Home Left

ନାବାଳିକାଙ୍କୁ ବଳତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବରଗଡ଼ ଅଫିସ,୫।୫: ୨୦୨୨ ଜୁନ ମାସରେ ବରଗଡ଼ ପୌରାଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଗତ ୧ତାରିଖରେ ଏହି ମାମଲାର ଶୁଣାଣି କରି ବରଗଡ଼ ଅତିରିକ୍ତ ଜିଲା ଜଜ୍‌, ସେସନ ଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ…

ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା -ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ କଟକଣା

ପୁରୀ ଅଫିସ, ୫ା୫: ଗତ ଦୁଇଦିନରେ ପୁରୀ ସମୁଦ୍ରରେ ବୁଡ଼ି ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ପ୍ରଶାସନର ଚେତା ପଶିଛି। ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରି ସୁଖଦ ଅନୁଭୂତି ନେଇ ଫେରିବେ…

୧୫୦୦୦ ନଡ଼ିଆ ଭାଙ୍ଗିଲେ ବିଧାୟକ

ସୋରଡ଼ା, ୫ା୫ (ଡି.ଏନ୍‌.ଏ.):  ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ୍‌ ସମୟ ଥିବା ବେଳେ ୨୦୧୯ର ମାନସିକ ପୂରଣ କରିଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମ୍‌ ମନ୍ଦିର ଯାଇ ମାନସିକ ପୂର୍ବକ ୧୫୦୦୦ ନଡ଼ିଆ…

ଯୋଡ଼ା ମଣ୍ଡଳରେ ୫୯ ଖଣି ବନ୍ଦ

ଯୋଡ଼ା,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ସମୁଦାୟ ୯୦ଟି ଖଣି ମଧ୍ୟରୁ ୫୯ଟି ବନ୍ଦ ରହିଛି। ମାତ୍ର ୩୧ ଖଣି କାର୍ଯ୍ୟକ୍ଷମ ହେଉଥିବା ବେଳେ ବୈଧାନିକ କାରଣ ଯୋଗୁ ଅନେକ ଖଣି ଚାଲିପାରୁନାହିଁ। ଫଳରେ କେନ୍ଦ୍ର ଓ ରାଜ୍ୟ…

‘ମନ୍‌ କୀ ବାତ୍‌’ ନ ଶୁଣିବାରୁ ସ୍କୁଲ ପିଲାଙ୍କୁ ୧୦୦ ଲେଖାଏ ଜରିମାନା

ଡେରାଡୁନ୍‌,୫ା୫: ଏପ୍ରିଲ ୩୦ରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୦ତମ ଅଧ୍ୟାୟକୁ ଦେଶବିଦେଶରେ ଶୁଣାଯାଇଥିଲା। ଏଥିପାଇଁ ଭାଜପା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। କିନ୍ତୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ରେ…

ପତିଆରା ଜାହିର ପାଇଁ ହତ୍ୟା: ମୁଖ୍ୟ ମହିଳା ଅଭିଯୁକ୍ତଙ୍କ ସମେତ ୨ ଗିରଫ

ବଡ଼ବିଲ,୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହର ମନି ଟାୱାର ନିକଟରେ ଗତ ୧ ତାରିଖରେ ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାରେ ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ସହଯୋଗୀଙ୍କୁ…

କେବଳ ମଙ୍ଗଳସୂତ୍ର ନାହିଁ, ବାପି ଦାଙ୍କୁ ଏପରି କହିଥିଲେ ଅଭିନେତା

ମୁମ୍ବାଇ, ୫।୫: ପ୍ରସିଦ୍ଧ ଗାୟକ ବାପି ଲହରିଙ୍କ ସୁନା ପ୍ରତି ଭଲପାଇବା ବିଷୟରେ ଆପଣ ଜାଣିଥିବେ। ତାଙ୍କ ଗୀତକୁ ନେଇ ସେ ଯେତିକି ଲୋକପ୍ରିୟ ସେହିପରି ତାଙ୍କ ସୁନା ପ୍ରତି ଦୂର୍ବଳତା ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି। କିଛି ଲୋକଙ୍କ ଦୃଷ୍ଟିରେ…

ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୫।୫: ପୋଲିିସ ଏଏସଆଇଙ୍କ ଘର ଚୋରି। ପ୍ରାୟ ୧୭ ଭରି ସୁନା, ଅଧା କେଜି ରୁପା ସହିତ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାଟି ଘଟିଛି ରାୟଗଡ଼ା ସହରରେ। ରାୟଗଡ଼ା ସହରର ସାଇପ୍ରିୟା…

ଲମ୍ବୁଛି କୈଫି ଖାନ ଠକେଇ କାରନାମା ଚେର: ୮୦ ଆକାଉଣ୍ଟ ଠାବ

କଟକ ଅଫିସ, ୫।୫: ତାନ୍ତ୍ରିକ କୈଫି ଖାନ ଠକେଇ କାରନାମା ଚେର ଯେତେ ଖୋଳାଯାଉଛି ସେତେ ଲମ୍ବୁଛି। ଶୁକ୍ରବାର କୈଫି ଖାନଙ୍କ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକର ବିଭିନ୍ନ ବ୍ୟାଙ୍କରେ କୈଫିଙ୍କ ଏସବୁ ଆକାଉଣ୍ଟ…

‘ମୁଁ କ୍ଷମା ଚାହୁଁଛି, ଅଜିତ ପାଓ୍ବାରଙ୍କୁ ଜଣାଥିଲା…’ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଫେରାଇ ନେଇ ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୫।୫: ବରିଷ୍ଠ ନେତା ଶରଦ ପାଓ୍ବାର ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫାକୁ ଫେରାଇ ନେଇଛନ୍ତି। ଶୁକ୍ରବାର ଅର୍ଥାତ୍‌ ମେ ୫ରେ ପ୍ରେସ କନଫରେନ୍ସରେ ଘୋଷଣା କରି ସେ କହିଛନ୍ତି, ମୁଁ ଆପଣଙ୍କ ଭାବନାକୁ ଅପମାନ କରିପାରିବି ନାହିଁ। ମୁଁ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ ଅଫିସ,୫।୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ ଚତୁର୍ଦ୍ଧା…

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା, କେଏଲ ରାହୁଲ ବାକି ସମସ୍ତ ମ୍ୟାଚରୁ ଆଉଟ

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ବଡ ଝଟକା ଲାଗିଛି। ପଏଣ୍ଟ ଟେବୁଲରେ ୧୧ ଅଙ୍କ ସହ ଦ୍ୱିତୀୟ ନମ୍ବରରେ ଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର କ୍ୟାପଟେନ କେ ଏଲ ରାହୁଲ ଆହତ କାରଣରୁ ସମସ୍ତ ମ୍ୟାଚରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri