Home Left

ଯାଜପୁର ରୋଡ୍‌-ଧାମରା ରେଳପଥକୁ ମଞ୍ଜୁରୀ ଦାବି

ପାଣିକୋଇଲି,୨୩ା୫(ଡି.ଏନ.ଏ.): ରେଲଓ୍ବେ ପକ୍ଷରୁ ଓଡ଼ିଶାରେ ବରଗଡ଼ରୋଡ-ନୂଆପଡ଼ା ଭାୟା-ପଦ୍ମପୁର ଓ ଅନୁଗୋଳ-ତାଳଚେର ରେଳପଥ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବାରୁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସ୍ବାଗତ କରାଯାଇଛି। ମାତ୍ର ୯୫.୯୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁରରୋଡ-ଧାମରା ଭାୟା ଯାଜପୁର ଓ…

ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତା ଜାମ

କାଳିଆପାଣି,୨୩ା୫(ଡି.ଏନ.ଏ.): ଯାଜପୁର ଜିଲାର କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ସ୍ଥାନୀୟ ପୋଲିସର ଅପାରଗତା ଓ ଟ୍ରକ୍‌ ମାଲିକଙ୍କ ବେପରୁଆ ଗାଡି ପାର୍କିଂ ନେଇ ସ୍ଥାନୀୟ ଅଧିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ…

ପାନୀୟ ଜଳ ଅଭାବରୁ ଲୋକେ ହନ୍ତସନ୍ତ

କୁଜଙ୍ଗ,୨୩ା୫(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ସନ୍ତରାଠାରେ ପାନୀୟ ଜଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଛି। ସେଠାରୁ ପମ୍ପ୍‌ ଯୋଗେ ଭୂତଳ ଜଳ ଉତ୍ତୋଳନ…

ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ମୁମ୍ବାଇ,୨୩।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୋଲିସକୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ପୋଲିସର ଟୁଇଟର ଆକାଉଣ୍ଟକୁ ଏକ…

ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା: ୭ ମୃତ, ୧୩ ଆହତ

ମୁମ୍ବାଇ, ୨୩।୫: ମହାରାଷ୍ଟ୍ରର ବୁଲଡାନାର ନାଗପୁର-ପୁଣେ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌-ବସ୍‌ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ସିନ୍ଧଖେଡରାଜା ତହସିଲର ପଲସଖେଡ…

ଟ୍ରକ୍‌ରେ ଯାତ୍ରା କଲେ ରାହୁଲ

ନୂଆଦିଲ୍ଲୀ,୨୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରୁ ଏକ ଟ୍ରକ୍‌ରେ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ ଅମ୍ବାଲାରେ ପହଞ୍ଚିବା ପରେ ସେ ଟ୍ରକ ଡ୍ରାଇଭରମାନଙ୍କ ସହ ମଧ୍ୟ କଥା ହୋଇ ଡ୍ରାଇଭରମାନଙ୍କର…

ବିଜୁ ମାର୍କେଟରେ ଜିଏସ୍‌ଟି ଚଢ଼ାଉ: ଦୋକାନ ସହ ୩ ଗୁଟ୍‌ଖା ଗୋଦାମ ସିଲ୍‌

ନୟାଗଡ଼ ଅଫିସ,୨୨।୫: ନୟାଗଡ଼ ସହରର ବିଜୁ ମାର୍କେଟର ମଣ୍ଡଳ ଏଜେନ୍ସିର ଗୁଟ୍‌ଖା ଗୋଦାମ ସମେତ ୩ ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ କରିଛି। ଭୁବନେଶ୍ୱର ଓ ଜଟଣୀ ଜିଏସ୍‌ଟିର ଏନ୍‌ଫୋର୍ସମେଣ୍ଟର ୧୦ ଜଣିଆ ଟିମ୍‌ ଏହି ଚଢ଼ାଉ କରି ଟିକସ ଫାଙ୍କିର…

ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ

ସମ୍ବଲପୁର,୨୩ା୫(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଗୁଣ୍ଡେରପୁରସ୍ଥିତ ଷ୍ଟକ୍‌ୟାର୍ଡରେ ସୋମବାର ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡ଼ି ପାଉଁଶ ହୋଇଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ…

ଅନୁମତି ନ ନେଇ ପରିବାର ନିୟୋଜନ ଅସ୍ତ୍ରୋପଚାର

କେନ୍ଦୁଝର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳାଙ୍କ ବିନା ଅନୁମତିରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଛି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମହିଳାଙ୍କ ସ୍ବାମୀ ଏ ନେଇ ଟାଉନ ଥାନାରେ…

‘ଆରଆରଆର’ ଫେମ୍‌ ଷ୍ଟିଭେନ୍ସନଙ୍କ ପରଲୋକ

ମୁମ୍ବାଇ: ନିର୍ଦ୍ଦେଶକଗଏସ୍‌ ଏସ୍‌ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ଇଂରେଜ ଅଭିନେତା ଷ୍ଟିଭେନ୍ସନଙ୍କ ଦେହାନ୍ତ ହୋଇଛି। ସେ ୫୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।…

ପୂର୍ବରୁ ବାଦ୍‌ ପଡ଼ିଥିଲେ, କେଉଁ ଦକ୍ଷତା ବଳରେ ପୁଣି ମନ୍ତ୍ରୀ ହେଲେ: ଭାଜପା

ଭୁବନେଶ୍ବର, ୨୩ା୫(ବ୍ୟୁରୋ): ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରିଥିଲେ, ଦକ୍ଷ ଓ ବରିଷ୍ଠ ବୋଲି ଦର୍ଶାଇ ସେମାନଙ୍କୁ ପୁଣି ସାମିଲ କରିଛନ୍ତି। ସୋମବାର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୩ ଜଣ ମନ୍ତ୍ରୀ ପୂର୍ବରୁ କ’ଣ ଦକ୍ଷ କିମ୍ବା ବରିଷ୍ଠ…

ସୁଶାନ୍ତଙ୍କୁ ଅବହେଳା କଲେ ଦଳ କ୍ଷତି ସହିବ: ପ୍ରଦ୍ୟୁମ୍ନ

ବରଗଡ଼ ଅଫିସ୍‌,୨୩।୫: ରାଜ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ବରଗଡ଼ ଜିଲା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀପଦ ନ ମିଳିବାରୁ ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଜିଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri