Home Left

ଗର୍ଭ ନିରୋଧକ ବଟିକା ବିକ୍ରିକୁ ନେଇ ହାଇକୋର୍ଟରେ ମାମଲା

କଟକ ଅଫିସ,୫ା୫: ବିନା ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଅନିୟନ୍ତ୍ରିତ ଗର୍ଭ ନିରୋଧକ ବଟିକା ସେବନ ଦ୍ୱାରା ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଥିବା…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ଗଞ୍ଜାମ,୫।୫(ଡି.ଏନ.ଏ. ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲାପରିଷଦ ସଭ୍ୟ ସନାତନ ବେହେରା, ସହକାରୀ…

ଅବସର ପରେ ମଧ୍ୟ ଅଫିସରଙ୍କ ନାମ ହଟୁନି

ବଇଣ୍ଡା,୫।୫(ଡି.ଏନ.ଏ.): ପୋଲିସ ଚାକିରିରୁ ଅବସର ନେବାର ବର୍ଷେ ପରେ ମଧ୍ୟ ଥାନାରେ ଲାଗିଥିବା ବୋର୍ଡରେ ଅଫିସରଙ୍କ ନାମ ଓ ଟେଲିଫୋନ ନମ୍ବର ହଟାଯାଉ ନାହିଁ। ଫଳରେ ଉକ୍ତ ଫୋନ ନମ୍ବରରେ ବାରମ୍ବାର ଫୋନ କରି ଜନସାଧାରଣ ନିରାଶ ହେଉଛନ୍ତି। ଅନୁଗୋଳ ଜିଲା…

କିଆକଟା ଛକ ହେଲା ଆଲୋକିତ

ମାଧପୁର,୫।୫: ଜାତୀୟ ରାଜପଥ ଡିଭିଜନ ସମ୍ବଲପୁର ଓ ଅନୁଗୋଳ ଜିଲା ଆଠମଲ୍ଲିକ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘଦିନ ହେଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକଠାରେ ଥିବା ଷ୍ଟ୍ରିଟ୍‌ ଲାଇଟ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇପାରୁ ନ ଥିଲା। ଫଳରେ…

୨ କୋଟିରୁ ଊର୍ଦ୍ଧ୍ୱ ଅଲିଭ ରିଡ୍‌ଲେ କଇଁଛ ଶାବକ ସମୁଦ୍ରକୁ ଗଲେ

ରାଜନଗର,୫ା୫(ଡି.ଏନ.ଏ.): ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ବେଳାଭୂମି ଦୀର୍ଘ ୬୦ଦିନ ପରେ ଚଳଚଞ୍ଚଳ ହୋଇଉଠିଛି। ଲକ୍ଷ ଲକ୍ଷ ମା’ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଥିଲେ। ୨୯ରୁ ୪ତାରଖ ୬ଦିନ ଭିତରେ…

‘ଭାଜପା କାହିଁକି ଭୟ କରୁଛି…’ଜାତି ଜନଗଣନା ଉପରେ ରୋକ ଲାଗିବା ପରେ ପ୍ରତିକ୍ରିୟା ରଖିଲେ ଆରଜେଡି ସୁପ୍ରିମୋ

ପାଟନା,୫।୫: ବିହାରରେ ଚାଲିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ରେ ହେବ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିହାରରେ ରାଜନୀତି ଆରମ୍ଭ ହୋଇଯାଇଛି। ଏହି…

ଠକେଇ ଟଙ୍କାରେ ଗାଡ଼ି ସଉକ

ଭୁବନେଶ୍ୱର,୫।୫ (ବ୍ୟୁରୋ): ମୋତେ ଟଙ୍କା ଦିଅ ମୁଁ ତୁମକୁ ଚାକିରି ଦେବି । ସରକାରୀ ହେଉ ବା ବେସରକାରୀ, ଟଙ୍କା ଦେଲେ ସହଜରେ ମିଳିଯିବ। ଏମିତି କହି ଚାକିରି ଆଶାୟୀ ଯୁବତୀଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଧୃତ ଠକଙ୍କୁ…

ସ୍ବାସ୍ଥ୍ୟ ଉପଯୋଗୀ ପ୍ରୋବାୟୋଟିକ ଆବିଷ୍କାର

ଭୁବନେଶ୍ୱର,୫।୫(ବ୍ୟୁରୋ): ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ସ୍ବାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲାଇଫ୍‌ ସାଇନ୍ସେସ ଭୁବନେଶ୍ୱର (ଆଇଏଲ୍‌ଏସ୍‌) ପକ୍ଷରୁ ଏକ ନୂଆ ପ୍ରୋବାୟୋଟିକ୍‌ ଆବିଷ୍କାର କରାଯାଇଛି। ଏହା ସ୍ବାସ୍ଥ୍ୟ ପାଇଁ ହିତୋଯୋଗୀ ବୋଲି ଦାବି କରାଯାଇଛି। ପ୍ରାୟ ୩…

କର୍ନାଟକ ଯାତ୍ରା ରଦ୍ଦ କଲେ ଶାହା

ନୂଆଦିଲ୍ଲୀ,୫।୫: ମଣିପୁରରେ ଉପୁଜିଥିବା ହିଂସା ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ଏହା ଉପରେ ନଜର ରଖିବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର କର୍ନାଟକ ଗସ୍ତକୁ ରଦ୍ଦ କରି ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା…

ରାସ୍ତାରେ ପଡ଼ି ରହିଛି ଅଳିଆ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ତେବେ ବିଭିନ୍ନ କାରଣରୁ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ର ଏକାଧିକ ଓ୍ବାର୍ଡକୁ ସଫେଇ ଗାଡ଼ି…

ମେଡିକାଲ ପାଇଖାନାରେ ଜନ୍ମନେଲେ ଶିଶୁକନ୍ୟା, ଗୁରୁତର ଅବସ୍ଥାରେ ଉଦ୍ଧାର

ବରଗଡ଼ ଅଫିସ,୫ା୫: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଅନେକ କ୍ଷେତ୍ରରେ…

ପୂର୍ବତନ ବାଚସ୍ପତି ଚରଣଜିତ୍‌ ସିଂ ଅଟୱାଲ ଭାଜପାରେ ସାମିଲ

ଚଣ୍ଡିଗଡ,୫।୫: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ବାଚସ୍ପତି ଚରଣଜିତ ସିଂ ଅଟୱାଲ ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କୁ ବିଧିବଦ୍ଧ ଭାବେ ଶୁକ୍ରବାର ଦଳରେ ସାମିଲ କରାଇଛନ୍ତି। ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri