Home Left

ନୀରଜ ନମ୍ବର ଓ୍ବାନ

ନୂଆଦିଲ୍ଲୀ, ୨୩ା୫ (ପି.ଟି.): ବିଶ୍ୱ ଆଥଲେଟିକ୍ସ ଦ୍ୱାରା ସଦ୍ୟ ପ୍ରକାଶିତ ପୁରୁଷ ଜାଭେଲିନ୍‌ ଥ୍ରୋ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ତାଙ୍କ କ୍ୟାରିୟରରେ ପ୍ରଥମ ଥର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଲିକାରେ ଚୋପ୍ରାଙ୍କ ପଏଣ୍ଟ ସଂଖ୍ୟା…

ସିଙ୍ଗଲ୍ସ, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୩।୫,,(କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଦୀପ୍‌ରଞ୍ଜନ ବିଷୋୟୀ ସିଙ୍ଗଲ୍ସ ସେମିଫାଇନାଲରେ ହାରିଯାଇଥିବାରୁ ବ୍ରୋଞ୍ଜ୍‌ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି…

ସାଇକ୍ଲିଂରୁ ଅବସର ନେବେ କାଭେଣ୍ଡିସ୍‌

କୋକାଗ୍ଲିଓ (ଇଟାଲୀ), ୨୩ା୫ (ଏପି): ଚଳିତ ବର୍ଷ ସିଜନ ଶେଷରେ ସାଇକ୍ଲିଂରୁ ଅବସର ନେବେ ଭେଟେରାନ ସ୍ପ୍ରିଣ୍ଟ ସ୍ପେସାଲିଷ୍ଟ ମାର୍କ କାଭେଣ୍ଡିସ। ଟୁର୍‌ ଡି’ ଫ୍ରାନ୍ସରେ ସର୍ବାଧିକ ଷ୍ଟେଜ୍‌ ବିଜୟ ହାସଲ କରିବାରେ ଦୀର୍ଘଦିନ ଧରି ରହିଥିବା ରେକର୍ଡକୁ ହୁଏତ ଏଥର…

କଚ୍ଛପ ଗତିରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁର ଆରଡବ୍ଲ୍ୟୁଡି ସବଡିଭିଜନ ଅଧୀନରେ ଚାଲିଥିବା ୫ଟି ପ୍ରଧାନମନ୍ତ୍ରୀ ସଡକ ନିର୍ମାଣରେ ଅହେତୁକ ବିଳମ୍ବ ଦେଖାଦେଇଛି। ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ନିର୍ମାଣ କାର୍ଯ୍ୟ ଅବଧି ସରିଗଲାଣି। ଏନେଇ ବାରମ୍ବାର ଆରଡବ୍ଲ୍ୟୁଡି ଗଞ୍ଜାମ -୨ ବିଭାଗ ପକ୍ଷରୁ…

ରାହୁଲ ଯଦି ୱାୟନାଡରେ ରହିଥାନ୍ତେ, ଆମେଠି ଭଳି ଅବସ୍ଥା ହୋଇଥାନ୍ତା: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ୱାୟନାଡରେ ରହିଥାନ୍ତେ,ତେବେ ଉତ୍ତରପ୍ରଦେଶର ଆମେଠି ପରି ଅବସ୍ଥା ହୋଇଥାନ୍ତା। ସୋମବାର କେରଳର ଭାରତ ମଜଦୁର ସଂଗଠନ (ବିଏମଏସ) ଦ୍ୱାରା…

ଏସିଆନ ଗେମ୍ସ ଉପରେ ଫୋକସ

ବେଙ୍ଗାଲୁରୁ, ୨୩।୫: ୟୁରୋପରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳିବା ପାଇଁ ଭାରତୀୟ ହକି ଦଳ ସୋମବାର ଲଣ୍ଡନ ଯାତ୍ରା କରିଛି। ମେ’ ୨୬ରୁ ଆରମ୍ଭ ହେଉଥିବା ଏହି ଲିଗ୍‌ରେ ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟରେ ଅଲିମ୍ପିକ୍ସ ଚାମ୍ପିୟନ ବେଲ୍‌ଜିୟମ ଏବଂ ଆୟୋଜକ…

ଗଞ୍ଜାମ ଏନ୍‌ଏସି : ପିଛା ଛାଡୁନି ପାଣି ସମସ୍ୟା

ଗଞ୍ଜାମ,୨୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ସହରରେ ତାତି ଅସହ୍ୟ ହେବାରେ ଲାଗିଛି। ସକାଳ ୮ଟାରୁ ସନ୍ଧ୍ୟା ପ୍ରାୟ ୫ଟା ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ସହରରେ ପାଣି ସମସ୍ୟା ଲୋକଙ୍କ ଚିନ୍ତାକୁ…

କୋର୍ଟ କାର୍ଯ୍ୟକ୍ଷମରେ ବିଳମ୍ବ, ବଢୁଛି ଅସନ୍ତୋଷ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଜେଏମ୍‌ଏଫସି କୋର୍ଟ ପାଇଁ ସମସ୍ତ କାର୍ଯ୍ୟ ଶେଷ ପରେ ଏହା ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏଠାରେ କୋର୍ଟ…

ଇମ୍ରାନଙ୍କୁ ୮ ମାମଲାରେ ୮ ଜୁନ ପର୍ଯ୍ୟନ୍ତ ମିଳିଲା ଜାମିନ

ଇସଲାମାବାଦ,୨୩।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ୮ଟି ଭିନ୍ନ ଭିନ୍ନ ମାମଲାରେ ୮ଜୁନ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇଛି। ଅନ୍ୟପଟେ ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ବି ଅଲ କାଦିର ଟ୍ରଷ୍ଟ ମାମଲାରେ ଜାମିନ…

ଦୁଇ ରାଜ୍ୟ ମଧ୍ୟରେ ବାନ୍ଧିଛି ସମ୍ପର୍କର ସେତୁ

ଭୋଗରାଇ, ୨୩l ୫ (ଡି. ଏନ. ଏ. ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ହାଟ ଖେଳପଡିଆରେ ଓଡିଶା ଓ ପଶ୍ଚିମବଙ୍ଗ ମୈତ୍ରୀ ଉତ୍ସବ କମିଟି ପକ୍ଷରୁ  ମୈତ୍ରୀ ଉତ୍ସବ ଉଦ୍‌ଘାଟିତ ହୋଇଛି। ଏହି ଉତ୍ସବକୁ ରାଜସ୍ବ ବିଭାଗର…

ମୁଁ ପଛକୁ ହଟିବି ନାହିଁ: ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପି ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଲଗାତାର ଖବରର ଶିରୋନାମାରେ ରହି ଆସୁଛନ୍ତି। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରେ ଧାରଣାରେ…

ଜୁନ ୧ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଅଡୁଆରେ ଏଏପି ନେତା ମନୀଷ ସିସୋଡିଆ। ମଙ୍ଗଳବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଏହି ମାମଲାରେ ସିସୋଡିଆଙ୍କ ହେପାଜତକୁ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri