Home Left

‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ

ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ…

ଚାରା ଉତ୍ପାଦନରେ ପଛୁଆ

ରାଉରକେଲା ଅଫିସ,୩।୫: ରାଉରକେଲା ପାନପୋଷ ମଣି କଲୋନୀରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଚାରା ଉତ୍ପାଦନ ଫାର୍ମକୁ ଆବଶ୍ୟକ ଆର୍ଥତ୍କ ଅନୁଦାନ ମିଳୁନାହିଁ। ଫଳରେ ଫାର୍ମରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଚାରା ଉତ୍ପାଦନ ହୋଇପାରୁନାହିଁ। ସୂଚନା ଅନୁସାରେ, ପାନପୋଷ ମଣି କଲୋନୀରେ…

୩ମାସ ୫ଦିନ ପରେ ସରିଲା ବଡ଼ଓଲମା ବାଲିଯାତ୍ରା

ଡାବୁଗାଁ, ୨।୫ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ଚାଲିଥିବା ବାଲିଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ବାଲିଯାତ୍ରା ୧୨ ବର୍ଷରେ ଥରେ ହୁଏ। ଚଳିତ ବର୍ଷ ୨୪ ଜାନୁଯାୟୀରୁ ଆରମ୍ଭ ହୋଇ ଦୀର୍ଘ ୩ ମାସ…

ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଲେ ସିସୋଡିଆ

ନୂଆଦିଲ୍ଲୀ,୩।୫: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ପତ୍ନୀଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଓ ତାଙ୍କର ଚିକିତ୍ସା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ପାଇଁ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛନ୍ତି। ବୁଧବାର ଏହି ମାମଲାରେ କୋର୍ଟ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(ସିବିଆଇ)କୁ ନୋଟିସ…

ମହାରାଷ୍ଟ୍ର ରାଜନୀତିରେ ଖୁବଶୀଘ୍ର ହେବ ବଡ ପରିବର୍ତ୍ତନ, ଶରଦ ପାଓ୍ବାରଙ୍କ ଇସ୍ତଫାକୁ ନେଇ କହିଲା ଭାଜପା

ମୁମ୍ବାଇ,୩।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାଓ୍ବାର ମଙ୍ଗଳବାର ପାର୍ଟିର ମୁଖ୍ୟ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ଏହାପରଠାରୁ ମହାରାଷ୍ଟ୍ର ରାଜନୀତିରେ ହଇଚଇ ଦେଖାଦେଇଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ନେଇ ଏକ ବୟାନ ଜାରି…

ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ବିଷମକଟକ,୩।୫(ଡି.ଏନ୍‌.ଏ.): ରାୟଗଡା ଜିଲା ବିଷମକଟକରେ ମଙ୍ଗଳବାର ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ବିଷମକଟକ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ ଏହି କାଫେକୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଏଡିଏମ୍‌ଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ୍‌

ଭୁବନେଶ୍ୱର,୩।୫(ବ୍ୟୁରୋ): କଟକର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଗାଡ଼ିକୁ ମୋ ବସ୍‌ ଧକ୍କା ଦେଇଛି। ମଙ୍ଗଳବାର ମଧ୍ୟାହ୍ନରେ ଭୁବନେଶ୍ୱର ରାଜଭବନ ଛକରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏଡିଏମ୍‌ଙ୍କ ଗାଡ଼ି (ନଂ. ଓଡି୦୫ଏଡବ୍ଲ୍ୟୁ୨୧୨୧)ର ପଛପଟ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଏଡିଏମ୍‌…

ପପୁଆ ନ୍ୟୁ ଗିନିରେ ୫.୬ ତୀବ୍ରତାର ଭୂକମ୍ପ

ପୋର୍ଟ ମୋରସବେ,୩।୫: ପପୁଆ ନ୍ୟୁ ଗିନିରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫,୬ ମପାଯାଇଛି। ଭୂକମ୍ପ ପପୁଆ ନ୍ୟୁ ଗିନିର ଉତ୍ତର-ପଶ୍ଚିମରେ ଥିବା ଅଂବୁଂତିରେ ହୋଇଛି। ୟୁରୋପିୟାନ ମେଡିଟେରେନିୟନ ସିସ୍ମୋଲଜିକାଲ ସେଣ୍ଟରର ସୂଚନା ଅନୁଯାୟୀ,…

ବ୍ରହ୍ମପୁର ବିଧାୟକଙ୍କୁ ମିଳୁନି ମନ୍ତ୍ରୀ ପଦ

ବ୍ରହ୍ମପୁର ଅଫିସ,୩।୫: ଗଞ୍ଜାମ ଜିଲାର ୧୩ ନିର୍ବାଚନ ମଣ୍ଡଳୀ ମଧ୍ୟରେ ବ୍ରହ୍ମପୁରର ଗୁରୁତ୍ୱ ରହିଛି। ମହାନଗର ନିଗମର ସମୁଦାୟ ୪୨ ୱାର୍ଡରୁ ୩୬ ୱାର୍ଡକୁ ନେଇ ଗଠନ ହୋଇଛି ବିଧାନସଭା କ୍ଷେତ୍ର। ୧୯୯୦ ରୁ ୨୦୧୯ ସୁଦ୍ଧା ହୋଇଛି ୭ ନିର୍ବାଚନ।…

ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁତ୍ଥିବା ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସୋମବାର…

ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍‌, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ

ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍‌ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ ଏକ ମାଲଗାଡି ଟ୍ରାକରୁ ଖସି ଓଲଟି ଯାଇଛି। ଏହି ଘଟଣା ରୁଷିଆର ପଶ୍ଚିମ ବ୍ରିସ୍କ…

ଓଡ଼ିଆ ଯବାନଙ୍କ ଅକାଳ ବିୟୋଗ

ବାଲିଆପାଳ,୩।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧୀନ ନିଖିରା ଗ୍ରାମର ମଧୁସୂଦନ ବାରିକଙ୍କ ଏକମାତ୍ର ପୁଅ ନୌସେନା ରକ୍ଷାମନ୍ତ୍ରଣାଳୟର ସିଭିଲିଆନ ଭାବେ କାର୍ଯ୍ୟରତ ଓଡ଼ିଆ ଯବାନ ଶିବନାରାୟଣ ବାରିକଙ୍କ ସୋମବାର ଫୁସ୍‌ଫୁସ୍‌ଜନିତ ରୋଗରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri