ବିରୋଧୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଆଣୁଛି ନୂଆ ସ୍ପାଏଓ୍ବେର
ନୂଆଦିଲ୍ଲୀ, ୧୧।୪: ବିରୋଧୀ ଦଳ ନେତାଙ୍କ ଉପରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲ୍ ସ୍ପାଏଓ୍ବେର୍ ‘ପେଗାସସ୍’ ଭଳି ‘କଗ୍ନାଇଟ୍’ ନାମରେ ଏକ ସ୍ପାଏଓ୍ବେର କିଣିବାକୁ ଯୋଜନା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସରକାର ୯୮୬ କୋଟି ଟଙ୍କାରେ ଏହି…
ଆମେରିକାର ସାମରିକ ଦସ୍ତାବିଜ୍ ପ୍ରଘଟ
ଓ୍ବାଶିଂଟନ୍, ୧୧।୪: ୟୁକ୍ରେନ୍ ଯୁଦ୍ଧ ଉପରେ ଆମେରିକାର ଅତ୍ୟନ୍ତ ଗୋପନ ଦସ୍ତାବିଜ୍ ସୋସିଆଲ ମିଡିଆରେ ଲିକ୍ ହୋଇଯାଇଥିବା ଏହାର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। କେହି ଜଣେ ଦସ୍ତାବିଜ୍ର ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟେଲିଗ୍ରାମରେ ଛାଡ଼ିଛନ୍ତି। ଉକ୍ତ ପ୍ଲାଟଫର୍ମର ୫୦…
୨୦୨୪ ନିର୍ବାଚନ ଲଢ଼ିବାକୁ ବାଇଡେନ୍ଙ୍କ ଯୋଜନା
ଓ୍ବାଶିଂଟନ, ୧୧।୪: ୨୦୨୪ ନିର୍ବାଚନ ଲଢ଼ିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଜନା କରୁଥିବା କହିଛନ୍ତି। ତେବେ ସେ ଏନେଇ ଘୋଷଣା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି। ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ…
ପରଦାକୁ ଫେରୁଛନ୍ତି ରିୟା
ମୁମ୍ବାଇ: ବଲିଉଡ୍ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ପରେ ସେ ବେଆଇନ ଡ୍ରଗ୍ସ ମାମଲାରେ ଜେଲ ଯାଇଥିଲେ। ଏସବୁ ହେବା ପରେ ରିୟା ଆଉ ପରଦାକୁ ଫେରିବେନି ବୋଲି ଚର୍ଚ୍ଚା…
୧୩୮ ବର୍ଷ ପରେ ପରିବାରରେ ଝିଅ ଜନ୍ମ
ଲାନ୍ସିଂ: ବର୍ତ୍ତମାନ ଯୁଗ ବହୁତ ଆଗକୁ ବଢ଼ିଥିଲେ ମଧ୍ୟ କିଛି ସ୍ଥାନରେ କନ୍ୟାଭ୍ରୂଣ ହତ୍ୟା ଏବେ ବି ହେଉଛି। ଘରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଅନେକ ଘରେ ଝିଅକୁ ଲକ୍ଷ୍ମୀଙ୍କ ଦାନ ଭାବେ ଗ୍ରହଣ କରିଥାନ୍ତି।…
ଜନନୀ ସୁରକ୍ଷା ଜରୁରୀ
ପିଲାଟିଏ ଜନ୍ମହେବା ସହିତ ଉଭୟ ନବଜାତ ଶିଶୁ ଏବଂ ପ୍ରସୂତିଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଜନନୀଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ରେ ଜାତୀୟ ସୁରକ୍ଷିତ ମାତୃତ୍ୱ ଦିବସ ପାଳନ କରାଯାଇଥାଏ । ଗର୍ଭାବସ୍ଥାରେ, ପ୍ରସବ…
ଯିଶୁଙ୍କ ବଳିଦାନକୁ ମନେପକାଇ ଶୂଳିରେ ଚଢ଼ିଲେ ଲୋକେ
ମାନିଲା: ଗୁଡ୍ ଫ୍ରାଇଡେକୁ ଯିଶୁଙ୍କ ବଳିଦାନ ଦିବସ ଭାବେ ଲୋକେ ପାଳନ କରିଥା’ନ୍ତି। ଏହି ଦିନ ଯିଶୁଙ୍କୁ ଏକ କାଠରେ କଣ୍ଟା ବାଡ଼େଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ସୋସିଆଲ ମିଡିଆରେ ଏପରି ଏକ ଦୃଶ୍ୟ ଭାଇରାଲ ହେଉଛି, ଯେଉଁଥିରେ ଲୋକେ ଯିଶୁଙ୍କ…
ବେଦାନ୍ତର ପୁସ୍ତକ ସଂଗ୍ରହ ଅଭିଯାନ
ଭୁବନେଶ୍ୱର,୧୧।୪: ଭାରତର ବୃହତ୍ତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଶିଶୁପୁସ୍ତକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ ଝାରସୁଗୁଡ଼ା ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷ କରି କମ୍ପାନୀର କାର୍ଯ୍ୟକ୍ଷେତ୍ର…
ସୁଜିୟୁରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା
ଭୁବନେଶ୍ୱର,୧୧।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ) ରେ ଜି-୨୦ ଶୀର୍ଷକ ଅବସରରେ ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ପରିସରରେ ଏକ ଦିନିକିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
ଟିଏସ୍ଏମ୍ଏଲ୍ ପକ୍ଷରୁ ମଲ୍ଟି ମୋଡାଲ୍ ପରିବହନ
ଭୁବନେଶ୍ୱର,୧୧।୪: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ (ଟିଏସ୍ଏମ୍ଏଲ୍) ପକ୍ଷରୁ ସୋମବାର ଫେରୋ ଆଲଏଜ୍ର ପ୍ରଥମ ମଲ୍ଟି ମୋଡାଲ୍ ପରିବହନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ତା’ର ଲଜିଷ୍ଟିକ୍ ସହଯୋଗୀ ୟୁନିଫିଡର ସହଯୋଗରେ ଉକ୍ତ ସେବାର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାର…
କ୍ୟାରଟ୍ଲେନ୍ର ଏକ୍ସକ୍ଲୁସିଭ ଆଉଟଲେଟ
ଭୁବନେଶ୍ୱର,୧୧।୪: ଭାରତର ଅଗ୍ରଣୀ ଓମ୍ନି ଚ୍ୟାନେଲ ଜୁଏଲେରି ବ୍ରାଣ୍ଡ୍ କ୍ୟାରଟ୍ଲେନ୍ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଉଛି। ଏପରିକି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସୌଭାଗ୍ୟନଗରଠାରେ କ୍ୟାରଟ୍ଲେନ୍ର ଏକ୍ସକ୍ଲୁସିଭ ଆଉଟଲେଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କ୍ୟାରଟ୍ଲେନ୍ର ଆରବିଏମ…
କେଏଫ୍ସିର ନୂଆ ଚିକେନ୍ ରୋଲ
ନୂଆଦିଲ୍ଲୀ,୧୧।୪: ଫୁଡ୍ ପ୍ଲାଟଫର୍ମ କେଏଫସି ପକ୍ଷରୁ ଆକର୍ଷଣୀୟ ସୁବିଧା ଓ ନୂତନ ଚିକେନ ରୋଲ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ବାଦ ଓ ବଜେଟ ମଧ୍ୟରେ ଚୟନ କରିବାକୁ ପଡୁଥିବା ଖାଦ୍ୟପ୍ରେମୀମାନଙ୍କ ପାଇଁ ନୂଆ କେଏଫ୍ସି ଚିକେନ୍ ରୋଲ୍ ବର୍ତ୍ତମାନ କେବଳ ୯୯…
Archives


