Home Left

ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଲକ୍ଷ୍ମୀପୁର ଖେରୀ,୧୫।୮: ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ଗଣବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ଏହି ଘଟଣାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ସୁନୀଲ ଓ ଜୁନାଇଦଙ୍କୁ ଆଜୀବନ କାରାଦଣ୍ଡ ସହ ୪୬ ହଜାର…

ମୋଦିଙ୍କୁ ଟାର୍ଗେଟ କଲେ ଲାଲୁ କହିଲେ ଆସନ୍ତା ବର୍ଷ ଉଡାଇ ପାରିବେନି ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ରେଡ ଫୋର୍ଟରୁ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦଶମ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୨୪କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପରବର୍ତ୍ତୀ ଥର ଅଗଷ୍ଟ ୧୫ରେ, ଏହି…

କଳିଙ୍ଗରେ ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୮ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ଓଡ଼ିଶା ହକି ଓ ନାଭାଲ ଟାଟା ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସୋମବାର ମହିଳା ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ ହୋଇଛି। ଭାରତୀୟ ମହିଳା ହକି ଦଳର ପୂର୍ବତନ…

ଏସିଆ କପ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା: ସନ୍ୟାସ ନେବାକୁ ଇଚ୍ଛା କଲେ ଏହି ଷ୍ଟାର ସ୍ପିନର

କଲମ୍ବୋ,୧୫।୮: ଏସିଆ କପ ୨୦୨୨ରେ ଚାମ୍ପିୟନ ହୋଇଥିବା ଶ୍ରୀଲଙ୍କାର ସାମ୍ନାରେ ଏକ ବଡ ସମସ୍ୟା ରହିଛି। ଦଳର ଷ୍ଟାର ସ୍ପିନର ୱାନିନ୍ଦୁ ହସରଙ୍ଗା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଗଷ୍ଟ ୧୫ ମଙ୍ଗଳବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ…

ପୁଣି ବଢିଲା ଟ୍ରମ୍ଫଙ୍କ ଅଡୁଆ, ଜର୍ଜିଆରେ ୨୦୨୦ ନିର୍ବାଚନରେ ହସ୍ତକ୍ଷେପକୁ ନେଇ ମାମଲା ଦାୟର, ୧୮ ସହଯୋଗୀ ବି ସାମିଲ

ଓ୍ବାଶିଂଟନ,୧୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ତାଙ୍କର ୧୮ ଜଣ ସହଯୋଗୀଙ୍କୁ ସୋମବାର ଜର୍ଜିଆରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ…

ଅଷ୍ଟ୍ରେଲିଆରୁ ମାଲେସିଆ ଯାଉଥିବା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

କାନବେରା,୧୫।୮: ଅଷ୍ଟ୍ରେଲିଆରୁ ମାଲେସିଆ ଯାଉଥିବା ବିମାନ ପୁଣିଥରେ ସିଡନୀ ଫେରି ଆସିଛି। ଏହାର କାରଣ ହେଉଛି ଜଣେ ଯାତ୍ରୀ ବିମାନଟିକୁ ବୋମାରେ ଉଡାଇ ଦେବାକୁ ଧମକ ଦେବାରୁ ଏଭଳି ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ପୋଲିନ ୪୫ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା…

ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ, ଭାରତର ଜୈନ ସନ୍ଥ ଆଚାର୍ଯ୍ୟ ଲୋକେଶ ମୁନି ସମାରୋହକୁ କଲେ ସମ୍ବୋଧନ

ଓ୍ବାଶିଂଟନ୍‌,୧୫।୮: ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ କରାଯାଉଛି, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୦,୦୦୦ରୁ ଅଧିକ ଧାର୍ମିକ ନେତା ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ। ଏଥି ସହିତ, ଭାରତର ଜୈନ ସନ୍ଥ ଆଚାର୍ଯ୍ୟ ଲୋକେଶ…

ଫୁଲବାଣୀରେ ମନ୍ତ୍ରୀ ଜଗନ୍ନାଥ ସାରକା କଲେ ପତାକା ଉତ୍ତୋଳନ

ଫୁଲବାଣୀ,୧୫।୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଫୁଲବାଣୀସ୍ଥିତ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି। ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ। ଏହି ଅବସରରେ ମନ୍ତ୍ରୀ…

ବାସଭବନରେ ତ୍ରିରଙ୍ଗା ଉଡାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ବାସଭବନରେ ତ୍ରିରଙ୍ଗା ଉଡାଇଛନ୍ତି। ସେହି ସମୟରେ ସିଆରପିଏଫ୍‌ ଯବାନ ଏବଂ ଅଫିସ କର୍ମଚାରୀଙ୍କ ଉପସ୍ଥିତ ଥିଲେ। ଏହା ପରେ ସେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ପହଞ୍ଚିଥିଲେ।…

ଦିନିକିଆ ଟିମରେ ହେବ ତିଳକ ବର୍ମାଙ୍କ ଏଣ୍ଟ୍ରି: ୨୦ ଅଗଷ୍ଟରେ ହେବାକୁ ଯାଉଛି ବଡ ଘୋଷଣା

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଯାତ୍ରା ଶେଷ ହେବା ପରେ ବର୍ତ୍ତମାନ ଟିମ ଇଣ୍ଡିଆକୁ ୧୮ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ପଡିବ। ଏଥି ସହିତ ଏହା ପରେ ଆୟୋଜିତ ହେବାକୁ ଥିବା ଏସିଆ କପକୁ…

ପୁରୁଷୋତ୍ତମପୁରରେ ଉଡ଼ିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସ୍ବାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ଆସିଷ୍ଟାଣ୍ଟ ସେସନ୍‌ ଜଜ ଶରତ କୁମାର ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସମ୍ବୋଧନ ସମୟରେ ସୁରକ୍ଷାରେ ତ୍ରୁଟି

ପାଟନା,୧୫।୮: ପାଟନାର ଗାନ୍ଧୀ ମଇଦାନରେ ୭୭ ତମ ସ୍ବାଧୀନତା ଦିବସ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସମାରୋହରେ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?