ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବାଦ୍ ଦେଇ ଭିଡିଓ ଗ୍ରାଫି ହୋଇଥିଲା
ନୂଆଗାଁ, ୫।୫ (ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତରେ ଥିବା ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ) ଓ ଖଣ୍ଡୁଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଛି।…
ରୋଗୀଙ୍କ ଲମ୍ବା ଧାଡ଼ି, ଡାକ୍ତରଙ୍କ ଚେୟାର ଖାଲି
ନୂଆଗାଁ ,୫।୫(ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଥିବା ଅଭିଯୋଗ ହୋଇଛି। ସରକାର ଡାକ୍ତରଖାନାରେ ମାଗଣାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କୁହାଯାଉବେଳେ…
ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇଲେ ନାହିଁ ଜୟଶଙ୍କର
ନୂଆଦିଲ୍ଲୀ,୫।୫: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ହାତ ମିଳାଇନାହାଁନ୍ତି। ବୈଠକରେ ଜୟଶଙ୍କର ଦେଶର ସମସ୍ତ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ଏହି ସମୟରେ ବୈଠକରେ…
କୁମ୍ଭୀ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ଦାବି
ଭାପୁର,୫ା୫(ଡି.ଏନ.ଏ.): ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତର ଜନସାଧାରଣ ଝଗଡ଼ପଡ଼ାଠାରେ ଥିବା କୁମ୍ଭୀ ନାଳ ଦେଇ ଭାପୁର ବ୍ଲକକୁ ଯାତାୟାତ କରିଥାନ୍ତି। ରାକମା ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ର ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ…
ଦିନିକିଆ କ୍ରିକେଟ ବିଶ୍ୱକପ: ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ!
ନୂଆଦିଲ୍ଲୀ,୫।୫: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ ବିଶ୍ୱକପ ଭାରତରେ ଖେଳାଯିବ। ତେବେ ଏହା ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହେବା ନେଇ କୁହାଯାଉଛି। ଏହି ସମୟରେ ବିଶ୍ୱକପ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ…
ନିମାଣୀ ପଞ୍ଚାୟତରେ ଆବାସ ହଡ଼ପ
ଭାପୁର,୫ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଚାଳ ଘରେ ରହିବ ନାହିଁ ବୋଲି ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ…
ନକଲି ଜବ୍କାର୍ଡଧାରୀ ଚିନ୍ତାର କାରଣ
ନୟାଗଡ଼ ଅଫିସ,୫।୫: ନୟାଗଡ଼ ଜିଲାରେ ଜବ୍କାର୍ଡ ପାଇଥିବା ବ୍ୟକ୍ତି ଶ୍ରମିକ ନାଁ ଅଣଶ୍ରମିକ ଯାଞ୍ଚ ହେଉ ନ ଥିବାରୁ ଅସଲି ଶ୍ରମିକ ଉପେକ୍ଷିତ, ଅସୁରକ୍ଷିତ ଓ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ଅଣଶ୍ରମିକମାନେ ଧରାଧରି କରି ଜବ୍କାର୍ଡକୁ ହାତେଇ ମହାତ୍ମା ଗାନ୍ଧୀ…
ଏମ୍ସରେ ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର,୫।୫(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ବିକିରଣ (ରେଡିଏନ) ଓ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନ୍ଏଡ୍ ସିଷ୍ଟିକ କାର୍ସିନୋମା) ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ପ୍ରାଣଘାତୀ ରୋଗର ଅନ୍ୟ କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନ ଥିବାରୁ ଏମ୍ସ ଯୁବ…
ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ
ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ ଦେବା ପରେ ଆଗକୁ ବଢ଼ିବା ନାହିଁ ବୋଲି ସେ କହୁଥିଲେ। ଏପରି ଭାବେ ଜୟମାଳା…
କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଜଗଦୀପ ଧନଖର
ନୂଆଦିଲ୍ଲୀ/ଲଣ୍ଡନ,୫।୫: ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ ୬ ମେ’ ଶନିବାରରେ ରାଜ୍ୟାଭିଷେକ ହେବ। ତେବେ ରାଜ୍ୟାଭିଷେକ ସମାରୋହରେ ରାଜ୍ୟ ଓ ସରକାରୀ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୦ ଆହତ
ଲକ୍ଷ୍ନୌ,୫।୫: ଲକ୍ଷ୍ନୌ କେସରଗଞ୍ଜ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଅଟୋ ସହିତ ଡମ୍ପର ଧକ୍କା ହୋଇଛି। ଏଥିରେ ଅଟୋରେ ଥିବା ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।…
ମେଶିନରେ ଚାଲିଛି ରାସ୍ତା କାମ
ଘଟଗାଁ,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ବସନ୍ତପୁର ପଞ୍ଚାୟତରରେ ଏମ୍ଜିଏନ୍ଆର୍ଇଜିଏସ୍ (ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା)ବାଟବଣା ହୋଇଛି। ଏଠାରେ ଶ୍ରମିକଙ୍କୁ ଅଣଦେଖା କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ମାଟି, ମୋରମ ପକାଯାଇଥିବା ଅଭିଯୋଗ ହୋଇଛି। ଏସବୁ…
Archives


