Home Left

ଅମାନତ ରାଶି ଫେରାଉନାହାନ୍ତି ବିଡିଓ

କଟକ ସଦର,୨୨ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଞ୍ଚଳରେ ୨୦୦୯ ପରଠାରୁ କରାଯାଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ କାର୍ଯ୍ୟ ନିର୍ବାହୀ(ଶ୍ରମିକ ପ୍ରତିନିଧି)ମାନଙ୍କଠାରୁ ଅମାନତ ରାଶି ରଖାଯାଇଥିଲା। ଇତିମଧ୍ୟରେ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ଟଙ୍କା ବ୍ଲକ ପ୍ରଶାସନ ଫେରସ୍ତ କରୁନାହିଁ ବୋଲି…

୪,୫୦୦ ବର୍ଷ ପୂର୍ବେ ହୋଇଥିଲା ପ୍ରଥମ ଅଧର ଚୁମ୍ବନ

ନୂଆଦିଲ୍ଲୀ, ୨୨ା୫: ଆଜିକୁ ୪,୫୦୦ ବର୍ଷ ପୂର୍ବେ ବିଶ୍ୱର ପ୍ରଥମ ଅଧର ଚୁମ୍ବନ ମେସୋପଟାମିଆ ସମାଜରେ ହୋଇଥିଲା ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରାଚୀନ ମଧ୍ୟପ୍ରାଚ୍ୟର ଲୋକମାନେ ଲିପ୍‌ କିସିଂ କରୁଥିଲେ ବୋଲି ଗବେଷକମାନେ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୩,୫୦୦…

ଚଢ଼ାଉ ପୂର୍ବରୁ ଖାଦାନ ଶୂନ୍‌ଶାନ୍‌

ଯାଜପୁର ଅଫିସ,୨୨ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ସୀମା ଟପିବାକୁ ବସିଲାଣି। ବିଶେଷକରି ମୂଲ୍ୟବାନ କଳାପଥର ଖାଦାନରୁ ବେଆଇନ ଉତ୍ତୋଳନ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଓ ଦୁର୍ନୀତିଗ୍ରସ୍ତ ଲିଜ୍‌ଧାରୀଙ୍କୁ ପରୋକ୍ଷରେ ଅଧିକାରୀଙ୍କ ସୁରକ୍ଷା ପ୍ରଦାନ ହିଁ ଆହୁରି…

୨୦୨୪ରୁ ସବୁ ପିଲା ସ୍ମାର୍ଟ କ୍ଲାସ୍‌ରେ ପଢ଼ିବେ

ନୂଆପଡ଼ା ଅଫିସ/ବୋଡ଼େନ/ ଖଡ଼ିଆଳ,୨୨।୫(ଡି.ଏନ.ଏ.): ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତ ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଦିନିକିଆ ନୂଆପଡା ଜିଲା ଗସ୍ତରେ ଆସି ଅନେକ ପ୍ରକଳ୍ପ ପରିଦର୍ଶନ କରି ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସିନାପାଲି ବ୍ଲକ…

ଅସାବଧାନତାରୁ ଯାଉଛି ଜୀବନ

ବାଲେଶ୍ୱର ଅଫିସ,୨୨ା୫: ଦିନକୁ ଦିନ ବଢୁଛି ରେଳ ଲାଇନ୍‌ ଉପରେ ଦୁର୍ଘଟଣା। ରେଳ ବିଭାଗ ତରଫରୁ ନିଆଯାଇଥିବା ନିୟମ କାନୁନ୍‌କୁ ମାନୁନାହାନ୍ତି ଲୋକମାନେ। ରେଳ ଫାଟକ ପଡ଼ିଥିବାବେଳେ କାନରେ ମୋବାଇଲ୍‌ ଲଗାଇ ପାର୍‌ ହେବା ଏବଂ ରେଳ ଲାଇନ ଡେଇଁ ପ୍ଲାଟଫର୍ମ…

ଶିଶୁକନ୍ୟାଙ୍କୁ ବଳାତ୍କାର

ଢେଙ୍କାନାଳ ଅଫିସ, ୨୨ା୫: ଢେଙ୍କାନାଳ ଜିଲା ଗଁଦିଆ ଥାନା ବଣିଆପଡ଼ା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୮ବର୍ଷର ଭାଇ ସମ୍ମୁଖରୁ ୬ବର୍ଷର ଭଉଣୀଙ୍କୁ ବଳପୂର୍ବକ ଉଠାଇ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଗୌତମ ଦାସ…

କାଳବୈଶାଖୀରୁ ୪ ଘଣ୍ଟା ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଯାଜପୁର ଅଫିସ, ୨୨।୫: କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁୁ ପୁରୀରୁ ହାଓଡା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ. ୨୨୮୯୬) ଭଦ୍ରକ ଜିଲା ମଞ୍ଜୁରୀରୋଡ୍‌ ଷ୍ଟେଶନ ନିକଟରେ ରବିବାର ଅପରାହ୍ନ ସାଢ଼େ ୪ଟାରୁ ପ୍ରାୟ ୪…

ଗୋଲାପି ପର୍ଦ୍ଦା

ଭାରତବର୍ଷରେ ଚାହିଦାଠାରୁ ଅଧିକ ରାଜନୈତିକ ଦଳ ଗଢ଼ିଉଠୁଛନ୍ତି ବୋଲି ଅନେକ ଦିନରୁ ଶୁଣୁଛୁ। ଏବେ ସେହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନାହିଁ। ଅନ୍ୟପଟେ ସାଧାରଣ ଲୋକଙ୍କୁ ଆକର୍ଷିତ କରିବା ପାଇଁ ମାଗଣାରେ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସବୁଦଳରୁ ଦେଖିବାକୁ…

ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ

କଟକ ଅଫିସ,୨୨ା୫: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟରେ ବିଚାରାଧୀନ କିମ୍ବା ଫଇସଲା ହୋଇଥିବା ମାମଲାରେ ନିୟମିତ ବା ଆଗୁଆ ଜାମିନ ଆବେଦନ ଏକା…

ସୀମାନ୍ତରୁ ଗିରଫ ହେଲେ ୩ ମାଓବାଦୀ

ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାର ଏକ ଜଙ୍ଗଲରେ କୋମ୍ବିଂ ଅପରେଶନ ବେଳେ ପୋଲିସ ୩ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ସାଲିକ ଆଞ୍ଚଳା, ରମେଶ ପୁନେମ୍‌ ଓ ପୁନାଠ ରାମ । ସାଲିକ ଓ…

ଫଡି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଅମରପାଲି,୨୧ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧୀନ ବଡବର୍ଡାକଟା କେନ୍ଦୁପତ୍ର ଫଡି ଘରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଉକ୍ତ କେନ୍ଦୁପତ୍ର ଫଡିରେ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ରବିବାର…

ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର,୨୧ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲିଥାନା ସୁନାପାଲି ଗଅନ୍ତିଆପଡାରେ ଏକ ଘରୁ ମା’ ସାଜିଆ ପରବିନ ଏବଂ ତାଙ୍କ ଦୁଇ ପୁଅଙ୍କ ହତ୍ୟା ଘଟଣାରେ ରବିବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତର ପ୍ରଦେଶ ବଲରାମପୁର ନଗର କଟୱାଲିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri