୮ରେ ଲଘୁଚାପ କ୍ଷେତ୍ରର ରୂପ ନେବ ଘୂର୍ଣ୍ଣିଝଡ
ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ୯ ତାରିଖ ସୁଦ୍ଧା ଅବପାତ ଓ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏନେଇ ଭାରତୀୟ…
ସରକାରଙ୍କୁ ଘେରିଲେ ଚାଷୀ ନେତା
ନୂଆଦିଲ୍ଲୀ,୭।୫: ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଭାରତର କେତେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ରବିବାର ୧୪ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ…
ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ
ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି। ରବିବାର ଏଠାରେ କୃଷକ…
ବରିଷ୍ଠ ଖବରଦାତାଙ୍କ ହତ୍ୟାରେ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ସାମିଲ: ଇମ୍ରାନ ଖାନ
ଇସଲାମାବାଦ,୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ହଟାଯିବା ପରେ ନୂଆ ନୂଆ ଦାବି କରୁଛନ୍ତି। ବର୍ତ୍ତମାନ ସେ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଖବରଦାତା ଅରଶଦ ଶରିଫଙ୍କ…
ପସନ୍ଦ କରନ୍ତି ନାହିଁ ଜନ୍
ଜନ୍ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ ସାଧାସିଧା ଜୀବନଯାପନ କରିବାକୁ ଚାହାନ୍ତି । ଅଭିନୟ ପୂର୍ବରୁ ସେ ଜଣେ ଆଥେଲେଟ୍ ଥିଲେ।…
ଚିନ୍ତା କରୁଛନ୍ତି ଜାହ୍ନବୀ
ଜାହ୍ନବୀ କପୁର ଏବେ ଏକ କଥାକୁ ନେଇ ବେଶ୍ ଚିନ୍ତିତ। କେମିତି ବା ଚିନ୍ତା କରିବେ ନାହିଁ କହୁନାହାନ୍ତି ? ଅସଲ କଥା ହେଲା ଖୁବ୍ ଶୀଘ୍ର ସେ ନୂଆ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ଆପଣ ଭାବୁଛନ୍ତି କି ସେ…
କର୍ନାଟକରେ ମୁଦ୍ରାସ୍ଫୀତି, ବେରୋଜଗାରୀର ଆତଙ୍କ ରହିଛି: ପ୍ରିୟଙ୍କା ଗାନ୍ଧୀ
ବେଙ୍ଗାଲୁରୁ,୭।୫: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କର୍ନାଟକର ମୋଦାବିନ୍ଦ୍ରିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଆସି କର୍ନାଟକ ଆତଙ୍କବାଦ ବିଷୟରେ କଥାବାର୍ତ୍ତା…
୮୫ % କମିଶନ ଖାଉଥିବା କଂଗ୍ରେସ କର୍ନାଟକର ଯୁବକଙ୍କ ଭବିଷ୍ୟତ କ’ଣ ଗଢିବ: ପ୍ରଧାନମନ୍ତ୍ରୀ
ବେଙ୍ଗାଲୁରୁ,୭।୫: ମେ’୧୦ରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିନେଇ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରବିବାର ଶିବାମୋଗାରେ ନିର୍ବାଚନୀ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯାହାର…
ଜୁନରେ ବିବାହ କରିବେ କରଣ ଦଓ୍ବେଲ!
ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଦଓ୍ବେଲ ପରିବାରରେ ଖୁବଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ଅଭିନେତା ସନ୍ନି ଦଓ୍ବେଲଙ୍କ ବଡ ପୁଅ ତଥା ଅଭିନେତା କରଣ ଦଓ୍ବେଲ ତାଙ୍କ ମଙ୍ଗେତରଙ୍କ ସହ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ କରନଙ୍କ ବିବାହ…
ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ
ଗଞ୍ଜାମ,୭ା୫(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ଶନିବାର ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି…
ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ
ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ ବନ୍ଧା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପରେ ତାଙ୍କଠାରୁ ଯାହା ଶୁଣିଲା ଆଶ୍ଚର୍ଯ୍ୟ…
ବଜରଙ୍ଗବାଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା
ବଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନିର୍ବାଚନୀ ପ୍ରଚାର ଜୋରସୋରରେ କରୁଛି। ଏହି ସମୟରେ ରବିବାର ବାଗଲକୋଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଜରଙ୍ଗବାଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ…
Archives


