ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ
ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ…
ଭାଗ୍ୟ ବଦଳାଇବ ପୁରୁଣା ପର୍ସ,ନ ଫୋପାଡ଼ି…
ଏମିତି କେତେଜଣ ଅଛନ୍ତି; ଯେଉଁମାନେ ତାଙ୍କ ପର୍ସକୁ ଖୁବ୍ ଭଲ ପାଆନ୍ତି। ତାକୁ ଲକି ଚାର୍ମ ବୋଲି ଭାବନ୍ତି। ପର୍ସଟି ପୁରୁଣା ହୋଇ ଫାଟି ଯାଇଥିଲେ ବି ତାକୁ ଫୋପାଡ଼ିବାକୁ ଚାହାନ୍ତି ନାହିଁ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ଉପାୟ ରହିଛି;…
ଜନବସତିକୁ ସୁରକ୍ଷା ଦେବ ଋଷିକୂଲ୍ୟା ନଦୀବନ୍ଧ ପ୍ରକଳ୍ପ
ଗଞ୍ଜାମ,୧୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଋଷିକୁଲ୍ୟା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଦାମୋଦରପୁର ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଗ୍ରାମବାସୀ ଏନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କଠାରେ ବାରମ୍ବାର ଅବଗତ କରାଇଥିଲେ। ଫଳରେ…
କସ୍ମୋ ବଜାରର ମେଗା ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର କଟକର ବାଦାମବାଡ଼ିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ…
ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ କରୁଥିବାବେଳେ…
ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ
ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ…
ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି
ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ…
ବାମହାତୀ ବ୍ୟକ୍ତି ଅଧିକ ସଫଳ
ଅଧିକାଂଶ ଲୋକ ଡାହାଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥା’ନ୍ତି। ସେମାନଙ୍କୁ ଲେଫ୍ଟି (ବାମହାତୀ )ବୋଲି କୁହାଯାଇଥାଏ। ପୃଥିବୀରେ ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦% । ଏଭଳି ବ୍ୟକ୍ତିଙ୍କ…
ଭାଜପା ନେତ୍ରୀ ହତ୍ୟା ଘଟଣାରେ ସ୍ବାମୀ ଗିରଫ
ନାଗପୁର, ୧୩।୮: ନାଗପୁରର ମହିଳା ଭାଜପା ନେତ୍ରୀ ସାନା ଖାନ୍ ହତ୍ୟା ଘଟଣାରେ ତାଙ୍କ ସ୍ବାମୀ ଅମିତ ସାହୁଙ୍କୁ ପୋଲିସ ମଧ୍ୟପ୍ରଦେଶର ଜବଲପୁରରୁ ଗିରଫ କରିଛି। ଅମିତ ଏହି ଅପରାଧ ଘଟଣାଇଥିବା ସ୍ବୀକାର କରିଥିବାବେଳେ ପୋଲିସ ତାଙ୍କୁ ଓ ତାଙ୍କର ଜଣେ…
ପୋକ୍ସୋ, ଏସ୍ସି/ଏସ୍ଟି ଆଇନର ଦୁରୁପଯୋଗ କରୁଛନ୍ତି ମହିଳା
ଲକ୍ଷ୍ନୌ,୧୩।୮: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଅନୁସୂଚିତ ଜାତି, ଜନଜାତି (ଅତ୍ୟାଚାର ନିରାକରଣ) ଆଇନ (ଏସ୍ସି/ଏସ୍ଟି ଆଇନ)ରେ ଥିବା ଆଇନଗତ ବ୍ୟବସ୍ଥାର ଦୁରୁପଯୋଗ କରାଯିବା ସହ ମିଥ୍ୟା ଅଭିଯୋଗ କରାଯାଉଥିବା ନେଇ ଆଲ୍ଲାହାବାଦ ହାଇକୋର୍ଟ ଗଭୀର ଅସନ୍ତୋଷ…
ହାଇକୋର୍ଟର ୨୪ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ୍ର ସୁପାରିସ
ନୂଆଦିଲ୍ଲୀ,୧୩।୮(ପି.ଟି.): ଗୁଜରାଟ ହାଇକୋର୍ଟ ବିଚାରପତି ହେମନ୍ତ ଏମ୍. ପ୍ରଚ୍ଛକଙ୍କ ସମେତ ବିଭିନ୍ନ ହାଇକୋର୍ଟର ମୋଟ ୨୪ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ…
ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସୁଧା ମୂର୍ତ୍ତି, ଶଙ୍କର ମହାଦେବନ
ନୂଆଦିଲ୍ଲୀ,୧୩।୮(ପି.ଟି.): ନୂଆ ପାଠ୍ୟକ୍ରମ ଅନୁଯାୟୀ ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଲାଗି ଏନ୍ସିଇଆର୍ଟି ଏକ ନୂଆ କମିଟି ଗଠନ କରିଛି। ସେଥିରେ ଇନ୍ଫୋସିସ୍ ଫାଉଣ୍ଡେଶନ୍ର ଅଧ୍ୟକ୍ଷ ସୁଧା ମୂର୍ତ୍ତି, ସଙ୍ଗୀତ ବିଶାରଦ ଶଙ୍କର ମହାଦେବନ, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ସମେତ ୧୯ ସଦସ୍ୟ…

