Home Left

ଡିଆର୍‌ଡିଓ ବୈଜ୍ଞାନିକଙ୍କ ହାଜତ ମିଆଦ ୧୫ ଯାଏ ବଢ଼ିଲା

ନୂଆଦିଲ୍ଲୀ, ୧୦ା୫: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗତ ୩ ତାରିଖରେ ପୁଣେରୁ ଗିରଫ ହୋଇଥିବା ଡିଆର୍‌ଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲ୍‌କର(୫୯)ଙ୍କ ହାଜତ ମିଆଦକୁ ମେ’ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନଭେମ୍ବରରେ ଅବସର ନେବାକୁ ଥିବା ପ୍ରଦୀପ ହନିଟ୍ରାପ୍‌ରେ…

କର୍ନାଟକ ନିର୍ବାଚନ: ୩୭୫ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ, ୧୦ା୫: କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ…

ପାଶ୍ଚାତ୍ୟ କରୁଛି ଅସଲ ଯୁଦ୍ଧ: ପୁଟିନ୍‌

ମସ୍କୋ,୧୦ା୫: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ଅସଲ ଯୁଦ୍ଧ’ ଆରମ୍ଭ କରିଦେଇଛନ୍ତି ବୋଲି ବିଜୟ ଦିବସ ପରେଡ୍‌ ଅବସରରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରକାଶ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀର ନାଜିଙ୍କ ପରାଜୟକୁ ମନେପକାଇ ରୁଷିଆ ପ୍ରତିବର୍ଷ ମେ’ ୯ରେ ଭିକ୍ଟ୍ରି…

୬୦ବର୍ଷ ଚାଷ କରୁଥିବା ଜମିକୁ ପାର୍କ ନିର୍ମାଣ ପାଇଁ ଚିହ୍ନଟ, ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ-ଜନପ୍ରତିନିଧି

କେନ୍ଦୁଝର,୯ା୫ (ସ୍ୱ. ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ଲଟ ନମ୍ବର  ୩୯୨ ରେ ପାର୍କ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି। ଏହାକୁ ବିରୋଧ କରି    ସ୍ଥାନୀୟ ଚାଷୀ  ସମେତ ସରପଞ୍ଚ ସମେତ ସମିତିସଭ୍ୟ …

ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ…

ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ସ୍କୁଟି ଗର୍ଲଙ୍କର ଡ୍ରାଇଭିଂ ଦେଖି ଭୂମି ୟୁଜର୍ସଙ୍କ…

ଭୋଟିଂର ଗୋଟିଏ ଦିନ ପୂର୍ବରୁ କର୍ନାଟକ ଜନତାଙ୍କ ନାମରେ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍‌ ମେ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ରାଜ୍ୟରେ ୩୮ବର୍ଷ ଧରି ଚାଲିଆସୁଥିବା ବିରୋଧୀ ଲହରକୁ ଭାଙ୍ଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବାକୁ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଲକ୍ଷ୍ୟ ରଖିଛି। ଏହି ସମୟରେ…

ସଲମାନଙ୍କୁ ବି ପଛରେ ପକାଇଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ଆଉ ଏକ ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ଖୁବ ଚର୍ଚ୍ଚାରେ। ଫିଲ୍ମରେ ଅଦା ଶର୍ମା ଲିଡ ରୋଲ ପ୍ଲେ କରୁଛନ୍ତି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ଦ କେରଲା ଷ୍ଟୋରି’ ସିନେମା ହଲରେ…

କେକେକେ ୧୩ରେ ନଜର ଆସିବେ ଡେଜି ଶାହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଡେଜି ଶାହ ଷ୍ଟଣ୍ଟ ବେସ୍ଡ ରିୟଲିଟି ଶୋ’ ଖତରୋଁ କେ ଖିଲାଡି ସିଜନ ୧୩ ସହ ଫେରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲେଣି। ଏଥର ସେ ଫିଲ୍ମ ମେକର ରୋହିତ ସେଟ୍ଟିଙ୍କ ଗାଇଡାନ୍ସରେ ଷ୍ଟଣ୍ଟ କରିବାକୁ ନେଇ…

କର୍ନାଟକରେ ଭାଜପା-କଂଗ୍ରେସ କଳି ପହଞ୍ଚିଲା କୋର୍ଟରେ, ଭାଜପା ଦାୟର କଲା ମାନହାନି ମାମଲା

ବେଙ୍ଗାଲୁରୁ,୯।୫: କର୍ନାଟକରେ ବୁଧବାର ଅର୍ଥାତ୍‌ ମେ ୧୦ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହେଲେ ଏବେବି ରାଜ୍ୟରେ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୁତୁମେମେ ଲାଗି ରହିଛି।…

ମା’ଙ୍କ ଅନ୍ତିମ ସଂସ୍କାର କଲେ ଝିଅ

କେନ୍ଦୁଝର,୯।୫,(ସ୍ବ.ପ୍ର.): ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିବା ପରେ ମା’ ଙ୍କ ଅନ୍ତିମ ସଂସ୍କାର କଲା ଝିଅ। ଦୀର୍ଘ ୫ ବର୍ଷ ହେଲାଣି ବୃଦ୍ଧାଙ୍କୁ ତାଙ୍କ ପୁଅମାନେ ନ ପଚାରିବାରୁ ଝିଅଙ୍କ ପାଖରେ ସେ ରହୁଥିଲେ।…

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ସୋନପୁର,୯।୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ତରଭା ସବରେଜିଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବ ପ୍ରସାଦ ଗୁରୁଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଶିବ ପ୍ରସାଦ ଗୁରୁ ଜମି ରେଜିଷ୍ଟ୍ରି ସମ୍ପର୍କିତ କାମ ପାଇଁ ୨୪ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri