ତୃତୀୟ ସ୍ଥାନରେ ରାଜସ୍ଥାନ
କୋଲକାତା,୧୨ା୫: ଇଡେନ ଗାର୍ଡେନ୍ସରେ ଆଇପିଏଲ୍ର ୫୬ ତମ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଓ ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୯ ଉଇକେଟରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍)କୁ ପରାସ୍ତ କରିଛି। ୧୨ତମ ମ୍ୟାଚରୁ ଷଷ୍ଠ ବିଜୟ…
ନକଲି ନଡ଼ିଆତେଲ ତିଆରି ବେଳେ ଚଢ଼ାଉ, ୨ ଗିରଫ
ରାଉରକେଲା ଅଫିସ,୧୨ା୫: ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧୀନ ଏ. ବି. ଲେନ୍ ଇସଲାମ ନଗରରେ ବିଭିନ୍ନ ଦାମୀ କମ୍ପାନୀ ଲେଭଲ ବ୍ୟବହାର କରି ନକଲି ନଡିଆ ତେଲ ଓ ବଜାଜ ଏଲମଣ୍ଡ ଡ୍ରପ୍ସ ତିଆରି ବେଳେ ପୋଲିସ ଚଢାଉ କରି ୨ଜଣଙ୍କୁ…
ରାଜ୍ୟରେ ଆଉ ୧୧୮୧ ଡାକ୍ତର ନିଯୁକ୍ତ ହେବେ
ଭୁବନେଶ୍ୱର, ୧୨।୫ (ବ୍ୟୁରୋ): ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦକ୍ଷ ଡାକ୍ତରଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଲୋକସେବା ଆୟୋଗ ମାଧ୍ୟମରେ ଡାକ୍ତର ଚୟନ କରାଯାଉଛି। ଏହିକ୍ରମରେ ଆଉ ୧୧୮୧ଜଣ ଡାକ୍ତରଙ୍କୁ ନିଯୁକ୍ତ ଦେବା…
ବିକ୍ରି ହେଉନି ଆପାର୍ଟମେଣ୍ଟ
ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଗତ ୧ ବର୍ଷ ହେବ ଆପାର୍ଟମେଣ୍ଟ କିଣା ବିକା ଅଟକିଛି। କମନ ଏରିଆ ମାଲିକାନାକୁ ନେଇ ବଢ଼ିଚାଲିଛି ଝମେଲା। ଆସୋସିଏଶନ ପାଇଁ ରାଜ୍ୟରେ କୌଣସି ଆଇନ ନ ଥିବାରୁ ଘର ବୁକ୍ କଲେ ମଧ୍ୟ ନିଜ ନାମରେ ସେଲ୍ଡିଡ୍ ବା…
ଗଜଲବାଡି ବନାଞ୍ଚଳରୁ ପୁରୀ ଗଲା ରଥକାଠ
ସୋରଡା,୧୧।୫(ଡି.ଏନ.ଏ): ପୁରୀ ରଥଯାତ୍ରା ପାଇଁ ଦକ୍ଷିଣ ଘୁମୁସର ଗଜଲବାଡି ବନାଞ୍ଚଳରୁ ୨୨ଟି କାଠ ପୁରୀ ଯାଇଛି। ଗାଜଳବାଡିଠାରେ କାଠ ବୋଝେଇ ଟ୍ରକକୁ ପ୍ରଥମେ ବନ୍ଦାପନା ପୂଜା ପରେ ସୋରଡା ଆସିଥିଲା । ରାସ୍ତାରେ ନାହାଗଣ୍ଡା,ଗୋଛା,ପିପଲପାଙ୍କା,ଅଶୂରବନ୍ଧ ଠାରେ ମହିଳାମାନେ ପୂଜା କରିବା ପରେ…
ଶୁକ୍ରବାର ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ: ୪,୪୦୦କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍ଘାଟନ
ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କିଛି ପ୍ରକଳ୍ପର ଉଦଘାଟନ କରିବେ। ଗୁରୁବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ ଗୁଳିକରି ହତ୍ୟା କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ହେଲେ ସାଉଲିପଡା ଗାଁର ସୁବଳ କହଁର।…
ଯୁବକଙ୍କୁ ମାଡ଼ମାରି ଲୁଟି ନେଲେ ସୁନା ଚେନ୍, ଟଙ୍କା
ବ୍ରହ୍ମପୁର ଅଫିସ,୧୧ା୫: ଶେରଗଡ଼ ବାଇସିଙ୍ଗି ଗ୍ରାମର ଧୁର୍ଜଟି ପ୍ରଧାନ ଓ ତାଙ୍କର ଦୁଇ ସାଙ୍ଗଙ୍କୁ କେତେକ ଦୁର୍ବୃତ୍ତ ମାଡ଼ମାରି ସୁନା ଚେନ, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୧୭୭/୨୩) ରୁଜୁ…
ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର ଅଫିସ,୧୧ା୫: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ସହ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୨୫୬/୨୩) ରୁଜୁକରି ଘଟଣାର ତଦନ୍ତ…
ସିସୋଡିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ଭିସି ମାଧ୍ୟମରେ ସ୍ତ୍ରୀଙ୍କ ସହ କଥା ହେବାକୁ ହାଇକୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ତେବେ ତାଙ୍କୁ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ସହ କଥା ହେବାକୁ ଅନୁମତି…
ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି
କୋଲକାତା,୧୧।୫: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ଆଇପିଏଲର ୫୬ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍…
ଇମ୍ରାନଙ୍କୁ ଆଶ୍ୱସ୍ତି, ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ପାକ୍ ସୁପ୍ରିମକୋର୍ଟ
ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଛନ୍ତି। ଏହାପୂର୍ବରୁ ପ୍ରଧାନ ବିଚାରପତି ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ…
Archives


