ବଲାଙ୍ଗୀରରେ ବନ୍ଦ ପାଳନ
ବଲାଙ୍ଗୀର ଅଫିସ,୧୯ା୪: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା ପ୍ରତିବାଦରେ…
ସମ୍ବଲପୁର ହିଂସା ପ୍ରତିବାଦ: ସୁନ୍ଦରଗଡ଼ରେ ବନ୍ଦ ପାଳନ
ସୁନ୍ଦରଗଡ଼,୧୯ା୪(ଡି.ଏନ୍): ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁ ସୁନ୍ଦରଗଡ଼ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଶ୍ୱ ହିନ୍ଦୁ…
ଅତିକ୍-ଅଶ୍ରଫ୍ ହତ୍ୟା ମାମଲା: ୫ ପୋଲିସ କର୍ମଚାରୀ ନିଲମ୍ବିତ
ଲକ୍ଷ୍ନୌ,୧୯।୪: ଗ୍ୟାଙ୍ଗ୍ଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ୍ ମହମ୍ମଦଙ୍କ ହତ୍ୟା ମାମଲାରେ ପୋଲିସ ତଦନ୍ତ ଚଳାଇଛି। ତେବେ ଅତିକଙ୍କ ସୁରକ୍ଷାରେ ଅବହେଳା ଯୋଗୁ ବୁଧବାର ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିରେ ଶାହଗଞ୍ଜ ଏସ୍ଓ ଇନ୍ସପେକ୍ଟର…
ଅତିକ ଅହମଦଙ୍କୁ ଶହୀଦ କହିବା ସହ ଭାରତ ରତ୍ନ ଦେବାକୁ ଦାବି କଲେ କଂଗ୍ରେସ ନେତା
ପ୍ରୟାଗରାଜ,୧୯।୪: ଉତ୍ତର ପ୍ରଦେଶର ପୋଲିସ କଷ୍ଟଡିରେ ମୃତ୍ୟୁ ହୋଇଥିବା ମାଫିଆ ଅତିକ ଅହମଦଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। କଂଗ୍ରେସର ଜିଲା ପରିଷଦ ପ୍ରାର୍ଥୀ ରାଜକୁମାର ଓରଫ ରାଜୁ ଭାଇ ଅତିକ ଅହମଦଙ୍କୁ ଶହୀଦ ବୋଲି କହିଛନ୍ତି। ଅତିକଙ୍କୁ ଭାରତ…
୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୬ ସହର
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ। ସକାଳ ୯ଟାରୁ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛିି। ତେବେ ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୩.୨ ଡିଗ୍ରୀ…
୬୬ବର୍ଷରେ ପାଦ ଦେଲେ ମୁକେଶ ଅମ୍ବାନି
ମୁମ୍ବାଇ,୧୯।୪: ମୁକେଶ ଅମ୍ବାନି। ବାସ ନାମ ହିଁ ଯଥେଷ୍ଟ। ଏହି ନାମର କୌଣସି ପରିଚୟର ଆବଶ୍ୟକତା ନାହିଁ। ଧିରୁଭାଇ ଅମ୍ବାନିଙ୍କ ପୁଅ ଭାବେ ମୁକେଶ ଏବେ ଦେଶର ଜଣେ ଆଗଧାଡିର ଉଦ୍ଦ୍ୟୋଗପତି। କେବଳ ଦେଶ କାହିଁକି ସାରା ବିଶ୍ୱରେ ସେ ଏବେ…
ବେଙ୍ଗଲି ମାର୍କେଟରେ ଗୁପ୍ଚୁପ୍ର ମଜା ନେଲେ ରାହୁଲ
ନୂଆଦିଲ୍ଲୀ,୧୯।୪: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀର ଲୋକଙ୍କ ସହ ରାହୁଲ ଗାନ୍ଧୀଙ୍କୁ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଦିଲ୍ଲୀର କନ୍ନଟ…
ଶରଣକୁଳ କଲେଜରେ ରାଗିଂ ଅଭିଯୋଗ
ନୟାଗଡ଼ ଅଫିସ,୧୯।୪: ନୟାଗଡ଼ ଜିଲାର ଶରଣକୁଳ କଲେଜର ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ୨ୟ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ କଲେଜର ଅଧ୍ୟକ୍ଷ ଓ ଆଧ୍ୟାପକ ରାଗିଂ କରୁଥିବାର ଅଭିଯୋଗ ହୋଇଛି। ଅଧ୍ୟକ୍ଷ ଓ ଆଧ୍ୟାପକଙ୍କ କୋଚିଂ ସେଣ୍ଟରରେ ନ ପଢ଼ି ନୟାଗଡ଼ର…
ମାତାପିତା, ପିଲାମାନଙ୍କର ରହିଛି ସମାନ ନାମ, କାରଣ ଜାଣିଲେ…
ଓ୍ବିଲିୟମ ସେକ୍ସପିୟର କହିଛନ୍ତି, ନାଁରେ କଣ ଅଛି! କିନ୍ତୁ ଜଣେ ବ୍ୟକ୍ତିର ନାଁ ହେଉଛି ତା’ର ପରିଚୟ ଏବଂ ସେ ସେହି ପରିଚୟ ଦ୍ୱାରା ଜୀବନସାରା ପରିଚିତ ହୋଇଥାନ୍ତି। ଏପରି ପରିସ୍ଥିତିରେ, ବ୍ୟକ୍ତିଙ୍କ ଉପରେ ନାମର ପ୍ରଭାବ ବହୁତ। ମାତାପିତା ନିଜ…
ସମ୍ବଲପୁର ହିଂସା ଘଟଣାର ପ୍ରତିବାଦ: କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ
ଭବାନୀପାଟଣା,୧୯।୪(ସ୍ବ.ପ୍ର.): ସମ୍ବଲପୁର ହିଂସା ଘଟଣାରେ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲାକୁ ମିଶାଇ ମୋଟ ୧୪ ଜିଲାରେ ବୁଧବାର ବନ୍ଦ ଡାକରା ଦିଆଯାଇଛି।…
ପୋଖରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ଦେବଗଡ଼, ୧୯।୪(ଡି.ଏନ୍.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଯେଉଁମାନେ ପୋଖରୀ ଜବରଦଖଲ କରିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ କାମ ବାରମ୍ବାର ଘୁଞ୍ଚିବା…
କର୍ନାଟକରେ ଭାଜପା କର୍ମୀଙ୍କୁ ହତ୍ୟା
କର୍ନାଟକ, ୧୯।୪: କର୍ନାଟକ ମାଙ୍ଗାଲୁରୁର ଏକ ଫୁଟ୍ବଲ ପଡ଼ିଆରୁ ମଙ୍ଗଳବାର ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଛିି। ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ମୃତକ ହେଉଛନ୍ତି ଜନାର୍ଦ୍ଦନ ବରିଞ୍ଜା। ଜନାର୍ଦ୍ଦନ ଦକ୍ଷିଣ କନ୍ନଡ ଜିଲାର ଅମମୁଞ୍ଜେରେ ରହୁଥିଲେ।…
Archives


