Home Left

ଭାଜପାର ଚାନ୍ଦବାଲି ଏନ୍‌ଏସି ଘେରାଉ

ଚାନ୍ଦବାଲି,୨୯।୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ଚାନ୍ଦବାଲି ଶାଖା ପକ୍ଷରୁ ଚାନ୍ଦବାଲି ସହରରେ ଏକ ଶୋଭାଯାତ୍ରା ସହ ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯାଇଛି । ଭାଜପା ଚାନ୍ଦବାଲି ନଗର ସଭାପତି ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଦଳୀୟ…

ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ

ଗ୍ୟାଙ୍ଗଟକ୍‌,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍‌ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି ଏହି…

ଶ୍ୱଶୁର ଘରୁ ଫେରୁଥିଲେ ଘଟିଲା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ପାଟଣା,୨୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସାହାରପଡ଼ା ଦେଓନଦୀ ପୋଲ ନିକଟରେରେ ଏକ ଗ୍ଲାମର ବାଇକ୍‌ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଛିଟିକି ପଡିଥିଲା…

ଧୋନୀଙ୍କ ବଡ଼ ପ୍ରଶଂସକ ପାଲଟିଲେ ଏହି ସିଆଇଏସ୍‌ଏଫ୍‌ ଅଫିସର, ଭାବୁକ ପୋଷ୍ଟ କରି କହିଲେ…

ନୂଆଦିଲ୍ଲୀ,୨୯।୮: କ୍ରିକେଟରେ ସେ ଯେତିକି ସଫଳ, ଭଲ ମଣିଷ ଭାବେ ସେତିକି ଲୋକପ୍ରିୟ। ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ସହ କିଛି ମିନିଟ ସମୟ ବିତାଇଲେ ଯେକେହି ପ୍ରଶଂସକ ପାଲଟିଯାଆନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ନିକଟରେ ଦେଖିବାକୁ…

ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ମୋରମ ବୋଝେଇ ଟ୍ରାକ୍ଟର ଜବତ

କେନ୍ଦୁଝର,୨୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଆଇନ ମୋରମ ଖୋଳି ଚାଲାଣ ହେଉଛି। ମଙ୍ଗଳବାର ଚଢାଉ କରାଯାଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛ। ଜବତ ଟ୍ରାକ୍ଟର ନଂ. (ଓଡ଼ି-୦ ୯ଡବ୍ଲ୍ୟୁ ୦୫୭୨) । ଡ୍ରାଇଭର…

ଦେଶରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ: ନୀତୀଶ କୁମାର

ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ ନିର୍ବାଚନ ଠିକ ସମୟରେ ହେବା ଜରୁରୀ ନୁହେଁ, କେନ୍ଦ୍ର ଏହା ପୂର୍ବରୁ ମଧ୍ୟ କରିପାରିବ।…

ସୁନା ଦୋକାନୀଙ୍କୁ ଗୁଳି କରିି ଲୁଟ୍‌

ବାଲିଗୁଡ଼ା/କୋଟଗଡ଼,୨୯।୮(ସଞ୍ଜୟ କୁମାର ପାଣିଗ୍ରାହୀ, ସରୋଜ ବଳିଆରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନେହୁରୁ ଛକଠାରେ ଏକ ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ୩ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ଆସିଥିଲେ। ଛକଠାରେ ଥିବା ମା’ ପାଟଖଣ୍ଡା ଜୁଏଲାରୀ ମାଲିକ ସୁବାଷ…

ଜେଲରେ ଦେଶୀ ଚିକେନ୍‌, ମଟନ୍‌ ଖାଉଛନ୍ତି ଇମ୍ରାନ୍‌

ଇସଲାମାବାଦ୍‌,୨୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଘିଅରେ ରନ୍ଧା ହୋଇଥିବା ଦେଶୀ ଚିକେନ୍‌ ଏବଂ ମଟନ୍‌ ଦିଆଯାଉଛି। ଏହା ସହିତ ବର୍ତ୍ତମାନ ଇମ୍ରାନ୍‌ଙ୍କୁ ଭିଆଇପି ସୁବିଧା ଯୋଗାଇ ଦିଆଯାଉଛି। ମଙ୍ଗଳବାରଏକ ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ତୋଶାଖାନା…

ୟୁପିର କେଉଁ ଲୋକ ସଭା ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା, ୫ ଆସନ ଉପରେ କଂଗ୍ରେସର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୨୯।୮: ଲୋକ ସଭା ନିର୍ବାଚନ ୨୦୨୪ କଂଗ୍ରେସ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୦ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ଏଥର ପୂର୍ଣ୍ଣ ପ୍ରସ୍ତୁତି ସହ ନିର୍ବାଚନ ମଇଦାନକୁ ପ୍ରବେଶ କରିବାକୁ ଚାହୁଁଛି। ସେଥିପାଇଁ ଦଳ…

ସର୍ଜିକାଲ ଷ୍ଟ୍ରାଇକ, ଗୋଧ୍ରା ଭଳି ଘଟଣା ଘଟାଇପାରେ ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୯।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ। ସଞ୍ଜୟ କହିଛନ୍ତି, ଲୋକଙ୍କ ମନରେ…

ଜନ୍ମ ହାର ବୃଦ୍ଧି ପାଇଁ ଚାଇନା ସରକାରଙ୍କ ନୂତନ ପଦକ୍ଷେପ, ବିବାହ କଲେ ମିଳିବ ପୁରସ୍କାର

ବେଜିଂ,୨୯।୮: ଚାଇନାରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢୁଥିବା ବେଳେ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବପିଡିଙ୍କୁ ବିବାହ କରିବାକୁ ନେଇ ପ୍ରୋତ୍ସାହିତ କରିବା ପାଇଁ ଚାଇନା ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରକୃତରେ, ପୂର୍ବ…

ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ ଜିଲାରେ କମ୍‌ ବୃଷ୍ଟିପାତ ହୋଇଛି। ଫଳରେ ଜିଲାରେ ପୁଣି ମରୁଡ଼ି ଆଶଙ୍କା ପ୍ରକାଶ ପାଇଛି। ଏଭଳି ଆଶଙ୍କା କରି ଜିଲାର ବାରପାହାଡ଼ କୃଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?