କିଟ୍କୁ ୩ ସ୍ବର୍ଣ୍ଣ ସହ ୬ ପଦକ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍ ପ୍ରତିଯୋଗୀ ୬ଟି ପଦକ ହାସଲ କରିଛନ୍ତି। ଏହାମଧ୍ୟରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧…
ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ ଡ୍ର
ଭୁବନେଶ୍ୱର, ୨ ୮।୩(କ୍ରୀଡ଼ା ପ୍ରତିନିଧି): ଫତୋର୍ଦାର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍ ୩-୩ ଗୋଲରେ ଡ୍ର ରହିଛି। ମ୍ୟାଚ୍ ଆରମ୍ଭରୁ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା।…
ଏତିକି କୋଟି ଟଙ୍କାର ମାଲିକ ଅକ୍ଷୟ ଖାନ୍ନା
ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଷୟ ସ୍ବର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ। ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଅକ୍ଷୟ ‘ରେସ’, ‘ଦିଲ ଚାହତା ହୈ’,…
ଜନ୍ମଦିନର ଥିମ୍ ‘ଅନ୍ତିମ ସଂସ୍କାର’
ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସବୁବେଳେ ଖାସ୍ ହୋଇଥାଏ। ସେହି ଦିନକୁ ସମସ୍ତେ ଧୁମ୍ଧାମ୍ରେ ମନେଇଥାନ୍ତି, ଯେପରି ସବୁଦିନ ପାଇଁ ତାହା ମନେରହିବ। ହେଲେ ଏଠାରେ ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ କିଛି ଭିନ୍ନ ଢଙ୍ଗରେ ପାଳିଛନ୍ତି, ଯାହା ଶୁଣିଲେ ଲାଗିବ…
ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା
ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ସମ୍ମାନ ହେଉଛି ଯେକୌଣସି ଗଣତନ୍ତ୍ରର ମୂଳଦୁଆ। ଭାରତୀୟ ଅଦାଲତରେ…
ନେପାଳରେ ବି ୱାଣ୍ଟେଡ ଘୋଷିତ ହେଲେ ଅମୃତପାଲ ସିଂ
କାଠମାଣ୍ଡୁ,୨୮ ।୩: ନେପାଳ ସରକାର ପଳାତକ ଅମୃତପାଲ ସିଂଙ୍କୁ ତାଙ୍କ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରି ଦେଇଛନ୍ତି । ଏହାପରେ ଅମୃତପାଲ ସିଂଙ୍କୁ ନେଇ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ…
ବେଳାଭୂମିରେ ଶାହରୁଖଙ୍କ ଚିତ୍ର
ଇସଲାମାବାଦ୍: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ପାକିସ୍ତାନରେ ଶାହରୁଖଙ୍କ ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଇଛି, ହେଲେ ମଧ୍ୟ ତାଙ୍କ ପ୍ରତି…
ରାମଚରଣଙ୍କ ଗେମ୍ ଚେଞ୍ଜର
ମୁମ୍ବାଇ: ସାଉଥ୍ ଅଭିନେତା ରାମଚରଣଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ଗୀତ ‘ନାଟୁ ନାଟୁ’କୁ ଓସ୍କାର ମିଳିବା ପରେ ତାହା ଏବେ ଟ୍ରେଣ୍ଡିଂରେ ରହିଛି। ଏଥିସହ ଅଭିନେତା ରାମଚରଣଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଛି। ତେବେ ସେ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ…
ଡ୍ରାଇଭିଂ ଲାଇସେନ୍ସ ପାଇଁ ୯୬୦ ଟେଷ୍ଟ
ସିଓଲ: କିଛି ଜିନିଷ ହାସଲ କରିବାକୁ ହେଲେ ସେଥିପାଇଁ ଧୈର୍ଯ୍ୟ ରଖିବାକୁ ହୁଏ। ହେଲେ ୪ରୁ ୫ଥର କିମ୍ବା ୮ରୁ ୯ଥର ପ୍ରୟାସ କରିବା ପରେ ଯଦି ସେହି ଜିନିଷ ନ ମିଳେ, ସେତେବେଳେ ଆମେ ତା’ର ପାଇବା ଆଶା ଛାଡ଼ିଦେଉ।…
ରେପୋ ରେଟ୍ ବଢ଼ାଇପାରେ ଆରବିଆଇ
ନୂଆଦିଲ୍ଲୀ,୨୮।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବର୍ତ୍ତମାନ ସମୟରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ଢେର ଉପରେ ରହିଛି। ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ମଧ୍ୟ ଉପରେ ରହିଛି। ବିଶେଷ…
କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ
ଭୁବନେଶ୍ୱର,୨୮।୩: ବହୁ ରାଷ୍ଟ୍ରୀୟ ସାମାଜିକ ପ୍ରତିଷ୍ଠାନ ୱାଲ୍ମାର୍ଟ ଫାଉଣ୍ଡେଶନ ପକ୍ଷରୁ ଏକ ୫ ବର୍ଷିଆ କୃଷି ରଣନୀତି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କୃଷକମାନଙ୍କ ଜୀବିକା ଉନ୍ନତ କରିବା ପ୍ରତି ଫାଉଣ୍ଡେଶନ ନିଜର ପ୍ରତିବଦ୍ଧତାକୁ ବିସ୍ତାର କରିବ, ଯାହା ସର୍ବନିମ୍ନ…
ବିଏସପି ଏମପି ଅତୁଲ ରାୟଙ୍କୁ ବଡ ଝଟକା, ଗ୍ୟାଙ୍ଗଷ୍ଟର ମାମଲାରେ ଜାମିନ ଆବେଦନ ଖାରଜ
ଲକ୍ଷ୍ନୌ,୨୮ ।୩: ଆଲ୍ଲାହାବାଦ ହାଇ କୋର୍ଟ ଲଙ୍କା ପୋଲିସ ଷ୍ଟେଶନରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ, ଅପରାଧିକ ମାମଲାରେ ବିଏସପି ଏମପି ଅତୁଲ ରାୟଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅତୁଲ ରାୟ ଘୋସି ଲୋକ ସଭା ଆସନରୁ ଏମପି…
Archives


