Home Left

ପାଉଁଶ ଡମ୍ପିଂ ଯୋଗୁ ହେଉଛି ପ୍ରଦୂଷଣ

କୁଚିଣ୍ଡା,୭।୬(ଡି.ଏନ୍‌.ଏ.): କୁଚିଣ୍ଡା ବାଇପାସ୍‌ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ ପାଉଁଶ…

କନ୍ଧମାଳରୁ ଅନୁଗୋଳ ଗଞ୍ଜେଇ ଚାଲାଣ: କାର ସହ ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର ଅଫିସ,୭।୬: ଅବକାରୀ ଗୁଇନ୍ଦା ଯାଞ୍ଚ ବେଳେ ଜବତ ହୋଇଛି ୬୦କେଜିର ଗଞ୍ଜେଇ। ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦେଶରେ ଏକ ଟିମ ଅଙ୍କୁଶପୁର ଛକରେ ଗାଡ଼ି ଚେକିଂ କରିଥିଲା। ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର…

ଶୁବମ।ନ ଗିଲ୍‌ଙ୍କୁ ଡେଟ୍‌ ପରେ, ମ୍ୟାରେଜ୍‌ ପ୍ଲାନ୍‌କୁ ନେଇ ସାରା କହିଲେ ଏପରି କଥା…

ମୁମ୍ବାଇ:ବଲିଉଡ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ୍‌ ତାଙ୍କ ଫିଲ୍ମ ଜରା ହଟକେ ଜରା ବଚକେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ୍‌ କରିବାରେ ଲାଗିଛି। ତେବେ ସାରା ପ୍ରଫେଶନାଲ ଲାଇଫ୍‌ ପରି ପର୍ଶନାଲ ଲାଇଫ୍‌ରେ ମଧ୍ୟ ସବୁବେଳେ…

ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‌

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍‌ରେ ମାଗଣା ଶିକ୍ଷାଦାନ କରିବାକୁ କିଟ୍‌ ବୁଧବାର ଘୋଷଣା କରିଛି। ଆଜି ଏ ସମ୍ପର୍କରେ…

ନନ୍ଦିରାରେ ମିଶିଲା ପାଉଁଶ ପାଣି

ବଅଁରପାଳ,୬ା୬(ଡି.ଏନ.ଏ.): ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନାଲ୍‌କୋର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ପାଣି ସୋମବାର ନନ୍ଦିରା ନାଳରେ ମିଶିଛି। ଫଳରେ ଏହି ନାଳ ଉପରେ ନିର୍ଭର କରୁଥିବା ବଳରାମପ୍ରସାଦ, କୁକୁଡାଙ୍ଗ, କୁରୁଡୁଲୁ, ଟେଣ୍ଟଲୋଇ, ଖାମାନା, ପାଣିଓଳା,…

ପେନ୍‌ସିଲ ଆର୍ଟ ଓ ସ୍କ୍ରିବଲିଂ ଆର୍ଟରେ ନିପୁଣ ୨ ଭାଇ

ବେଗୁନିଆପଡ଼ା,୭।୬: ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ୱାଦଶ ବିଜ୍ଞାନ ପଢ଼ା ସରିଛି। ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ ଦୁର୍ବଳତା।…

ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’ ୨୩ରେ…

୮୮ ଜୀବନ ବଞ୍ଚାଇଲେ ଦୀପକ, ଶୁଭଙ୍କର

ବାଲେଶ୍ୱର ଅଫିସ, ୭।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦୀପକ ରଞ୍ଜନ ବେହେରା ଏବଂ ଶୁଭଙ୍କର ଜେନା। ଅନେକ…

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

ତିହିଡି,୭।୬(ଡି.ଏନ.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ପଣ୍ତା ପୋଖରୀ ଛକରେ ବୁଧବାର ସକାଳେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଜଳଧର ମଳିକ (୫୮) ଏବଂ ତାଙ୍କ ଘର ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ…

ପୋଖରୀରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ: ସ୍ବାମୀ ଅଟକ

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀ୍‌ରେ ସୋମବାର ସାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସୋମବାରରାତିଲେ ତୁରୁମୁଙ୍ଗା ପୋଲିସ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହଟି ହେଉଛି…

୧୬ ହଜାରରୁ ଅଧିକ ଲୋକଙ୍କ ହାର୍ଟ ଅପରେଶନ କରିଥିବା ଡାକ୍ତରଙ୍କ ହୃଦଘାତରେ ମୃତ୍ୟୁ…

ଅହମଦାବାଦ,୭।୬ : ଗୁଜରାଟର ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଗୌରବ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ୧୬ ହଜାରରୁ ଅଧିକ ହାର୍ଟ ଅପରେଶନ କରିଥିବା ଗୌରବଙ୍କର ମୃତ୍ୟୁ ହୃଦଘାତରେ ହୃଦୟରେ ବିଶ୍ୱାସଘାତକତା କରିଥିଲେ। ହୃଦଘାତରେ ହୋଇଛି। ଜାମନଗରର ବାସିନ୍ଦା ଗୌରବ ଗାନ୍ଧୀଙ୍କୁ ୪୧ ବର୍ଷ…

ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ କମିଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri