ଆଇଏସ୍ଏଲ୍: କଳିଙ୍ଗରେ ଆଜି ଓଡ଼ିଶା ଏଫ୍ସି-ଚେନ୍ନାଇନ୍
ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ୧୦ମ ସଂସ୍କରଣରେ ଓଡ଼ିଶା ଏଫ୍ସିର ଅଭିଯାନ ଶନିବାର ଆରମ୍ଭ ହେବ। ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚେନ୍ନାଇନ୍ ଏଫ୍ସିକୁ ଭେଟିବ। ଗତ ସିଜନରେ ଓଡ଼ିଶା ଏଫ୍ସି ଚମତ୍କାର ପ୍ରଦର୍ଶନ…
୨ ମାସରେ ଧରିଲେଣି ୨୦୦ ସାପ
କେନ୍ଦୁଝର,୨୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ମୁସଲିମ ସାହିର ସାପ ଧରାଳି ଅବଦୁଲ ନାଦିର ଅନ୍ସାରୀ(୨୪)। ଅଞ୍ଚଳରେ ସାପ ମଣିଷ ଭାବେ ପରିଚୟ ଲାଭ କରିଥିବା ଏହି ଯୁବକ ଗତ ୨ ମାସ ମଧ୍ୟରେ ୨ ଶହରୁ…
ବିଜେତାକୁ ୪ ନିୟୁତ ଡଲାର
ଦୁବାଇ, ୨୩ା୯ (ପି.ଟି.): ଆଗାମୀ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍ର ବିଜେତାକୁ ମିଳିବ ୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୩୩ କୋଟି ଟଙ୍କା) ଏବଂ ରନରଅପ୍ ପାଇବ ୨ ନିୟୁତ ଡଲାର (ପ୍ରାୟ ୧୬ କୋଟି ଟଙ୍କା)। ଅନ୍ତର୍ଜାତୀୟ କ୍ରିକେଟ…
ଶୋଷ ମେଣ୍ଟାଉଛି ଚୁଆପାଣି
ଯୋଡ଼ା,୨୩ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି କ୍ଷେତ୍ରରେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ରହିଛି। ଏଠାରେ ଥିବା ଖଣିରୁ ରାଜ୍ୟ ସରକାର ଅନେକ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଏହା ସହ ଜିଲା ଖଣିଜ ପାଣ୍ଠିରେ ଅଜସ୍ର ଟଙ୍କା…
ଆସାମ ଚାମ୍ପିୟନ, ଝାଡ଼ଖଣ୍ଡ ରନରଅପ୍
ଭୁବନେଶ୍ୱର, ୨୩ା୯(ବିଜୟ ରଣା): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ୨୦୨୩ରେ ଆସାମ ଚାମ୍ପିୟନ ହୋଇଛି। ଶୁକ୍ରବାର କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଦଳ ୫୩ ରନରେ ଝାଡ଼ଖଣ୍ଡକୁ…
ଟାଇଟଲରେ ଅଷ୍ଟ୍ରେଲିଆର ହ୍ୟାଟ୍ରିକ
ଆଇସିସି କ୍ରିକେଟ ବିଶ୍ୱକପର ୯ମ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ୨୦୦୭ ମାର୍ଚ୍ଚ ୧୩ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୫୧ଟି ମ୍ୟାଚ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏହାକୁ ମିଶାଇ ଅଷ୍ଟ୍ରେଲିଆ କ୍ରମାଗତ ୩…
ଡୁବୁରୀ-ଟାଟା ଷ୍ଟିଲ୍ ୟାର୍ଡକୁ ନୂତନ ରେଳ ଲାଇନ ପ୍ରସ୍ତାବ
ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଟାଟା ଷ୍ଟିଲ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିରେ ଅତିରିକ୍ତ ୨୩ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍ରୁ ୮ ନିୟୁତ ମେଟ୍ରିକ ଟନ୍(ଏମ୍ଟିପିଏ) ପର୍ଯ୍ୟନ୍ତ ଷ୍ଟିଲ୍…
ସବ୍ଜୁନିୟର ମହିଳା ହକି: ସୁନ୍ଦରଗଡ଼ ବିଜେତା
ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍ ଓଡ଼ିଶା ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ସବ୍ଜୁନିୟର ହକି ଚାମ୍ପିୟନଶିପ୍ ଶୁକ୍ରବାର ଉଦ୍ଯାପିତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଯାଜପୁରକୁ ୫-୧ ଗୋଲରେ ହରାଇ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି।…
ବଚନଙ୍କ ସ୍ବର୍ଣ୍ଣରୁ ଆରମ୍ଭ ହୋଇଥିଲା ଓଡ଼ିଶାର ପଦକ ଅଭିଯାନ
ଭୁବନେଶ୍ୱର, ୨୩।୯ (ତପନ ସ୍ବାଇଁ): ଚାଇନାର ଗୁଆଙ୍ଗଝୋଠାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସ। ରେକର୍ଡ ଅନୁସାରେ ଏସିଆନ ଗେମ୍ସରେ ଓଡ଼ିଶାର ପଦକ ଅଭିଯାନ ଆରମ୍ଭ ହୋଇଥିଲା ସେକ୍ ଅବଦୁଲ ମଜିଦ ବଚନଙ୍କଠାରୁ। ୧୯୫୧ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ…
ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି
ଯାଜପୁରରୋଡ୍,୨୩ା୯ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ସହ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରେଲ୍ଓ୍ବେ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ଷ୍ଟେଶନବଜାର, ବସ୍ଷ୍ଟାଣ୍ଡ, ବ୍ୟାସନଗର ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟ…
ଆଫଗାନିସ୍ତାନର ୨ ଦଳ ଭାଗ ନେବେ
ହାଙ୍ଗ୍ଝୋ, ୨୩ା୯ (ଏପି): ଆଫଗାନିସ୍ତାନ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ଅନୁଷ୍ଠିତ ହେଉଥିବା ପ୍ରଥମ ଏସିଆନ ଗେମ୍ସରେ ଦୁଇ ଦଳ ଆଥଲେଟ ଚାଇନିଜ ସହର ହାଙ୍ଗ୍ଝୋଠାରେ ପହଞ୍ଚତ୍ଛନ୍ତି। ଉଭୟଙ୍କ ରୂପ ଭିନ୍ନ ରହିଛି। ଗୋଟିଏ ଦଳ ଆଫଗାନିସ୍ତାନରୁ ଆସିଛି, ଯେଉଁ ଦେଶରେ…
ଭାରତ ନମ୍ବର ଓ୍ବାନ
ନୂଆଦିଲ୍ଲୀ, ୨୩।୯: କ୍ରିକେଟର ୩ ଫର୍ମାଟ, ଟେଷ୍ଟ, ଦିନିକିଆ ଓ ଟି୨୦ ର଼୍ୟାଙ୍କିଙ୍ଗ୍ରେ ଭାରତ ନମ୍ବର ଓ୍ବାନ ହୋଇ ଇତିହାସ ରଚିଛି। ପୂର୍ବରୁ ଟେଷ୍ଟ ଓ ଟି୨୦ରେ ଭାରତ ଶୀର୍ଷରେ ଥିବାବେଳେ ଶୁକ୍ରବାର ମୋହାଲିରେ ଅଷ୍ଟ୍ରେଲିଆକୁ ହରାଇବାପରେ ଦିନିକିଆରେ ମଧ୍ୟ ନମ୍ବର…

