Home Left

ମା’ବାପାଙ୍କ ଅକାଳ ମୃତ୍ୟୁରେ ଅସହାୟ ପିଲାଙ୍କୁ ସହାୟତା ଯୋଗାଇଲା କଂଗ୍ରେସ, ଏତିକି ଟଙ୍କା ସହ…

ଗଞ୍ଜାମ, ୧୬।୧ (ଅନାଥ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝରପଦା ଗ୍ରାମରେ ପିତା-ମାତାଙ୍କ ଅକାଳ ମୃତ୍ୟୁ ଯୋଗୁ ଗଭୀର ଦୁଃଖରେ ପଡ଼ିଥିବା ୨ ଅସହାୟ ପିଲାଙ୍କୁ ଗଞ୍ଜାମ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ସହାୟତାର…

ଶାନ୍ତି କମିଟି ବୈଠକ ପରେ ସୁନ୍ଦରଗଡ଼ରେ ହଟିଲା ୧୬୩

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍‌ଏସ୍‌ ୧୬୩ ଧାରା। ଶାନ୍ତି କମିଟି ବୈଠକ ପରେ ଜିଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପରିକି ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ସହ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ…

ଏଣିକି ନିଜ ଲଢ଼େଇ ଲଢିବେ ଝିଅ: କୌଶଳର ଅପବ୍ୟବହାର ନ କରିବାକୁ…

କେସିଙ୍ଗା,୧୬।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ୯ ତାରିଖରୁ ୧୬ ତାରିଖ ଦୀର୍ଘ ୮ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବାବେଳେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ: ସଂଜୀବ ମଲ୍ଲିକଙ୍କ ବିରୋଧରେ ହେବ ତଦନ୍ତ

ଭୁବନେଶ୍ୱର,୧୬।୧: ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପି ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ SPଙ୍କୁ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ନିର୍ଦ୍ଦେଶ ଦେଇଛିା ୬ ବର୍ଷରେ ଏତେ ସମ୍ପତିର ଅଧିକାରୀ…

ନିପା ଭାଇରସ୍‌କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧: ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମହାଲିଙ୍ଗଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।…

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ଏହି ଦୁର୍ଘଟଣାରେ କାର୍‌ରେ ଥିବା ୬ ଜଣ ଗୁରୁତର ହୋଇଛନ୍ତି ।…

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବସିଲା ଶାନ୍ତି କମିଟି ବୈଠକ

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ୪ ପୋଲିସ କର୍ମଚାରୀ ଙ୍କ ସମେତ ୧୨…

ଖାଲି ଘର ଅଛି କି? ଭଡା ନ ଦେଇ ଏମିତି କରନ୍ତୁ, କମାଇବେ ମୋଟା ଅଙ୍କର ଟଙ୍କା…

ଯଦି ଆପଣଙ୍କର ଏକ ଖାଲି ଘର ଅଛି ଏବଂ ଆପଣ ଏହାକୁ ପାରମ୍ପରିକ ଉପାୟରେ ଘରଭଡ଼ା ଦେବାକୁ ଚାହୁଁନାହାଁନ୍ତି, ତେବେ ଭଡ଼ା ଅପେକ୍ଷା ଅଧିକ ରୋଜଗାର କରିବାର ଅନେକ ଉପାୟ ଅଛି। ଭଡ଼ା ଆୟ ଏକ ସ୍ଥିର ଭଡ଼ା ଅପେକ୍ଷା ଅଧିକ…

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଭାରତୀୟ ହକି ଟିମର ଖେଳାଳି

ପୁରୀ ,୧୬।୧( ଅଜିତ୍‌ କୁମାର ମହାନ୍ତି ): ଭାରତୀୟ ହକି ଟିମର ଖେଳାଳି ଶୁକ୍ରବାର ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହକି ଟିମର ପୂର୍ବତନ ଗୋଲକିପର ତଥା ଜୁନିୟର ଟିମର କୋଚ ପି.ଆର୍‌ ଶ୍ରୀଜେଶ ଏବଂ ଅନ୍ୟ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ

ଢାକା,୧୬।୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲହଟ ଜିଲାର ଗୋୱାଇଙ୍ଗଘାଟ ଉପଜିଲାରେ ଘଟିଛି, ଯେଉଁଠାରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଘରକୁ ନିଆଁ ଲଗାଯାଇଛି। ଏହି ଘଟଣା ଅଞ୍ଚଳରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ…

ନିଲମ୍ବିତ ପରେ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ: ନବୀନଙ୍କୁ ଦେଲେ ଆହ୍ବାନ, କହିଲେ ମୁଁ ଏବେ ବି…

ଭୁବନେଶ୍ୱର,୧୬।୧: ବିଜେଡିରୁ ନିଲମ୍ବନ ପରେ ବଡ଼ ବୟାନ ଦେଲେ ଅରବିନ୍ଦ ମହାପାତ୍ର। ଅରବିନ୍ଦ କହିଛନ୍ତି, ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ କି ବିଶ୍ୱାସ ଘାତକତା କରିନାହିଁ। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହା ମୁଁ ଜାଣିନାହିଁ। ତାହା ଦଳ…

ନଦୀକୁ ଶୌଚ ହେବା ପାଇଁ ଯାଇ ମହିଳା ନିଖୋଜ, ବହୁ ଖୋଜାଖୋଜି ପରେ ବି…

ଆନନ୍ଦପୁର ୧୬।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ଜଣେ ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଅଛନ୍ତି । ସୂଚନାରୁ ଜଣାପଡିଛି , ଆନନ୍ଦପୁର ଥାନା ଅଧୀନ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମର ମିନତୀ ବେହେରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri