ଦିନିକିଆ ବିଶ୍ୱକପ: ସଞ୍ଜୁଙ୍କୁ ଟିମ୍ ଇଣ୍ଡିଆରେ ମିଳିପାରେ ସ୍ଥାନ
ନୂଆଦିଲ୍ଲୀ,୨୨।୬: ଅନ୍ତର୍ଜାତୀୟ ଦିନିକିଆ (ଓଡିଆଇ) ବିଶ୍ୱକପ ୨୦୨୩ ଭାରତର ଆୟୋଜନରେ ଖେଳାଯିବ। ହେଲେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ, କିନ୍ତୁ ଏହା ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଖେଳାଯିବ ବୋଲି ଅନୁମାନ କରାଯାଉଛି । ବିଶ୍ୱକପକୁ ଧ୍ୟାନରେ ରଖି ସମସ୍ତ…
ମଣିପୁର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅମିତ ଶାହା ଯଥେଷ୍ଟ, ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ…
ମୁମ୍ବାଇ,୨୨।୬: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଗୁରୁବାର କହିଛନ୍ତି, ଜାତି ହିଂସା ପ୍ରଭାବିତ ମଣିପୁରର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯଥେଷ୍ଟ। ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଆବଶ୍ୟକତା ନାହିଁ।…
ନକଲି ଟିଟିଇଙ୍କୁ ଧରିଲା ପୋଲିସ
କୋରାପୁଟ,୨୨।୬(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ରେ ଗୁରବାର ଟିକେଟ ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଟିଟିଇଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ଏନେଇ କୋରାପୁଟ ଜିଆର୍ପି ଓଆଇସି ବି.କେ ଭୋଇ ପ୍ରକାଶ କରିଛନ୍ତି। ଗିରଫ ନକଲି ଟିଟିଇ…
‘ଆଦିପୁରୁଷ’ ବିବାଦ: ମନୋଜଙ୍କ ପରେ ନିର୍ଦ୍ଦେଶକ ଓମ ରାଉତଙ୍କୁ ସୁରକ୍ଷା ଯୋଗାଇଲା ପୋଲିସ
ମୁମ୍ବାଇ: ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ କ୍ରମାଗତ ଭାବେ ବିବାଦରେ ଲାଗିରହିଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଭିପିଏକ୍ସଠାରୁ ଏହାର ଡାଇଲଗ ପର୍ଯ୍ୟନ୍ତ ଲୋକେ ବିରୋଧ କରୁଛନ୍ତି। ଏହା ବ୍ୟତୀତ ଫିଲ୍ମର ଡାଇଲଗ ଲେଖକ ମନୋଜ ମୁନ୍ତାଶିରଙ୍କ…
୨୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
କଲମ୍ବୋ, ୨୨।୬: ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁରୁବାର ୨୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଏହି ମତ୍ସ୍ୟଜୀବୀମାନେ ଜାଫନାର ଡେଲଫ୍ଟ ଦ୍ୱୀପର ଉତ୍ତର-ପଶ୍ଚିମ ଅଞ୍ଚଳରେ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗ ନେଇ ମତ୍ସ୍ୟଜୀବୀଙ୍କୁ…
ମହିଳାଙ୍କୁ ଗେହଲୋଟଙ୍କ ଉପହାର
ଜୟପୁର,୨୨।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏବେ ରାଜସ୍ଥାନ ରୋଡଓ୍ବେଜର ସମସ୍ତ ଶ୍ରେଣୀର ବସରେ ମହିଳା ଯାତ୍ରୀ ଅଧା ଦାମରେ ଯାତ୍ରା କରିବେ। ରାଜ୍ୟ ସରକାର ସେମାନଙ୍କୁ ରୋଡଓ୍ବେଜର ସମସ୍ତ ବସରେ ଭଡା ୫୦…
ଭାଜପା ବିଧାୟକ ବିଦ୍ୟାରତନ ଭସିନ ଅସୁସ୍ଥ
ରାୟପୁର,୨୨।୬: ଛତିଶଗଡ଼ର ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ବିଧାୟକ ବିଦ୍ୟାରତନ ଭସିନ ଗୁରୁତର ହୋଇପଡିଛନ୍ତି। ରାୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ବିଧାୟକଙ୍କ ଅସୁସ୍ଥତାକୁ ନେଇ ଛତିଶଗଡ଼ ରାଜନୀତିରେ ହଲଚଲ…
ଶାହାଙ୍କ ବାଲାଘାଟ ଗସ୍ତ ବାତିଲ, ମୁଖ୍ୟମନ୍ତ୍ରୀ ଶିବରାଜ କହିଲେ ଏହାର କାରଣ
ଭୋପାଳ,୨୨।୬: ମଧ୍ୟପ୍ରଦେଶର ବାଲାଘାଟରେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ କହିବାନୁସାରେ, ଖରାପ ପାଗ ଯୋଗୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ…
କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ୪ ବ୍ୟକ୍ତି
କେନ୍ଦୁଝର,୨୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନି। ଆମ୍ବ, ପଣସ ଖାଇବାକୁ ହାତୀ ଗାଁ ମୁହାଁ ହେଉଛନ୍ତି। ଏପରି କି ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଣେ ବନ କର୍ମଚାରୀ…
‘ଅମୁଲ ଗର୍ଲ’ର ରଚନାକାର ସିଲଭେଷ୍ଟରଙ୍କ ପରଲୋକ
ସୁରଟ,୨୨।୬: ବିଜ୍ଞାପନ ଜଗତରେ ଅମୁଲ ଗର୍ଲକୁ ସାରା ବିଶ୍ୱରେ ଉପସ୍ଥାପନ କରିଥିବା ସିଲଭେଷ୍ଟର ଦା କୁନ୍ହା(୮୦)ଙ୍କର ପରଲୋକ ହୋଇଛି। ଏହି ସମୟରେ ଇଣ୍ଡିଆନ ଡେରି ଆସୋସିଏଶନର ଆର ଏସ ସୋଡି ଅମୁଲ ଗର୍ଲର ଏକ ଦୁଃଖ ଭରା ବା କାନ୍ଦୁଥିବାର ଫଟୋ…
ସାଥୀର ମୃତ୍ୟୁ ପରେ ବି ଛାଡ଼ିକି ଯାଇ ନ ଥିଲା ପକ୍ଷୀ, ଭିଡିଓ ଦେଖିଲେ…
ପ୍ରେମ ହେଉଛି ଏହି ଦୁନିଆର ଏକମାତ୍ର ଅନୁଭବ, ଯାହାକି ଦୁନିଆର ପ୍ରତ୍ୟେକ ଜୀବକୁ ବାନ୍ଧି ରଖିଥାଏ। ଏପରିକି ସେମାନଙ୍କ ଭାଷା ବୁଝି ନ ପାରି ମଧ୍ୟ ଆପଣ ଜାଣିପାରିବେ ଯେ, ସେମାନେ ପ୍ରେମର ଭାବନା ପ୍ରକାଶ କରୁଛନ୍ତି। ଆମେ ଭାବୁ ପ୍ରେମ…
ବିରୋଧୀଙ୍କ ବୈଠକ ପୂର୍ବରୁ କଂଗ୍ରେସକୁ ଚରମବାଣୀ ଶୁଣାଇଲା ଏଏପି
ନୂଆଦିଲ୍ଲୀ,୨୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ପାଟନାରେ ବିରୋଧୀ ଦଳ ବୈଠକ ଡାକିଛନ୍ତି। ତେବେ ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇବେ ବୋଲି…
Archives


