Home Left

ଠିକ୍‌ ଠିକଣାରେ ଭୁଲ ମୃତଦେହ

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର): ଠିକଣା ଠିକ୍‌ ଥିଲେ ମଧ୍ୟ ଭୁଲ୍‌ ମୃତଦେହ ପରିବାର ନିକଟରେ ପହଞ୍ଚତ୍ଥିଲା। ଆତ୍ମୀୟଙ୍କ ମରଶରୀରକୁ ଚିହ୍ନି ନ ପାରି ପରିବାର ଲୋକେ ତାହାକୁ ସତ୍କାର କରିଦେଲେ। ହେଲେ ପରେ ଜଣାପଡ଼ିଥିଲା ସଂସ୍କାର କରାଯାଇଥିବା ମୃତଦେହ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କର। କୋରିୟର…

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ: ବଜାର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ

ଚିତ୍ରକୋଣ୍ଡା,୧୧ା୪(ଡି.ଏନ.ଏ.)-ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ ୨ଟନ୍‌ ୫୦୦ କେଜି ବୋଲି ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୨କୋଟି ୫ ଲକ୍ଷ…

ମହିଳାଙ୍କୁ ପୋଡ଼ି ହତ୍ୟା ମାମଲା : ସ୍ବାମୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୪- ଗଞ୍ଜାମ ଜିଲା ଦୌରାଜଜ ମଙ୍ଗଳବାର ଜନୈକା ମହିଳାଙ୍କୁ ପୋଡ଼ି ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସ୍ତ୍ରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ସ୍ବାମୀ ଏସ୍‌. ସୀମାଞ୍ଚଳ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ…

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି। ଏହି…

ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର ଅଫିସ,୧୧ା୪-ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ଜିଲାରେ ପ୍ରଥମ ପଜିଟିଭ୍‌ ବୋଲି କୁହାଯାଉଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି।…

ଜୁଆଡ଼ି ଘାଟିରେ ଓଲଟିଲା ଟ୍ରଲର: ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୧ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜପଥ ୪୯ର ଜୁଡିଆ ଘାଟିରେ ମଙ୍ଗଳବାର ଏକ ଲୁହା ଫ୍ରେମ୍‌ ବୋଝେଇ ଟ୍ରଲର ସିଜେ (୦୭ ସିଏ ୪୮୩୭) ଓଲଟି ପଡ଼ିଛି। ଏ ନେଇ ଗୋଟିଏ ପାର୍ଶ୍ୱରେ ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ…

ନିରାଶ ହେଲେ ପ୍ରଭାତ ବିଶ୍ୱାଳ

କଟକ ଅଫିସ,୧୧।୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ…

ଖାର୍ଗେଙ୍କ ଫୋନ ପରେ ଆକ୍ଟିଭ ହେଲେ ନୀତୀଶ!

ପାଟନା,୧୧।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିନରୁ ଶୁଣିବାକୁ ମିଳୁଥିଲା କି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିପାରନ୍ତି। ପୁଣିଥରେ ସେ ସେଠାରେ ବିରୋଧୀ ଏକତାକୁ ଏକାଠି କରିବାକୁ ଚେଷ୍ଟା କରିବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ…

ପଞ୍ଚୟତ ଉପନିର୍ବାଚନ: ୱାର୍ଡସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ

ଛତ୍ରପୁର,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ୯ ନଂ ୱାର୍ଡସଭ୍ୟ ଉପନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନେଇ ବିବାଦ ଦେଖାଦେଇଛି। ଛତ୍ରପୁର ବ୍ଲକର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ) ଅବଧି ସରିବା ପରେ ଜଣଙ୍କ ନାମାଙ୍କନପତ୍ର ଗ୍ରହଣ…

ପାଇଲଟଙ୍କ ଅନଶନ ଶେଷ

ଜୟପୁର,୧୧।୪: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଅନଶନ ଶେଷ ହୋଇଛି। ସମର୍ଥକମାନେ ମିଠାଇ ଖୁଆଇ ପାଇଲଟଙ୍କ ଅନଶନ ଭାଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ସଚ୍ଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ଅନଶନରେ ବସିଥିଲେ। ସଚ୍ଚିନଙ୍କ ଅନଶନକୁ ନେଇ…

ପୋଖରୀରେ ବୁଡି ୭ ବର୍ଷ ବାଳକଙ୍କ ମୃତ୍ୟୁ

ବେଗୁନିଆପଡ଼ା,୧୧।୪(ଡି.ଏନ.ଏ.): ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୭ ବର୍ଷର ବାଳକ(ଶରତ ପ୍ରଧାନ)। ଗଞ୍ଜାମ ଜିଲା କୋଦଳା ନିକଟସ୍ଥ ଦେଓଗାଁ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଦେଓଗାଁ ବ୍ରାହ୍ମଣ ଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଶରତ।…

‘ପୁଷ୍ପା ୨’ର ସିକ୍ୱେଲ ସହ ସବୁଠାରୁ ମହଙ୍କା ଅଭିନେତା ହେଲେ ଅଲ୍ଲୁ ଅର୍ଜୁନ

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନା କେବଳ ତେଲଗୁ ସିନେମାର ସବୁଠାରୁ ବଡ ଷ୍ଟାର ପାଲଟି ଯାଇଛନ୍ତି ବରଂ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ତାଙ୍କର ଦମଦାର ଅଭିନୟ ଓ ସାନଦାର ସ୍ବାଗ ମାଧ୍ୟମରେ ସେ କୋଟି କୋଟି ଦର୍ଶକଙ୍କ ପ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri