Home Left

ଏପରି ଲୋକଙ୍କୁ ଜୀବନରେ କେବେ ବି ମିଳେ ନାହିଁ ସଫଳତା

ଆଜିର ସମୟରେ ଲୋକମାନେ ପରସ୍ପରକୁ ଟପି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ କଠିନ ପରିଶ୍ରମ ବି କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ କରିବାରେ ଅସମର୍ଥ। ଏହିପରି…

ଅତାବିରାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

ସରଣ୍ଡା,୨୧ା୫(ଡି.ଏନ୍‌.ଏ.): ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌ ପହଞ୍ଚିଛନ୍ତି। ଏହି ଟିମ୍‌ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍‌ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ…

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌ ଆର୍ଟ କରି ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରନ୍ତି। ତାଙ୍କର ୨.୭ ମିଲିୟନ ଫଲୋୟର୍‌ ଅଛନ୍ତି।…

ମହାକାଶରେ ରେଷ୍ଟୁରାଣ୍ଟ

  ସବୁବେଳେ ଘରେ ଖାଇ ଖାଇ ଯେବେ ବୋର୍‌ ଲାଗେ ଆମେ କୌଣସି ଭଲ ରେଷ୍ଟୁରାଣ୍ଟକୁ ଯାଉ ଅବା ବଣଭୋଜି କରିବାକୁ ଯାଉ। ଅର୍ଥାତ୍‌ ମଣିଷ ଚାହେଁ କିଛି ଭିନ୍ନତା। ଏହାକୁ ନଜରରେ ରଖି ଫ୍ରାନ୍ସର ଜେଫାଲ୍ଟୋ ନାମକ ଏକ ଷ୍ଟାର୍ଟଅପ୍‌…

ଏମିତି ଗାଁ ଯେଉଁଠି ଝିଅ ହେଇଯାଏ ପୁଅ

ବେଳେବେଳେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଶୁଣୁ ଯାହାକୁ ବିଶ୍ୱାସ କରି ହୁଏନା। ସେମିତି ଏକ କଥା ସମ୍ପର୍କରେ ଆମେ ଏଠାରେ କହୁଛୁ। ସାଧାରଣତଃ ତରୁଣ ଅବସ୍ଥା ଉଭୟ ଝିଅ ଓ ପୁଅଙ୍କ ପାଇଁ ଏକ ଅଜବ ଓ କଠିନ…

ବଡ଼ ହଳ

ହଳକୁ କୃଷକର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଦ୍ୱାରା କ୍ଷେତକୁ ଖୋଳାଯାଇ ଚାଷ ପାଇଁ ଉପଯୋଗୀ କରାଯାଇଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ହଳ ଥିଲା ଯାହାର ଓଜନ ୩୦ ହଜାର କି.ଗ୍ରା. ଥିଲା। ପୃଥିବୀର ସବୁଠାରୁ…

ବୋତାମ

ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍‌ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ ବି କରିଥିଲେ ତାକୁ ଗୋଲାକାର କାହିଁକି କଲେ? ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର..…

ଅଷ୍ଟମୁଡ଼ି ହ୍ରଦ

କେରଳର କୋଲାମ୍‌ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ବୋଟିଂ, ଫିଶିଂ ଆଦିର ସୁବିଧା ରହିଛି।…

ଡେନିମ୍‌ ଶଟର୍‌ସ ଫ୍ୟାଶନ

ଖରାଦିନେ ଡେନିମ୍‌ ଶଟର୍‌ସର ଚାହିଦା ଖୁବ୍‌ ବଢିଯାଏ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ମିଳେ। ତା’ଛଡ଼ା ଏହା ସହିତ ଯେକୌଣସି ଟପ୍ସକୁ ମଧ୍ୟ ଆରାମରେ ପେୟାର୍‌ କରି ପିନ୍ଧି ହୁଏ। ତେବେ କେଉଁ…

ପ୍ରଥମ ରୋଜଗାର ଶାଶୁଙ୍କୁ ଦେଇଥିଲି

ମୋ’ର ପୈତୃକ ଗ୍ରାମ ବାଙ୍କୀ ଡମପଡ଼ା ଗଡ଼ରେ ହୋଇଥିଲେ ମଧ୍ୟ ମୋ ବାପା ଶ୍ରୀ କୁମର ପରିଜା କଟକ ସହରରେ ରହି କାମ କରୁଥିଲେ। ମୁଁ ଜନ୍ମ ହେବାପରେ ବାପାବୋଉଙ୍କ ସହିତ କଟକ ଆସି ମୋ’ର ସାନମାଉସୀ ଘରେ ମଙ୍ଗଳାବାଗରେ ରହିଲି।…

ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ

ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା…

ପ୍ରୀତି ବନ୍ଧନ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ଏହି ସିନେମାଟି ଚଳିତ ମାସ ୨୫ ତାରିଖରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ନେକ୍ସଟ୍‌ଡୋର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri