Home Left

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଭଲ: ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ଆଲୋଚନା ହୋଇଛି। ଏଥିରେ ଭାଗ ନେଇ ଲୋକସଭାରେ ଟିଏମସି ଏମ୍‌ପି କାକୋଲି ଘୋଷ ଦସ୍ତିଦାର ସଂସଦରେ କହିଛନ୍ତି ଯେ, ଭାଜପା ମହିଳାଙ୍କୁ ଅପମାନିତ କରିବାରେ ଲାଗିଛି। ମହିଳାମାନେ ପୁରୁଷଙ୍କ ସହ ସମାନ…

ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଗତ କିଛି ଦିନ ହେବ କାନାଡା ସହ ଚାଲିଥିବା ଉତ୍ତେଜନା ଏବଂ ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।…

ଭୁଶୁଡିଲା ହଷ୍ଟେଲ କାନ୍ଥ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୦।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨ଦିନ ଧରି ଗଜପତି ଜିଲାରେ ବର୍ଷା ଲାଗିରହିଛି । ଲଗାଣ ବର୍ଷାର ପ୍ରଭାବରେ ଜିଲାର ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ଆପଗ୍ରେଡ୍‌ ଆବାସିକ ହାଇସ୍କୁଲର ହୋଷ୍ଟେଲ କାନ୍ଥ ବୁଧବାର ଭୋରରୁ…

ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏହି ମାମଲା ୟୁପିର ବାଡାଉନ…

ମହିଳା ସଂରକ୍ଷଣ ବିଲ୍‌ ଜରିଆରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୨୦।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି…

ଭୁଲ୍‌ ନ ଥିଲେ ବି ସ୍ତ୍ରୀଙ୍କୁ କ୍ଷମା ମାଗନ୍ତି ବିକି

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡ୍‌ର ପାଓ୍ବାରଫୁଲ୍‌ ଦମ୍ପତି ଭାବେ ଜଣାଶୁଣା। ଉଭୟ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମତ ରଖିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଭି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଯୋଗୁ ମୋ…

ଦ୍ୱିତୀୟଥର ବିବାହ କଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିଛନ୍ତି। ଦୁହେଁ ପ୍ରଥମେ ପାରମ୍ପରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ ପରିବାର ସଦସ୍ୟ…

ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ବ୍ୟାନ୍‌ କଲା ମଣିପୁରର ଏକ ସଂଗଠନ

ଇମ୍ଫାଲ,୨୦।୯: ଇମ୍ଫାଲର ଏକ ସଂଗଠନ ଲୋକପ୍ରିୟ ମଣିପୁରୀ ଚଳଚ୍ଚିତ୍ର ତାରକା ସୋମା ଲାଇଶ୍ରମଙ୍କୁ ତିନି ବର୍ଷ ପାଇଁ ଚଳଚ୍ଚିତ୍ରରେ କାମ କରିବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଇଛି। କୁହାଯାଉଛି, ଯେ ପର୍ଯ୍ୟନ୍ତ ମଣିପୁରରେ ହିଂସା କମିନାହିଁ…

ଦବିଲା ୨୦ବର୍ଷର ପୁରୁଣା ପୋଲ

ଖଇରା, ୨୦।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର ଅଚ୍ୟୁତପୁର ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ୩ ଗ୍ରାମକୁ ସଂଯୋଗ କରୁଥିବା ମୁଣିଦା-ନଛିପୁର ରାସ୍ତା ମଝିରେ ଥିବା ଏକ ପୁରୁଣା ପୋଲ ଦବିଯିବା ଯୋଗୁ ଯାତାୟାତ ଏକପ୍ରକାର ବନ୍ଦ ହୋଇ ପଡିଛି। ଯେଉଁମାନେ…

ପ୍ରେମ ବିବାହର ୬ ମାସ ହୋଇନି, ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର,୨୦।୯(ମନୋଜ ପୃଷ୍ଟି): ପ୍ରେମ ବିବାହର ୬ ମାସ ହୋଇନାହିଁ, ହେଲେ ଯୁବତୀଙ୍କ ମୃତ୍ୟୁ ଘଟିବା ଘଟଣା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳର ଆଲୋଡ଼ନ ସୃଷ୍ଟି କରିଛି। ଏହା ଏକ ହତ୍ୟା ଘଟଣା ବୋଲି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ପ୍ରହସନ

ରସୁଲପୁର,୨୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୬୬ ଅଙ୍ଗନୱାଡି କେନ୍ଦ୍ର ରହିଛି।ଏହି କେନ୍ଦ୍ରରେ ପ୍ରି-ସ୍କୁଲ/ପ୍ଲେ-ସ୍କୁଲର ୩ରୁ ୬ବର୍ଷ ପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ୱ କୋମଳମତି ଶିଶୁ କେନ୍ଦ୍ରରେ ନାମ ଲେଖାଇଛନ୍ତି। ପ୍ରତ୍ୟେକ କେନ୍ଦ୍ର…

ଜାବରା ସେତୁ ଉପରେ ଏକାଧିକ ଗାତ

ଜେନାପୁର,୨୦।୯(ଅଶୋକ ଦାସ): ଗ୍ରାମାଞ୍ଚଳରେ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟା ସନ୍ତୁଳନ ରକ୍ଷାକରିବା ପାଇଁ ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରାଯାଇଛି। ଏଥିରେ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?