ପ୍ରଥମଥର ଏସିଆ କପ୍ ଖେଳିବ ନେପାଳ: ଘୋଷଣା କଲା ଦଳ
କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା…
ତାରାତାରିଣୀ କଲେଜର ଗୌରବ: ବ୍ରହ୍ମପୁର ଆଇଜରରେ ସ୍ଥାନ ପାଇଲେ କଲ୍ୟାଣୀ
ପୁରୁଷୋତ୍ତମପୁର, ୧୫ା୮(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରୀ କଲ୍ୟାଣି ଶୁଭଶ୍ରୀ ତ୍ରିପାଠୀ ପୁଣି ଥରେ କଲେଜ ଲାଗି ଗୌରବ ଆଣିଛନ୍ତି। କେବଳ ସେତିକି ନୁହେଁ ସେ ଓଡିଶାର ପ୍ରଥମ ଛାତ୍ରୀ ଭାବରେ ବ୍ରହ୍ମପୁର ଆଇଜରରେ ବାୟୋଲୋଜିକାଲ ସାଇନ୍ସ ବିଭାଗର ଆଇପିହେଚଡି…
ଦେଶକୁ କ୍ଷମା ମାଗୁ କଂଗ୍ରେସ, ନଚେତ୍ ଲୋକେ ଦେବେ କଡ଼ା ଜବାବ: ଅନୁରାଗ ଠାକୁର
ନୂଆଦିଲ୍ଲୀ,୧୫।୮: ଭାରତୀୟ ଜନତା ପାର୍ଟି (ଭାଜପା) କୁ ଭୋଟ ଦେଇଥିବା ଲୋକଙ୍କୁ ରାକ୍ଷସ ବୋଲି କହିଥିଲେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାକୁ ନେଇ ଭାଜପା କଂଗ୍ରେସ ଉପରେ ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସକୁ…
ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହେବା ଉପରେ ଅସନ୍ତୋଷ ପ୍ରକାଶ କଲେ କମଳ ନାଥ
ନୂଆଦିଲ୍ଲୀ,୧୫।୮: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ ହେତୁ ଆଜିକାଲି ମଧ୍ୟପ୍ରଦେଶର ରାଜନୀତି ସରଗରମ ରହିଛି। ରାଜ୍ୟ ସରକାର ଶିବରାଜ ସିଂ ଚୌହାନଙ୍କୁ କମିଶନ କୁହାଯାଇଥିବା ନେଇ ଏଫ୍ଆଇଆର ଦାଖଲ କରାଯାଇଛି। ବର୍ତ୍ତମାନ…
ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ
ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ ଯୁବକ ନିଜକୁ ଉତ୍ସର୍ଗକରି ଆନ୍ଦୋଳନର ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇଥିଲେ। ଜାତିର ପିତା ଗାନ୍ଧିଜୀଙ୍କ…
ଆଫଗାନିସ୍ତାନରେ ତାଲିବାନ ସରକାରକୁ ପୂରଣ ହେଲା ଦୁଇ ବର୍ଷ
କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, ଦୁଇ…
ମୁକ୍ତିର ମାଧୁର୍ଯ୍ୟ
ପ୍ର. ଡା. ଉମେଶ ଚନ୍ଦ୍ର ପାତ୍ର ଆଜିର ଦିନଟି ଦୁଇଟି ଦୃଷ୍ଟିରୁ ଆମ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ। ପ୍ରଥମତଃ ଆଜି ସାରା ଦେଶରେ ପାଳିତ ହେଉଛି ୭୭ତମ ସ୍ବାଧୀନତା ଦିବସ। ପ୍ରଥମେ ସ୍ବାଧୀନତା ଦିବସ ସମ୍ବନ୍ଧରେ। ସାରା ବିଶ୍ୱରେ ଆମ…
ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା
ଭୁବନେଶ୍ୱର, ୧୫।୮(ବ୍ୟୁରୋ):ରାଜ୍ୟ ରାଜନୀତିରେ କିଛିଦିନ ହେବ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେ୍ନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ…
୧୬ରେ ବସ୍ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ୱର,୧୫।୮(ସୁନିତ ମିଶ୍ର):ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସଂଘ ସଭାପତି ଲୋକନାଥ ପାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଘର ମୁଖପାତ୍ର ଦେବାଶୀଷ ନାୟକ କହିଛନ୍ତି, ଯେ ବସ୍ ମାଲିକ ସଂଘର ବିଭିନ୍ନ ଦାବି ପୂରଣ ଲାଗି…
ଆଉ ୫ଦିନ ବର୍ଷିବ
ଭୁବନେଶ୍ୱର,୧୫ା୮(ଅନୁରାଧା ମହାରଣା):ଦକ୍ଷିଣ ବାଲାଂଦେଶ ଓ ଆଖପାଖ ଅଞ୍ଚଳରେ ୫.୮ କିମି ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ହେଉଛି। ତେବେ ୧୫ ତାରିଖରୁ ବର୍ଷା ପରିମାଣ ବଢ଼ିବା ସହ ୫ଦିନ ବର୍ଷିବ…
ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ
ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ ନାହିଁ। ସମଗ୍ର ବିଶ୍ୱର ପ୍ରେକ୍ଷାପଟକୁ ତଥା ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ କରି ଗଣତାନ୍ତ୍ରିକ ବ୍ୟବସ୍ଥା ଯେ…
ସ୍ବାଧୀନତା ଆନ୍ଦୋଳନରେ ବିଦେଶିନୀ
ଡ. ଅରୁନ୍ଧତୀ ଦେବୀ ସ୍ବାଧୀନ ତା ଓ ପରାଧୀନତାର ଲାଭ ଓ କ୍ଷତି ବିଷୟରେ ଆଜିର ଭାରତବର୍ଷର ଶିକ୍ଷିତ ନାଗରିକମାନଙ୍କୁ କିଛି ବୁଝାଇ କହିବାର ପ୍ରୟୋଜନ ନାହିଁ । ସମଗ୍ର ବିଶ୍ୱର ପ୍ରେକ୍ଷାପଟକୁ ତଥା ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାକୁ ଅନୁଶୀଳନ…

