜଣେ ମହିଳା ଖେଳାଳି ଆବେଦନ କରିଥିଲେ। ଏକ କମିଟି…

କୋହଲିଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ କଟିଲା

ବେଙ୍ଗାଲୁରୁ,୧୯।୪(ପି.ଟି.): ଆଇପିଏଲ୍‌ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଖେଳାଳି ବିରାଟ କୋହଲିଙ୍କ ୧୦ ପ୍ରତିଶତ ମ୍ୟାଚ୍‌ ଫି’ କଟାଯାଇଛି। ଆଚରଣବିଧି ଉଲ୍ଲଂଘନ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଉଇକେଟ ପତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri