ଭର୍ଷ୍ଟାପେନ୍ଙ୍କୁ ପୋଲ୍ ପୋଜିଶନ
ସୁଜୁକା (ଜାପାନ), ୨୪ା୯ (ଏପି) ଫର୍ମୁଲାଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଜାପାନିଜ ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ପାଇଁ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏଥି ସହ ସେ ଫର୍ମକୁ ଫେରିଛନ୍ତି। ସପ୍ତାହ ପୂର୍ବେ ସିଙ୍ଗାପୁରରେ ସେ…
ହରିୟାଣାର ବୃହତ୍ ବିଜୟ, ହାରିଲା ଓଡ଼ିଶା
ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍ ଅଫ୍ ଓଡ଼ିଶା(ଫାଓ) ପକ୍ଷରୁ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩ରେ ଶନିବାର ବୃହତ ବିଜୟ ହାସଲ କରିଛି ହରିୟାଣା। ଅନ୍ୟ…
୧୫ ବଦଳରେ ରହୁଛନ୍ତି ୧୭୯
କଟକ,୨୪।୯(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ତୁଳସୀପୁରସ୍ଥିତ ମହାନଦୀ କୂଳରେ ରହିଛି ହରିଣପାର୍କ। ଏହାକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷେ ପାର୍କର ରକ୍ଷଣାବେକ୍ଷଣ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ ବର୍ଷ…
୨୦୧୧: ଆୟୋଜକ ଦେଶ ଭାବେ ଭାରତ ବିଜେତା
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ଦଶମ ସଂସ୍କରଣ ଭାରତରେ ଖେଳା ଯାଇଥିଲା। ବାଂଲାଦେଶ ଓ ଶ୍ରୀଲଙ୍କା ସହ ଭାରତ ଆୟୋଜକ ଦେଶ ରହିଥିବା ବେଳେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଆରମ୍ଭରୁ ଭାରତ ଓ ପାକିସ୍ତାନରେ ଏହି ବିଶ୍ୱକପ୍ ଖେଳାଯିବାର…
ଜିଲା ଦାବିରେ ଅକ୍ଟୋବର ୩ ନୀଳଗିରି ବନ୍ଦ
ନୀଳଗିରି, ୨୪।୯(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ହୋଇଆସୁଛି। ସେପ୍ଟେମ୍ବର ୧୬ତାରିଖରେ ଏନେଇ ଏକ ବିଶାଳ ଜନସମାବେଶରେ ନୀଳଗିରିକୁ ତୁରନ୍ତ ସରକାର ଜିଲା ଘୋଷଣା କରନ୍ତୁ ବୋଲି ଦୃଢ଼ ଦାବି ହୋଇଥିଲା। ସରକାରଙ୍କ…
ପାକିସ୍ତାନ କ୍ରିକେଟ ଦଳର ଭିଜାକୁ ଅପେକ୍ଷା
ଇନ୍ଦୋର,୨୪ା୯: ଆଇସିସି ଦିନିକିଆ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଆସିବା ଲାଗି ଭିଜା ପାଇଁ ଅପେକ୍ଷାରେ ଅଛନ୍ତି ପାକିସ୍ତାନୀ ଖେଳାଳି ଓ ଟିମ୍ ଅଫିସିଆଲ। ପାକିସ୍ତାନ ଏହାର ଓପ୍ନିଂ ଓ୍ବାର୍ମଅପ୍ ଖେଳିବାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୨୭ରେ ଭାରତରେ…
କଳିଙ୍ଗରୁ ଓଏଫ୍ସିର ବିଜୟ ଅଭିଯାନ
ଭୁବନେଶ୍ୱର,୨୪ା୯(ସରୋଜ ଜେନା): ଇଣ୍ଡିଆନ୍ ସୁପର୍ ଲିଗ୍(ଆଇଏସ୍ଏଲ୍)ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ଏଫ୍ସି(ଓଏଫ୍ସି)। ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇନ୍ ଏଫ୍ସିକୁ ୨-୦ ଗୋଲରେ ପରାସ୍ତ କରି ସମ୍ପୂର୍ଣ୍ଣ ୩ ପଏଣ୍ଟ ଅର୍ଜନ କରିଛି ଓଏଫ୍ସି। ଦଳ…
ସହରରେ ନାହିଁ ବଜାର ବ୍ୟବସ୍ଥା : କାଦୁଅରେ ବସି ପରିବା ବିକୁଛନ୍ତି ଚାଷୀ
ଯୋଡ଼ା,୨୪।୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାରେ ବଜାର ବ୍ୟବସ୍ଥା ନାହିଁ। ଫ୍ଲାଏଓଭର କାର୍ଯ୍ୟ ମନ୍ଥରତା ଓ ସର୍ଭିସ୍ ରୋଡ୍ ନିର୍ମାଣରେ ବିଳମ୍ବ ଯୋଗୁ ରାସ୍ତା ତମାମ କାଦୁଅ ପଙ୍କରେ ଭର୍ତ୍ତି ହୋଇଛି। ବଜାର ମଧ୍ୟରେ ସ୍ଥାନ ମିଳି ନ ଥିବାରୁ…
ଲୋକକଳାକୁ ପ୍ରାଧାନ୍ୟ
ହାଙ୍ଗଝୋ,୨୪ା୯: ବିଶ୍ୱର ଯେ କୌଣସି କ୍ରୀଡା ଇଭେଣ୍ଟରେ ନାମୀଦାମୀ ରାପର ଓ କଳାକାର ମାନଙ୍କୁ ଦେଖିବାକୁ ମିଳିଥାଏ। ମାତ୍ର ଚାଇନାରେ ଅନୁଷ୍ଠିତ ୧୯ ତମ ଏସିଆନ୍ ଗେମ୍ସରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ କଳାକାରଙ୍କୁ…
ପ୍ରି-କ୍ୱାର୍ଟରରେ ଟେବୁଲ ଟେନିସ ଦଳ
ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍ ଗେମ୍ସର ୧୯ ତମ ସଂସ୍କରଣରେ ଭାରତୀୟ ଟେବୁଲ ଟେନିସ ଦଳ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ଉଭୟ ପୁରୁଷ ଓ ମହିଳା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ…
ପଟିଆରେ ସକ୍ସେସ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ମେନ୍ସୱେର ବ୍ରାଣ୍ଡ୍ ‘ସକ୍ସେସ୍’ର ନୂତନ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ପୁଣି ବଢ଼ିପାରେ ଖାଦ୍ୟ ମୁଦ୍ରାସ୍ଫୀତି
ଭୁବନେଶ୍ୱର, ୨୪।୯: ସକ୍ରିୟ ମୌସୁମୀ ସାରା ଦେଶରେ ଖରିଫ ଚାଷକୁ ପୁନର୍ଜୀବିତ କରିଛି। ଏହାର ପ୍ରଭାବରେ ସାରା ଦେଶରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଭଲ ଧାନ ଅମଳ ହେବ ବୋଲି ଆଶା କରାଯାଉଛି। ତେବେ ତୈଳବୀଜ ଓ ଡାଲି ଜାତୀୟ…

