Home Left

ଜୁଆଆଡ୍ଡାରେ ବଡ଼ଧରଣର ଚଢ଼ାଉ: ୯ ଗିରଫ, ୧୨ କାର୍‌ ଜବତ

ବରଗଡ଼ ଅଫିସ/ସୋହେଲା୧୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଜୁଆଆଡ୍ଡାରେ ଚଢ଼ାଉ କରିଥିଲା। ଜିଲାର ସୋହେଲା ଥାନା ଲୁହୁରାଚଟି ନିକଟ ରାଜସ୍ଥାନୀ ଢାବା ପଛପଟେ ଚାଲିଥିବା ଏହି ଜୁଆଆଡ୍ଡାରୁ ପୋଲିସ ନଗଦ ୨ଲକ୍ଷ ୫୪ହଜାର…

ତାତିରୁ ମିଳିବ ଆଶ୍ୱସ୍ତି: ୨୧ରେ ଏହି ସବୁ ଜିଲାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା କମିବ। ଆସନ୍ତା ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି।…

ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ଏମ୍‌ପି ରମେଶ…

ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ଯାଏ ଖୋଲା ସ୍ଥାନରେ ସଭା ମନା

ମୁମ୍ବାଇ,୧୯।୪: ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ। ରବିବାର ନାଭି ମୁମ୍ବାଇର ଖାର୍ଘରରେ ମହାରାଷ୍ଟ୍ର ଭୂଷଣ କାର୍ଯ୍ୟକ୍ରମରେ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ପରେ ସରକାର ଏହି ନିଷ୍ପତ୍ତି ନେଇଥିବା କ୍ୟାବିନେଟ…

ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କ ଯୋଡ଼ା-ବଡ଼ବିଲ ଗସ୍ତ

ବଡ଼ବିଲ,୧୯ା୪(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ବୁଧବାର କେନ୍ଦୁଝର ଜିଲା ଯୋଡ଼ା-ବଡ଼ବିଲ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ସିଂହ, ପ୍ରଥମେ ଯୋଡ଼ା ବ୍ଲକ କଣ୍ଡରାଠାରେ ନିର୍ମାଣାଧୀନ…

ଶାଇସ୍ତାଙ୍କ ପରେ ମୁଖତାର ଅଂସାରିଙ୍କ ପତ୍ନୀ ପୋଲିସ ରାଡାରରେ

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମଦ, ତାଙ୍କ ଭାଇ ଅଶରଫ ଓ ପୁଅ ଅସଦଙ୍କ ଅନ୍ତ ହେବା ପରେ ଏବେ ଯୋଗୀ ସରକାର ରାଜ୍ୟକୁ ଅପରାଧ ମୁକ୍ତ କରିବାରେ ଲାଗି ପଡିଛନ୍ତି। ଏହାପରେ ଏବେ ପୋଲିସ ପ୍ରଶାସନ କମାଣ…

ଋଷିକୂଲ୍ୟା ମୁହାଣରେ ଡଲ୍‌ଫିନ୍‌

ଗଞ୍ଜାମ,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍‌ଫିନ୍‌୍‌ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ ନିଜ କ୍ୟାମେରାରେ ଡଲଫିନଙ୍କ ଫଟୋ ଉତ୍ତୋଳନ କରିଥିଲେ। ପ୍ରାୟ ଏକାଠି ୧୦ରୁ ଊର୍ଦ୍ଧ୍ୱ ଡଲ୍‌ଫିନ୍‌…

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ପାଇଲଟଙ୍କ ନାଁ

ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜ୍ୟ ମୁଖ୍ୟ ଡି.କେ ଶିବକୁମାର,…

କ୍ୟାବିନେଟ ଅନୁମୋଦନ କରିଥିବା ନ୍ୟାଶନାଲ କ୍ୱାଣ୍ଟମ ମିଶନ କ’ଣ ଜାଣନ୍ତୁ…

  ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ ନରେନ୍ଦ୍ର ମୋଦି କ୍ୟାବିନେଟ ୨୦୨୩-୨୪ ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬୦୦୩.୬୫ କୋଟି…

ସାଉଥ ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଶହନାଜ ଗିଲ

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ଆକ୍ଟ୍ରେସ ତଥା ଗାୟିକା ଶହନାଜ ଗିଲ ଏବେ ତାଙ୍କ ଅପକମିଂ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହି ଫିଲ୍ମରେ ଶହନାଜ ବଲିଉଡରେ ତାଙ୍କର ଫିଲ୍ମ ପାଳିର ଆରମ୍ଭ…

ଶିବସେନାର ଚେତାବନୀ, ଯଦି ଅଜିତ ପାୱାର ଭାଜପାରେ ସାମିଲ ହୁଅନ୍ତି ତେବେ…

ନୂଆଦିଲ୍ଲୀ,୧୯।୪: ବରିଷ୍ଠ ଏନସିପି ନେତା ଅଜିତ ପାୱାର ଭାଜପାରେ ସାମିଲ ହେବାର କଳ୍ପନାଜଳ୍ପନା ମଧ୍ୟରେ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଶିବସେନା (ଏକନାଥ ଶିନ୍ଦେ ଦଳ)ର ଏକ ବଡ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଶିବସେନା…

ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ

ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ମୁଭି ଆଜିବି ତାଙ୍କ ପ୍ରଶଂସକଙ୍କ ପସନ୍ଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri