Home Left

‘ଇଣ୍ଡିଆ’ ସମନ୍ବୟ ସମିତି ବୈଠକରେ ପ୍ରଚାର, ରାଲି ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୯: ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ସମନ୍ବୟ ସମିତିର ପ୍ରଥମ ବୈଠକ ଆସନ୍ତା ୧୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ମେଣ୍ଟର ରଣନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା…

କେରଳରେ ପୁଣି ନିପା ଭାଇରସ୍‌ ଭୟ: ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ଆଲର୍ଟ ଜାରି

ଥିରୁଭାନନ୍ତପୁରମ୍‌,୧୨।୯: କେରଳରେ ପୁଣି ନିପା ଭାଇରସ୍‌ ଭୟ ଦେଖଦେଇଛି। କୋଜିକୋଡେ ଜିଲାରେ ଏହି ଭାଇରସ୍‌ ସଂକ୍ରମଣ ହେତୁ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସ୍ବାସ୍ଥ୍ୟ ସତର୍କ ସୂଚନା ଜାରି କରିଛନ୍ତି। ନିପା ଭାଇରସର ବିପଦକୁ ଦୃଷ୍ଟିରେ ରଖି…

ଭ୍ୟାନ୍‌ ମାଡ଼ିଯାଇ ୭ ମହିଳା ମୃତ

ତିରୁପାଟ୍ଟୁର,୧୨ା୯: ତାମିଲନାଡୁର ତିରୁପାଟ୍ଟୁର ଜିଲା ଅନ୍ତର୍ଗତ ନାତ୍ରାମପାଲ୍ଲୀ ନିକଟରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୭ ମହିଳାଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଗତ ୮ ତାରିଖରେ ଜିଲାର ଅମ୍ବୁର ନିକଟବର୍ତ୍ତୀ ଏକ ଗ୍ରାମରୁ…

୨୧ ଟିଡିପି ବିଧାୟକ ଗୃହବନ୍ଦୀ

ହାଇଦ୍ରାବାଦ,୧୨ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ କରିବା ପରେ ଦଳର ସମସ୍ତ ୨୧ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରର ବିଭିନ୍ନ ସହରରେ ଥିବା ସେମାନଙ୍କ ଘର ବାହାରେ ବ୍ୟାପକ ପୋଲିସ…

ରୁଷିଆ ଗସ୍ତରେ କିମ ଜୋଙ୍ଗ ଉନ: ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ହେବ ଆଲୋଚନା

ପ୍ୟୋଙ୍ଗୟାଙ୍ଗ୍‌,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ରୁଷିଆ ଗସ୍ତରେ ଯାଇଛନ୍ତି। ସେଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଜଣାପଡିଛି। କ୍ରେମଲିନ କିମ୍‌ଙ୍କ ଏହି ଗସ୍ତକୁ ନିଶ୍ଚିତ…

ଭୟଙ୍କର ବନ୍ୟା-ଝଡ଼: ୨ ହଜାରରୁ ଅଧିକ ମୃତ୍ୟୁ, ଅନେକ ନିଖୋଜ

ଟ୍ରିପୋଲି,୧୧।୯: ଭୟଙ୍କର ଝଡ ଏବଂ ବନ୍ୟା ଆଫ୍ରିକୀୟ ଦେଶ ଲିବ୍ୟାରେ ଭୟଙ୍କର ବିନାଶ ଘଟାଇଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ବନ୍ୟା ଯୋଗୁ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପୂର୍ବ…

୯ ଚୋରି ଗାଡ଼ି ଜବତ, ଜଣେ ଗିରଫ

ବ୍ରହ୍ମପୁର,୧୧ା୯(ସୁବାସ ଚନ୍ଦ୍ର ପାଢ଼ୀ)-ବ୍ରହ୍ମପୁର ଜିଆରପି ଥାନା ପୋଲିସ ୯ଟି ଚୋରି ଗାଡ଼ି ଜବତ କରିିଛି। ଏ ସଂକ୍ରାନ୍ତରେ ଜଣେ ନାବାଳକଙ୍କୁ ଧରାଯାଇଥିବା ପୋଲିସ କହିଛି। ନାବାଳକଙ୍କୁ ସୋମବାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ନିର୍ଦ୍ଦେଶରେ…

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଦ୍ର ପରିକ୍ରମା ସତ୍‌ସଙ୍ଗ

ଭୁବନେଶ୍ବର,୧୧।୯: ସାମ୍ବାଦିକ ଏବଂ ସାହିତି୍ୟକ ହେଉଛନ୍ତି ସ୍ରଷ୍ଟା। ସେମାନେ ଏଭଳି ଆଲେଖ୍ୟ ପରିବେଷଣ କରିବା ଉଚିତ, ଯାହା ମାନବ ସମାଜର ହିତ ସାଧନ କରିବାରେ ସକ୍ଷମ ହେବ। ଏପରିକି ଲେଖା ମାଧ୍ୟମରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇପରିବ ବୋଲି ସତ୍‌ସଙ୍ଗୀ ସାମ୍ବାଦିକ ସାମ୍ମୁଖ୍ୟ…

କନିଅର ମଞ୍ଜି ଖାଇ ଦମ୍ପତି ଗୁରୁତର

କେନ୍ଦୁଝର,୧୧ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଖେଣ୍ଡେରା ଗ୍ରାମରେ ବିଷ (କନିଆ) ମଞ୍ଜି ଖାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦମ୍ପତି ହେଲେ ଗ୍ରାମର ବ୍ରାହ୍ମଣୀ ପାତ୍ର (୫୫) ଓ ତାଙ୍କ ସ୍ବାମୀ ଗୋବିନ୍ଦ ପାତ୍ର (୬୨)।…

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର, ୧୧।୯(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଛାତ୍ରୀଛାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା…

୧,୦୬୫ ଅଧ୍ୟାପକ ପଦବୀ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର,୧୧।୯(ଅସମାପିକା ସାହୁ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୧,୦୬୫ ଅଧ୍ୟାପକ ପଦବୀ ପୂରଣ ହେବ। ଏଥିପାଇଁ ସୋମବାରଠାରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୩ ରାତି ୧୧ଟା ୪୫ ଯାଏ ଚାଲିବ। ଏ ନେଇ…

ବାସ୍ତବ ପ୍ରସଙ୍ଗରେ ଧ୍ୟାନ ଦେଉ କେନ୍ଦ୍ର: ଖାର୍ଗେ

ନୂଆଦିଲ୍ଲୀ,୧୧ା୯: ଜି୨୦ ସମିଟ୍‌ ଶେଷ ହୋଇଛି। ଏବେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଲୋକଙ୍କ ବାସ୍ତବ ପ୍ରସଙ୍ଗରେ ଧ୍ୟାନ ଦେବା ଲାଗି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମନେ ପକାଇଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ୟକୁ ଲୁଚାଇବା ପାଇଁ ଜୋର୍‌ଦାର ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?