Home Left

ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫକୁ ନେଇ କୋର୍ଟ ଅସନ୍ତୋଷ…

ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ସହ ଡେଟ୍‌ କରୁଛନ୍ତି ସୁସ୍ମିତା

ମୁମ୍ବାଇ,୧୧।୫: ଯଦି ଆମେ ହିନ୍ଦୀ ସିନେମାର ଦମ୍‌ଦାର ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ସୁସ୍ମିତା ସେନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି।…

ସୁପ୍ରିମକୋର୍ଟଙ୍କ ରାୟର କିଛି ଘଣ୍ଟା ପରେ ଆକ୍ସନ ମୁଡରେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୧୧।୫: ଟ୍ରାନ୍ସଫର-ପୋଷ୍ଟିଂ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ସଚିବ ଆଶିଷ ମୋରେଙ୍କୁ ହଟାଇ ଦେଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାରଙ୍କୁ ଏକ ବଡ଼…

ବାପା ହେବେ ଆରସିବିର ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୫: ଆଇପିଏଲରେ ଆରସିବି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏନେଇ ସ୍ତ୍ରୀ ବିନି ରମଣ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶେୟାର କରି କହିଛନ୍ତି, ମୁଁ ଏବଂ ଗ୍ଲେନ ମ୍ୟାକ୍ସୱେଲ ନୂତନ ଶିଶୁର ଆଗମନ ଘୋଷଣା କରି…

କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କଲେ ରେସ୍‌ଲର

ନୂଆଦିଳ୍ଲୀ,୧୧ା୫: ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍‌ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଧାରଣାରେ ବସିଥିବା ରେସ୍‌ଲରମାନେ କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କରିବା ସହ ଏହାକୁ କଳାଦିବସ…

ଅନସ୍କ୍ରିନ ରୋମାନ୍ସର ତଡକା ଦେବେ ସାହିଦଙ୍କ ସହ ରଶ୍ମିକା

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ର ସୁପର ଡୁପର ସଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଶନାଲ କ୍ରସ ରଶ୍ମିକା ମନ୍ଦାନାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସବୁ ଚଳଚ୍ଚିତ୍ର ର୍ନିମାତା ଏବଂ ବଲିଉଡ ର୍ନିମାତାଙ୍କ ସର୍ବଶେଷ ତଥା…

‘ଏବେ କିଛି ନିଷ୍ପତ୍ତି ହେବାର ବାକି…’ ଶିନ୍ଦେ ସରକାରଙ୍କ ଉପରେ ଏସ୍‌ସିଙ୍କ ରାୟ ପରେ ଶରଦ ପାୱାରଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୧।୫: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ନିଷ୍ପତ୍ତି ନେଇ କହିଛନ୍ତି ଉଦ୍ଧବ ଠାକରେ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେଣୁ ତାଙ୍କ ସରକାର ପୁନରୁଦ୍ଧାର ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଏନସିପି ସୁପ୍ରିମୋ…

୧୦ଟି ଭାଗରେ ‘ମହାଭାରତ’ ନିର୍ମାଣ କରିବେ ରାଜାମୌଳି

ମୁମ୍ବାଇ: ଫିଲ୍ମ ମେକର ଏସ ଏସ ରାଜମୌଳି ଖୁବଶୀଘ୍ର ଦର୍ଶକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ବାହୁବଳି ଓ ଆରଆରଆର ଭଳି ଦମଦାର ମୁଭି ଭେଟି ଦେଇଥିବା ରାଜାମୌଳି ଏମିତି ଜଣେ ଫିଲ୍ମ ନିର୍ମାତା ଯାହାଙ୍କ ମୁଭିକୁ ଦର୍ଶକେ ଅପେକ୍ଷା…

ମେ’ ୨୦ରେ ଉଦ୍‌ଘାଟନ ହେବ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କୋର୍ଟ

ପୁରୁଷୋତ୍ତମପୁର,୧୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ଲାଗି ଦୀର୍ଘଦିନ ହେଲା ଓକିଲ ସଂଘ ଦାବି କରିଆସୁଥିଲା। ଦାବିକୁ ରାଜ୍ୟ ସରକାର ଗୁରୁତର ସହ ନେଇ ନୂତନ କୋର୍ଟ ଖୋଲିବା…

‘ଏବେ ବି ସ୍ଥିତି ଗମ୍ଭୀର, ରାଷ୍ଟ୍ରପତି ଶାସନ ଲାଗୁ କର’

ନୂଆଦିଲ୍ଲୀ,୧୧।୫: ମଣିପୁରରେ ଘଟିଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୦୦ରୁ ଉର୍ଦ୍ଧ୍ୱଙ୍କର ଜୀବନ ଯାଇଛି। ତେବେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଆବଶ୍ୟକତା ରହିଥିବା କଂଗ୍ରେସ ନେତା ତଥା ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସ…

ନିକ୍‌ଙ୍କ ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ବାହାରିବା ପରେ ଗ୍ଲୋବାଲ ଷ୍ଟାର୍‌ ପାଲଟିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସୁଛନ୍ତି। ସେ ସବୁବେଳେ ଗୋଟିଏ ବିଷୟରେ ପ୍ରକାଶ କରୁଛନ୍ତି, ଆକ୍ସନ ପ୍ୟାକ୍‌ ସିରିଜ ‘ସିଟାଡେଲ’ ଏବଂ ରୋମାଣ୍ଟିକ୍‌ ଫିଲ୍ମ ‘ଲଭ୍‌ ଏଗେନ୍‌’…

ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ, ‘ମିଶନ ୨୪’କୁ ନେଇ ମୁଖ୍ୟମନ୍ତ୍ରୀ କହିଲେ- ‘ସମସ୍ତଙ୍କ ସହମତି…’

ମୁମ୍ବାଇ,୧୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତାକୁ ନେଇ ଗୁରୁବାର ମୁମ୍ବାଇ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଶିବସେନା ୟୁବିଟି ମୁଖ୍ୟ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଏନସିପି ମୁଖ୍ୟ ଶରଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri