ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ
ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଏତେ ଟଙ୍କା ଯୋଗାଡ…
ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃଦ୍ଧଙ୍କ ମୃତ୍ୟୁ
ଭଦ୍ରକ ଅଫିସ,୧୪।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଚରମ୍ପା ଅଞ୍ଚଳର ଶେଖ ସୋବାନ ବୋଲି ଜଣାପଡିଛି । ମଙ୍ଗଳବାର ଭୋରରେ ମେଡିକାଲ ପରିସରରେ ମୃତଦେହ ପଡ଼ିଥିବା ଦେଖି ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ…
ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ
ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ବିବାହ…
ଦମ୍ପତିଙ୍କ ନାମରେ ମାମଲା, ସ୍ବାମୀ ଗିରଫ
ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସହରସ୍ଥିତ ଏକ ବ୍ୟାଙ୍କରେ ଥିବା ଟାଉନ ପ୍ଲାନିଂ ଅଞ୍ଚଳର ଶୁକଦେବ ନାୟକଙ୍କ ଫିକ୍ସଡ୍ ଡିପୋଜିଟ୍କୁ ଚଞ୍ଚକତା କରି ଭାଙ୍ଗି ୩୭ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ଘଟଣାରେ କଟକ ଜିଲା ଆଠଗଡ ଥାନା ଅଞ୍ଚଳର ମନୋଜ କୁମାର…
ଆଲୋକମାଳାରେ ସଜ୍ଜିତ ହେବ ସହର
ଅନୁଗୋଳ ଅଫିସ, ୧୪ା୩: ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…
୩ ସାଙ୍ଗଙ୍କୁ ଅଶ୍ରୁଳ ବିଦାୟ ଦେଲା କୁଲେଇ
ଛେଣ୍ଡିପଦା,୧୪ା୩(ସ୍ବ.ପ୍ର.): ଦୁର୍ଘଟଣାରେ ରବିବାର ୩ ସାଙ୍ଗଙ୍କ ମୃତ୍ୟୁ ଖବର ପହଞ୍ଚିବା ପରଠାରୁ ଶୋକରେ ଡୁବିଯାଇଥିଲା ଅନୁଗୋଳ ଜିଲା ଜରପଡ଼ା ଥାନା ତୁବେ ପଞ୍ଚାୟତର କୁଲେଇ ଗାଁ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପରିବେଶ। ସୋମବାର ବ୍ୟବଚ୍ଛେଦ ହୋଇ ୩ ମୃତଦେହ ଗାଁରେ…
ଘର ପ୍ରାପ୍ୟ ପାଇଁ ଜିଲାପାଳଙ୍କୁ ଗୁହାରି
ଅନୁଗୋଳ ଅଫିସ, ୧୪ା୩: ତାଳଚେରସ୍ଥିତ ଏମ୍ସିଏଲ୍ର ହିଙ୍ଗୁଲା କ୍ଷେତ୍ର ଦ୍ୱାରା ଗତ ୨୮ ବର୍ଷ ତଳୁ ଆମ୍ବପାଳ ଗ୍ରାମରେ ଜମି ଅଧିଗ୍ରହଣ କରାଯାଇଛି। ହେଲେ ଗ୍ରାମବାସୀଙ୍କୁ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ। ଏପରି କି କମ୍ପାନୀ କର୍ତ୍ତୃପକ୍ଷ ଧରାଛୁଅଁା…
ବିବାହ ବନ୍ଧନରେ ବାନ୍ଧି ହେଲେ ‘ୟେ ହୈ ମହବତୈଁ’ ଫେମ୍ କୃଷ୍ଣା ମୁଖାର୍ଜୀ
ମୁମ୍ବାଇ: ଟେଲି ଧାରାବାହିକ ‘ୟେ ହୈ ମହବତୈଁ’ ଫେମ୍ କୃଷ୍ଣା ମୁଖାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କର ପ୍ରେମିକ ଚିରାଗ ବଟଲିୱାଲାଙ୍କ ସହ ସାତଫେରା ନେଇଛନ୍ତି। ମାର୍ଚ୍ଚ ୧୩ରେ ଉଭୟ ପ୍ରଥମେ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ। ପରେ…
ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ
ପୁରୁଷୋତ୍ତମପୁର,୧୪।୩(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଶେକ…
ମଠ ଉପରେ ମ୍ୟାନମାର୍ ସେନାର ଆକ୍ରମଣ: ୨୮ ମୃତ
ବର୍ମା,୧୪।୩: ମ୍ୟାନମାର୍ ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରିଛି। ଏଥିଲେର ୨୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ମିଆଁମାରର ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କରେନ୍ନି ନ୍ୟାଶନାଲିଟିଜ୍ ଡିଫେନ୍ସ ଫୋର୍ସ…
ଆଜି ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ
ନୂଆଦିଲ୍ଲୀ,୧୪।୩: ସଂସଦ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଜମ୍ମୁ-କଶ୍ମୀରର ବଜେଟ ଉପସ୍ଥାପନ କରିପାରନ୍ତି। ଅନ୍ୟପକ୍ଷରେ ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ। ତେବେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ…
ଅଧାପନ୍ତରିଆ ଶିଶୁ ପାର୍କ
ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସହରବାସୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେତେକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି। ଏଥିମଧ୍ୟରୁ ଶିଶୁ ଉଦ୍ୟାନ ପ୍ରକଳ୍ପ ଅନ୍ୟତମ।…
Archives


