Home Left

୧୦ ବର୍ଷରେ ନଦୀ ଆଁକୁ ଗଲାଣି ୬୦ରୁ ଊର୍ଦ୍ଧ୍ୱ ଘର

କେନ୍ଦ୍ରାପଡ଼ା,୧୨ା୯ (ଜଗନ୍ନାଥ ଧଳ): ମହାନଦୀରେ ଗତ ଅଗଷ୍ଟରେ ବନ୍ୟା ଜଳ ଆସିଥିଲା। ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା। ବନ୍ୟା ଜଳ ଛାଡ଼ି…

ଭିତରକନିକାରେ ଗତବର୍ଷଠାରୁ ଅଧିକ ୭,୭୯୭ ଦେଶୀୟ ପକ୍ଷୀ

ରାଜନଗର, ୧୨ା୯ (ଭାସ୍କର ରାଉତରାୟ): ପକ୍ଷୀ ବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୦୨୨ଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ଭିଡ…

ଭାରତର ବୃହତ୍‌ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା

କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୨୨୮ ରନ୍‌ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ ପରେ…

ପାରାଦୀପ, କପିଳଯୋରରେ ମାଛ ମଡ଼କ

ପାରାଦୀପ,୧୨।୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାର୍ଶ୍ୱରେ ଥିବା କପିଳଯୋର, କଂସାରିପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନେଳିଆ ରଙ୍ଗ…

ମରକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୮୦୦, ବିଭିନ୍ନ ଦେଶ ଦେଲା ସହାୟତା

ରବାତ,୧୨।୯: ଏକ ଭୟଙ୍କର ଭୂକମ୍ପର ଶିକାର ହୋଇଥିବା ଆଫ୍ରିକୀୟ ଦେଶ ମରକ୍କୋରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବୃଦ୍ଧି ପାଇଛି। ସ୍ପେନ, କତାର, ବ୍ରିଟେନ, ଇସ୍ରାଏଲ ଏବଂ ୟୁଏଇର ଅଂଶଗ୍ରହଣରେ ଉଦ୍ଧାରକାରୀ ଦଳ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶୁକ୍ରବାର…

ବିରଜାକ୍ଷେତ୍ରକୁ ନୂତନ ରେଳପଥ ଆଶା ଉଜ୍ଜ୍ୱଳ

ଯାଜପୁର,୧୨ା୯(ହର୍ଷବର୍ଦ୍ଧନ ବେହେରା): ଗତ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ବିରଜା ମନ୍ଦିର ନୂତନ ରେଳପଥ ନିର୍ମାଣ ଆଶା ଉଜ୍ଜ୍ୱଳ ହୋଇଛି। ସୋମବାର ରେଳ ମନ୍ତ୍ରଣାଳୟ ପକ୍ଷରୁ…

୩ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି-ରାହୁଲ

କଲମ୍ବୋ,୧୨।୯: ଏସିଆ କପ୍‌ ସୁପର-୪ ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୨୮ ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ଏହାପୂର୍ବରୁ ବିରାଟ କୋହଲି ଏବଂ କେ.ଏଲ ରାହୁଲ…

ପ୍ରଭାତ ଦାଶଙ୍କୁ ସୁବେଦାର ମେଜର ସମ୍ମାନ

ଚଣ୍ଡିଖୋଲ,୧୨ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଦେଶ ପାଇଁ ତ୍ୟାଗ, କର୍ତ୍ତବ୍ୟ ଓ ଦୀର୍ଘ ୩୦ବର୍ଷ ସେବା ପାଇଁ ୧୬୬ ବାଟାଲିୟନ ଆସାମ ରାଇଫଲର କର୍ଣ୍ଣେଲ ମହେନ୍ଦ୍ର ସିଂହ କମାଣ୍ଡିଂ ଅଧିକାରୀ ପ୍ରଭାତ କୁମାର ଦାଶଙ୍କୁ ସୁବେଦାର ମେଜର ପଦରେ ବିଭାଗ ପକ୍ଷରୁ ସମ୍ମାନିତ…

ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ନିର୍ମାଣରେ ଅନିଶ୍ଚିତତା

ରସୁଲପୁର,୧୨ା୯(ରଞ୍ଜିତ ରାଉତ): ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ରସୁଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କଲଣ ଠାରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ, ରୋଷଶାଳା, ଛାତ୍ରୀଛାତ୍ର ନିବାସ, ସାଇକେଲ…

ଆଜିଠାରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ,୧୨।୯: ସେପ୍ଟେମ୍ବର ୧୨ ଅର୍ଥାତ୍‌ ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସରକାରୀ ବିବୃତ୍ତି ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧିନଗରରେ ପହଞ୍ଚିବେ। ପରଦିନ ଅର୍ଥାତ୍‌ ୧୩ ସେପ୍ଟେମ୍ବରରେ ସେ ନ୍ୟାଶ୍‌ନାଲ୍‌ ଇ-ବିଧାନ ଆପ୍ଲିକେଶନ୍‌…

ଛାତ୍ରୀଙ୍କୁ ଦୁର୍ବ୍ୟବହାର : ୮ କୋର୍ଟ ଚାଲାଣ

ଖଇରା,୧୨।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଟିଆଳପଦା କଲେଜର ୩ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ଦୁର୍ବ୍ୟହାର ଏବଂ ତାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ ଘଟାଇବା ଅଭିଯୋଗରେ ଖଇରା ପୋଲିସ ୮ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।…

ଫିଲ୍ମର ୩୦୦ ସଦସ୍ୟଙ୍କୁ ସୁନା କଏନ ଉପହାର

ମୁମ୍ବାଇ: ସିନେମା ଜଗତର ଲୋକପ୍ରିୟ ଅଭିନେତା ଭାବେ ରଜନୀକାନ୍ତ ବେଶ୍‌ ଜଣାଶୁଣା। ନିଜର ଅଭିନୟ ଜରିଆରେ ସେ ଏବେ କୋଟି କୋଟି ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଜେଲର’କୁ ଦର୍ଶକଙ୍କ ବେଶ୍‌ ଲୋକପ୍ରିୟତା ମିଳିଛି। ତେବେ ‘ଜେଲର’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?