ରେଙ୍ଗାଲି କେନାଲ ନିର୍ମାଣ ପାଇଁ ଘର ଉଚ୍ଛେଦ
କାଳିଆପାଣି,୨୭ା୪(ଡି.ଏନ.ଏ.): ରେଙ୍ଗାଲି କେନାଲ ନିର୍ମାଣରେ ସମସ୍ୟା ଉପୁଯାଉଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ବୁଧବାର ଭାଙ୍ଗିଦେଇଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କେନାଲ ପାଇଁ…
ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ
ରସୁଲପୁର,୨୭ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର ଜିତେନ୍ଦ୍ର କୁମାର ସାହୁଙ୍କ ନାମରେ ଥିବା ଏକ ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ କରାଯାଉଛି। ଏହାକୁ ଜିତେନ୍ଦ୍ର ବିରୋଧ କରୁଛନ୍ତି। ହେଲେ ତାଙ୍କ ବିରୋଧକୁ ପଞ୍ଚାୟତ ପକ୍ଷରୁ ଭୃକ୍ଷେପ…
ଜଳାଶୟରେ ମଲାମାଛ ଭାସୁଛନ୍ତି
ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା ଓ କାଳବୈଶାଖୀ ବର୍ଷା କାରଣରୁ ପାଣିର ଅମ୍ଳଜାନ ହ୍ରାସ ଯୋଗୁ ଏପରି ହୋଇ ଥାଇପାରେ…
‘ପୁରୁଣା ପେନ୍ସନ ଯୋଜନା ପୁନଃ ଲାଗୁ କର’
ଭୁବନେଶ୍ୱର,୨୭।୪(ବ୍ୟୁରୋ): ନୂତନ ବା ଜାତୀୟ ପେନ୍ସନ ଯୋଜନା (ଏନ୍ପିଏସ୍) ଉଚ୍ଛେଦକରି ପୁରୁଣା ପେନ୍ସନ ଯୋଜନା (ଓପିଏସ୍) ପୁନଃ ଲାଗୁ କରିବା ପାଇଁ ୨୦ବର୍ଷ ଧରି ହେଉଥିବା ଦାବିକୁ ତୀବ୍ରତର କରିଛନ୍ତି ଶିକ୍ଷକ ଓ କେନ୍ଦ୍ର-ରାଜ୍ୟ ସରକାରୀ କର୍ମଚାରୀ। ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ…
ନିଜକୁ ଭୂତ ସଂଘ ସଭାପତି କହୁଥିବା ବିପିନ ଗିରଫ
ଖୋର୍ଦ୍ଧା ଅଫିସ,୨୭ା୪: ନିଜକୁ ଭୂତ ସଂଘର ସଭାପତି କହୁଥିବା ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ନନ୍ଦପୁରରୁ ତାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ…
ଗୋଲ୍ଡେନ୍ ବାବାଙ୍କ ଦାମୀ କାର୍ ଜବତ କଲା ଇଡି
ଭୁବନେଶ୍ୱର,୨୭।୪ (ବ୍ୟୁରୋ): ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଏକ ଦାମୀ କାର୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜବତ କରିଛି। ଓଡି୦୫ଏଲ୍୧୦୦୦ ନମ୍ବର ବିଶିଷ୍ଟ ଏହି କାର୍ଟି ଭୁବନେଶ୍ୱର ସିଆର୍ପି ଛକ ନିକଟରେ…
ସାପ ପେଟରୁ ବାହାରିଲା ଜାମୁରୋଳ
ଭୁବନେଶ୍ୱର, ୨୭।୪ (ବ୍ୟୁରୋ): ଜାମୁରୋଳ ଗିଳି ଅସୁସ୍ଥ ହୋଇ ପଡିଥିବା ନାଗ ସାପର ଚିକିତ୍ସା କରାଯାଇଛି। ବୁଧବାର ଓୟୁଏଟିସ୍ଥିତ ଭେଟେରିନାରି କଲେଜରେ ଅସ୍ତ୍ରୋପଚାର କରାଯାଇ ସାପ ପେଟରୁ ଜାମୁରୋଳ କଢାଯାଇଛି। ସାପଟିକୁ ଓୟୁଏଟି ଆଣିବା ପରେ ତା’ ପେଟରେ କ’ଣ ଅଛି…
ଧରାପଡ଼ିଲା ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗ
ଭୁବନେଶ୍ୱର,୨୭।୪ (ବ୍ୟୁରୋ): ତେଲ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍ପରଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ଏବଂ ମୁଣ୍ଡ ଜାମିନ ରଖି ମାଲିକଙ୍କଠାରୁ ୪ ଲକ୍ଷ ଟଙ୍କା ନେବା ମାମଲାରେ କମିଶନରେଟ ପୋଲିସ ଏକ ୯ ଜଣିଆ ନକଲି ପୋଲିସ…
ବିଜେବି କଲେଜକୁ ବାହାର ଲୋକଙ୍କ ପ୍ରବେଶ କଟକଣା
ଭୁବନେଶ୍ୱର,୨୭।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ପ୍ରତିଷ୍ଠିତ ବିଜେବି କଲେଜ ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନେକ ସମୟରେ ବାହାର ପିଲା ବା ଅଣଛାତ୍ର କ୍ୟାମ୍ପସକୁ ଅବୈଧ ଭାବେ ପ୍ରବେଶ କରି ଛାତ୍ରଙ୍କୁ ମାରପିଟ୍ କରିବା ସହ…
ରାଜ୍ୟବାସୀଙ୍କୁ କାମର ହିସାବ ଦେବେ ସରକାର
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଆସନ୍ତା ମେ’ ୨୯ ତାରିଖରେ ବିଜେଡି ସରକାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ। ସରକାର ରାଜ୍ୟବାସୀଙ୍କୁ ନିଜ କାମର ହିସାବ ଦେବେ। ବିଜେଡିକୁ ରାଜ୍ୟବାସୀ ଲଗାତର ବିଜୟୀ କରି ଚାଲିଥିବାରୁ ସରକାରଙ୍କୁ ଏହା ଅଧିକ ଉତ୍ତରଦାୟୀ କରିଛି।…
୫ ଜିଲାର ୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୭ା୪(ବ୍ୟୁରୋ): ୫ଗୋଟି ଜିଲାର ୩୨୮ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲାର ୧୦୦ଟି ଉଚ୍ଚ ବିଦ୍ୟାଳୟ, ସମ୍ବଲପୁର ଜିଲାର ୬୧ଟି, ପୁରୀ ଜିଲାର ୫୩, କେନ୍ଦ୍ରାପଡ଼ା ଜିଲାର ୫୬ ଏବଂ…
କୁଷ୍ଠରୋଗୀଙ୍କ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରି ନୈରାଶ୍ୟଜନକ
ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ, ୨୭ା୪: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରି(ଆର୍ସିଏସ୍)ପ୍ରକ୍ରିୟାକୁ ସୁଦୃଢ଼ୀକରଣ କରିବାକୁ ୨୦୨୨-୨୩ରେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ପ୍ଲାନ୍ରୁ ବିଭିନ୍ନ ଯନ୍ତ୍ରପାତି କିଣିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟର ସମସ୍ତ ୩୦ ଜିଲା ସଦର…
Archives


