Home Left

୧୪ ଦିନ ପରେ ଦୁବାଇରୁ ଗଞ୍ଜାମ ମର୍ଦ୍ଦକୋଟକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ବେଗୁନିଆପଡ଼ା,୧୧ା୫(ଡି.ଏନ୍‌.ଏ.): ପରିବାର ପ୍ରତିପୋଷଣ ପାଇଁ ସୁଦୂର ଦୁବାଇ ଯାଇଥିଲେ ଜଣେ ବ୍ୟକ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଜୀବନ ଚାଲିଯାଇଥିଲା। ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ ୧୪ ଦିନ…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉତ୍ତର ପାଇଯାଇଛନ୍ତି: ଦେବେନ୍ଦ୍ର

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଏକ ଖବରଦାତା ସମ୍ମିଳନୀ କରି ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତା ଜଣାଇଛନ୍ତି। ଏପରିକି ଯେଉଁମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଷୟରେ କଳ୍ପନା କରୁଥିଲେ ଏବଂ କହିଥିଲେ ଯେ,…

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଭେଟିବା ପରେ ନବୀନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି। ସେଥିପାଇଁ ପୁରୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି।…

ଭାଜପା ନେତାଙ୍କ ଦୁଆରେ ଉପହାର ଫିଙ୍ଗି ଦେଇ ଗଲେ ଭୋଟର

ବେଙ୍ଗାଲୁରୁ,୧୧।୫: ମଙ୍ଗଳବାର ରାତିରେ କର୍ନାଟକ ବିଧାନସଭା ନିର୍ବାଚନର ପୂର୍ବ ସନ୍ଧ୍ୟାରେ କଥିତ ଭାବେ ଭାଜପାର କର୍ମୀ ଓ ପେଟ ବିଧାନସଭା ଅଞ୍ଚଳରେ ମତଦାତାଙ୍କୁ ଶାଢି ଓ ଚିକେନ ବଣ୍ଟାଯାଇଥିଲା। ବୁଧବାର କଂଗ୍ରେସ ଏ ସମ୍ପର୍କରେ ଜାଣିବା ପରେ ପ୍ରଶ୍ନ କରିବା ଆରମ୍ଭ…

୪୦ ଡିଗ୍ରୀ ଉପରେ ୩ ସହର, ସମ୍ବଲପୁରରେ ସର୍ବାଧିକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଦିନ ୨ ଟା ୩୦ ସୁଦ୍ଧା ୩ ସହରରେ ୪୦ଡିଗ୍ରୀ ଉପରେ ତାପମାତ୍ରା ରହିଛି। ସମ୍ବଲପୁର ୪୩.୨ ଡିଗ୍ରୀ, ଝାରସୁଗୁଡାରେ ୪୨.୪ ଡିଗ୍ରୀ,…

୧ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର ହେବାକୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଉମର ଅତା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫଦାରୀକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ…

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ…

ଇଟାଲୀରେ ବଡ ଧରଣର ବିସ୍ଫୋରଣ, ପାର୍କିଂରେ ଥିକା କାରରେ ହେଲା ବ୍ଲାଷ୍ଟ

ମିଲାନ,୧୧।୫: ଉତ୍ତର ଇଟାଲୀର ମିଲାନରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପାର୍କିଂରେ ଥିବା କାରରେ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ପରେ…

ରାଜଧାନୀ କୋନାକ୍ରିରେ ସରକାର ବିରୋଧୀ ପ୍ରଦର୍ଶନରେ ୭ ମୃତ, ୩୨ ଆହତ

କୋନାକ୍ରି,୧୧।୫: ଗିନିର ରାଜଧାନୀ କୋନାକ୍ରି ଓ ଅନ୍ୟ ସହରରେ ବୁଧବାର ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ୩୨ ଆହତ ହୋଇଛନ୍ତି। ଗୁରୁବାର ଏହି ସୂଚନା ଆନ୍ଦୋଳନର ଆୟୋଜକ ଦେଇଛନ୍ତି। ଏମାନେ ନୂଆ…

ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବସ୍‌ କଲଭର୍ଟରୁ ନଦୀରେ ଓଲଟି ପଡିଥିବାବେଳେ ଅନ୍ୟ ବସ୍‌ ମଧ୍ୟ ଦୁର୍ଘଟଣା…

ଟୁଇଟର୍‌ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍‌କ୍ରିପଟେଡ୍‌ ମେସେଜ୍‌ ସହ ଅଡିଓ-ଭିଡିଓ କଲ୍‌ର ମିଳିବ ସୁବିଧା

ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍‌ ଖୁବ୍‌ଶୀଘ୍ର ଅଡିଓ ଓ ଭିଡିଓ କଲ୍‌ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍‌ ସିଇଓ ଏଲନ ମସ୍କ ଏହି ନୂଆ ଫିଚର ସମ୍ବନ୍ଧରେ ଟୁଇଟ୍‌ କରି ଘୋଷଣା କରିଛନ୍ତି। ମସ୍କ କହିଛନ୍ତିି ଯେ, ଟୁଇଟର ୟୁଜର୍ସମାନେ ଏହି…

୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ

ଛତ୍ରପୁର,୧୧ା୫(ଡି.ଏନ୍‌.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri