Home Left

ସେ ବଡ଼ ଭାଇ ଭଳି, ସବୁବେଳେ ତାଙ୍କ ପ୍ରଶଂସକ ହୋଇରହିବି: ଧୋନିଙ୍କୁ ନେଇ ଏଭଳି କହିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୩।୫: ଆଇପିଏଲର ୧୬ ତମ ସିଜନରେ ଆଜିଠାରୁ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଚଳିତ ସିଜିନର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ମଧ୍ୟରେ ମୁକାବିଲା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ…

୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ । ଏଥିରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇଟି ଲେଖାଏ…

ଟ୍ରୋଲ ହେଲେ ମୃଣାଳ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ମୃଣାଲ ଠାକୁର ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମୃଣାଳ ଠାକୁର ଡେବ୍ୟୁ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର କାନ୍ସ ଡେବ୍ୟୁ ଲୁକ ଭାଇରାଲ…

ଗରମ ପିଚୁରେ ପଡ଼ି କଣ୍ଟେନର ଡ୍ରାଇଭର ମୃତ

ଦୁର୍ଗୀ,୨୩ା୫(ଡି.ଏନ.ଏ.): ରାୟଗଡା ଜିଲା ଦୁର୍ଗୀ ପଞ୍ଚାୟତ ବନ୍ଧୁଗୁଡା ନିକଟସ୍ଥ ୪୬ନମ୍ବର ରାଜ୍ୟ ରାଜପଥ ରାସ୍ତାକାମ ଚାଲିଥିବା ବେଳେ ଗରମ ପିଚୁ ଢାଳିବା ବେଳେ ଅସାବଧାନତାରୁ ପିଚୁ କଣ୍ଟେନର ଡ୍ରାଇଭର ପଡିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶାଖାପାଟଣା ନାକାପାଲି…

ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ଆଜିକାଲି ବାଗେଶ୍ୱର ବାବା ଆକା ଧିରେନ୍ଦ୍ର ଶାସ୍ତ୍ରୀ ଚର୍ଚ୍ଚାରେ ଅଛନ୍ତି, ଦିନକୁ ଦିନ ତାଙ୍କର ବଢୁଥିବା ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ…

ରଥର ଗରଗରା, ଚାରି ନାହାକା, ୫ ଦଣ୍ଡା ନିର୍ମାଣ ଜାରି

ପୁରୀ ଅଫିସ, ୨୩ା୫: ମହାପ୍ରଭୁଙ୍କ ଚଳିତବର୍ଷ ସ୍ନାନଯାତ୍ରା ଜୁନ ୪ରେ ଅନୁଷ୍ଠିତ ହେବ। ରଥ ସଂହିତା ଅନୁଯାୟୀ ସ୍ନାନଯାତ୍ରା ଦିନ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି। ତେଣୁ ଶ୍ରୀନହରସ୍ଥିତ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ…

ଭିନିସିୟସ୍‌ ଜୁନିୟରଙ୍କୁ ଜାତିଆଣ ଆକ୍ଷେପ

ମାଡ୍ରିଡ୍‌,୨୩ା୫(ପି.ଟି.): ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଭିନିସିଅସ୍‌ ଜୁନିଅରଙ୍କୁ ଜାତିଆଣ ଆକ୍ଷେପର ଶିକାଶ ହେବାକୁ ପଡିଛି। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍‌ର ୧-୦ ପରାଜୟରେ ଏମିତି ଘଟଣା ଘଟିଥିଲା। ମେଷ୍ଟାଲ୍ଲା ଷ୍ଟାଡିୟମରେ ଏଭଳି ଘଟଣା ଘଟିଥିବା ବେଳେ ଖେଳକୁ କିଛି ମିନିଟ୍‌…

ବିଦ୍ୟୁତ୍‌ ଖୁଣ୍ଟକୁ ପିଟିଲା କଣ୍ଟେନର : କେନାଲରେ ପଡ଼ିଲେ ଯୁବକ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ଛକ କଲ୍ୟାଣମଣ୍ଡପ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ଖୁଣ୍ଟକୁ କଣ୍ଟେନର ଧକ୍କା ଦେବାରୁ କେବୁଲ ତାର ଛଡ଼ି ପଡିଥିଲା। ସେହି ସମୟରେ ଜଣେ ଯୁବକ ଏକ ବାଇକ୍‌ରେ…

‘କୋଚିଂ, ଖେଳାଳି ଚୟନ ଚ୍ୟାଲେଞ୍ଜିଂ ଥିଲା’

ଭୁବନେଶ୍ୱର, ୨୩।୫, (କ୍ରୀଡ଼ା ପ୍ରତିନିଧି): ”୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳର ସହକାରୀ କୋଚ୍‌ ଦାୟିତ୍ୱ ଏବଂ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବାରେ ଭିନ୍ନ ଅଭିଜ୍ଞତା ରହିଲା। ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ ପିଲାଙ୍କୁ କ୍ୟାମ୍ପରେ…

ହତାଶ ହେଉଛନ୍ତି ହିତାଧିକାରୀ

ଆଠମଲ୍ଲିକ,୨୨ା୫ (ଡି.ଏନ.ଏ.): ଉପାସରେ ରହିବେନି ଗରିବ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଏହା ହେଉଛି ଏକ ଉଦ୍ଦେଶ୍ୟ। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୬ ମାସ ହେଲା ଗହମ ଯୋଗାଣକୁ…

ସମୀର ବର୍ମା ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୩ା୫(ପି.ଟି.): ସ୍ଲୋଭେନିଆର ମାରିବୋର୍‌ଠାରେ ଅନୁଷ୍ଠିତ ସ୍ଲୋଭେନିଆ ଓପନ୍‌ ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ସମୀର ବର୍ମା ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ତାଇଓ୍ବାନ୍‌ର ସୁ ଲି ୟାଙ୍ଗ୍‌ଙ୍କୁ ୨୧-୧୮, ୨୧-୧୪ ହରାଇ ଦେଇଛନ୍ତି। ମିକ୍ସଡ ଡବଲ୍ସ ଇଭେଣ୍ଟରେ…

ଗଞ୍ଜାମ ଜିଲାରେ ବଢୁଛି ଜାଲ୍‌ ଶିକ୍ଷକଙ୍କ ତାଲିକା

ବ୍ରହ୍ମପୁର ଅଫିସ,୨୩ା୫: ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟରେ ଚାକିରି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଦୀର୍ଘଦିନ ହେଲା ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ହୋଇଆସୁଥିବା ବେଳେ ଜିଲା ଶିକ୍ଷା ବିଭାଗ ଏହାର ତଦନ୍ତ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri