୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ
ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ ଦ. ଆଫ୍ରିକା ୧୭.୫ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା।…
ଯୁଦ୍ଧର ପ୍ରଭାବ: ଆବୁଧାବିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ବାତିଲ
କରାଚୀ,୧ା୩: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ଆବୁଧାବିରେ ଶନିବାର ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚକୁ ବାତିଲ କରିଦିଆଯାଇଛି। ସତର୍କତାମୂଳକ ଖେଳାଳିମାନଙ୍କୁ ସେମାନଙ୍କ ହୋଟେଲ…
T୨୦ ବିଶ୍ୱକପ୍ ଫାଇନାଲ ଜିତିବା ଟିମ୍ ହେବ ମାଲାମାଲ, ମିଳିବ ଏତିକି କୋଟି
ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ର ବିଜେତା ଦଳ…
ODI ରୁ ଅବସର ନେଲେ ଏହି ଖେଳାଳି, ଭାରତ ବିପକ୍ଷରେ ମ୍ୟାଚ୍ରେ…
ନୂଆଦିଲ୍ଲୀ,୧।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା କ୍ରିକେଟର ଆଲିସା ହିଲି ଓ୍ବାନଡେ କ୍ରିକେଟରୁ ଅବସର ନେଇଛନ୍ତି । ସେ ମାର୍ଚ୍ଚ ୧ ତାରିଖରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ । ତାଙ୍କର ଅବସର ମ୍ୟାଚ୍ରେ, ଆଲିସା ହିଲି ୧୫୮…
ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀଙ୍କ ହତ୍ୟା: ମୃତଦେହ ନେଲେ ପରିବାର ଲୋକେ
ଦାରିଙ୍ଗବାଡ଼ି,୧ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ପକାରୀ ଜଙ୍ଗଲରେ ମାଓବାଦୀ ଅନ୍ବେଷଙ୍କୁ ସାଥୀ ମାଓବାଦୀ ହତ୍ୟା ଘଟଣା ପରେ ରବିବାର ଦାରିଙ୍ଗବାଡ଼ି ପୋଲିସ ବ୍ରହ୍ମପୁର ଏମ୍କେସିଜି ପରୀକ୍ଷା ଗାରରେ ଅନ୍ବେଷଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ…
ଉତ୍ତର ପ୍ରଦେଶ ସହ ଖାମେନେଇଙ୍କର ଥିଲା ଗଭୀର ସମ୍ପର୍କ! ମୃତ୍ୟୁ ପରେ ମର୍ମାହତ ବାରବାଙ୍କିର ଏହି ଗାଁ
ଲକ୍ଷ୍ନୌ/ତେହରାନ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ…
ବିରିୟାନି ଦୋକାନରୁ ମିଳିଲା ଗଳିତ ମୃତଦେହ, ଫ୍ରିଜରେ ଥିଲା…
ଲକ୍ଷ୍ନୌ,୧ା୩: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରିୟାନି ଦୋକାନରୁ ଏକ ମୃତଦେହ ମିଳିଛି । ଏହି ଘଟଣା ବକ୍ସି କା ତାଲାବ ଅଞ୍ଚଳରେ ଘଟିଛି । ଏଠାରେ ଏକ ବନ୍ଦ ଭେଜ୍ ବିରିୟାନି ଦୋକାନର ଫ୍ରିଜରରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି…
ଟି୨୦ ବିଶ୍ୱକପ୍ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ: କୋଚ୍ ପଦରୁ ଇସ୍ତଫା ଦେବେ…
କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସହ-ଆୟୋଜକ ଶ୍ରୀଲଙ୍କା ସୁପର-୮ ରାଉଣ୍ଡର ସମସ୍ତ ମ୍ୟାଚ୍ରେ ପରାଜିତ ହୋଇ ବିଶ୍ୱକପରୁ ବାଦ…
ଚନ୍ଦ୍ରଗ୍ରହଣର ଗୋଟିଏ ଦିନ ପୂର୍ବରୁ ଷଡାଷ୍ଟକ ଯୋଗ, ସତର୍କ ରୁହନ୍ତୁ ଏହି ୩ ରାଶି
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩ ମାର୍ଚ୍ଚ, ୨୦୨୬ ରେ ହେବ । ଏହି ଗ୍ରହଣର ଗୋଟିଏ ଦିନ ପୂର୍ବରୁ ୨ ମାର୍ଚ୍ଚରେ ଚନ୍ଦ୍ର ଏବଂ ଶୁକ୍ର ରାଶି ପରିବର୍ତ୍ତନ କରିବେ । ଶୁକ୍ର ମୀନ ରାଶିରେ ଗୋଚର କରିବେ, ଯେତେବେଳେ ଚନ୍ଦ୍ର…
ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…
ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ ପରେ ଇରାନର ପ୍ରତିଶୋଧମୂଳକ କାର୍ଯ୍ୟ ପରିସ୍ଥିତିକୁ ଆହୁରି ଖରାପ କରିଛି। ଏହି କାର୍ଯ୍ୟରେ…
ଯୁଦ୍ଧ ଭିତରେ ମୋଦିଙ୍କୁ ଚିଠି ଲେଖିଲେ ଜିତୁ ପଟଓ୍ବାରୀ
ଭୋପାଳ,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଯୋଗୁ ଦୁବାଇ ଏବଂ ସାରଜାହା ବିମାନବନ୍ଦରରେ ଫସି ରହିଥିବା ମଧ୍ୟପ୍ରଦେଶର ୧୦୦ ରୁ ଅଧିକ ନାଗରିକଙ୍କ ସମେତ ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…
ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଯୁବକ ଗୁରୁତର ହୋଇ ପଡିଛନ୍ତି । ମୃତକ ଜଣକ…
Archives


