ଶେଷ ଅଭ୍ୟାସ ମ୍ୟାଚ୍ ଖେଳିବା ପୂର୍ବରୁ ଓହରିଗଲେ ସମସ୍ତ ଖେଳାଳି
କେପ୍ଟାଉନ୍, ୩ା୭: ମହିଳା ବିଶ୍ୱକପ ପାଇଁ ଦକ୍ଷିଣ ଆଫ୍ରିକା ଫୁଟବଲ ଦଳ ଏହାର ଶେଷ ଅଭ୍ୟାସ ମ୍ୟାଚ୍ ଖେଳିବା ପୂର୍ବରୁ ସମସ୍ତ ଖେଳାଳି ଓହରି ଯାଇଥିଲେ। ବେତନ ମିଳୁ ନ ଥିବା କାରଣରୁ ବୋଷ୍ଟଓ୍ବାନା ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ଘଟଣା…
ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ
ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ…
୨ ଫେରାର ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ପୋଲିସ ଶ୍ରୀକ୍ଷେତ୍ରବିହାରରେ ଡକାୟତି ଯୋଜନା ଘଟଣାର ଫେରାର ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣପତି ନଗରର ଲାଲା ମହାନ୍ତି(୨୫) ଏବଂ ବାଲାଜି ବେହେରା (୩୦)। ଏନେଇ ପୋଲିସ ଏକ ମାମଲା(ନଂ.୧୧୦।୨୩)…
ଏବେବି ଲୋକଙ୍କ ମନରେ ଭୟ
ବାହାନଗା, ୩ା୭(ଅରୂପ କୁମାର ଦାସ)-ଜୁନ୍ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିଗଲାଣି। ଏବେ ବି ସେହି ସନ୍ଧ୍ୟାର ଦୃଶ୍ୟକୁ ମନେ ପକାଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡୁଛନ୍ତି। ଏହି ଷ୍ଟେଶନ ଅପ୍, ଡାଉନ୍ରେ ୭ଟି ପାସେଞ୍ଜର…
ୟୁରୋପୀୟ ଗସ୍ତରେ ଯିବେ ବାଇଡେନ
ଓ୍ବାଶିଂଟନ,୩।୭: ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସହଯୋଗକୁ ମଜବୁତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତିନି ଦେଶ – ବ୍ରିଟେନ, ଲିଥୁଆନିଆ ଏବଂ ଫିନଲ୍ୟାଣ୍ଡ ପରିଦର୍ଶନ କରିବାକୁ ୟୁରୋପ ଯିବେ। ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି…
ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ବର୍ଷା ପାଣି
ଔପଦା, ୩।୭(ଧରିତ୍ରୀ ପଣ୍ଡା): ଔପଦା ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଗରେ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥାନ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମି ରହି ଲହଡ଼ି ମାରୁଛି। ଏହି କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ…
ବାଲୁଚିସ୍ତାନରେ ଚେକପୋଷ୍ଟ ଉପରେ ଆକ୍ରମଣ: ୪ ସୁରକ୍ଷାକର୍ମୀ ମୃତ
ଇସଲାମାବାଦ,୩।୭: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଶେରାନି ଜିଲାରେ ରବିବାର ଏକ ଚେକପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଜିଓ ନ୍ୟୁଜ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛି ଯେ ଚେକପୋଷ୍ଟରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣକାରୀମାନେ ଗୁଳି…
ସୁପ୍ରିୟା ସୁଲେ କେନ୍ଦ୍ରମନ୍ତ୍ରୀ ହେଲେ ମୁଁ ଆଶ୍ଚର୍ଯ୍ୟ ହେବିନି: ରାଜ ଠାକରେ
ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ଅଜିତ ପାଓ୍ବାରଙ୍କ ଗୋଟିଏ ନିଷ୍ପତ୍ତି ରାଜନୀତିର ବାତାବରଣକୁ ଉଷ୍ମ କରିଦେଇଛି। ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାଓ୍ବାରଙ୍କ ଗ୍ରୁପ ପକ୍ଷରୁ ଆକ୍ରମଣ ବଢି ଯାଇଛି। ଏପଟେ ରାଜ୍ୟର ଆଉ ଏକ ଦଳ ମନସେର ମୁଖ୍ୟ…
ମା’ ପାଖରେ ଶୋଇଥିଲା ୬ ବର୍ଷର ଶିଶୁ: କାମୁଡ଼ିଲା ସାପ
ଆନନ୍ଦପୁର,୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଅନ୍ତର୍ଗତ ଚଣ୍ଡିଆଗୋଠ ଗ୍ରାମରେ ସାପ କାମୁଡ଼ାରେ ଯଦୁ ମୁଣ୍ଡାଙ୍କ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରବିବାର ରାତିରେ ମା’ ପୁଅ ମଶାରୀ ଟଙ୍ଗାଇ ଶୋଇଥିଲେ। ହେଲେ…
ଜମି ବଦଳରେ ଚାକିରି ମାମଲା: ଲାଲୁ, ତେଜସ୍ବୀ, ରାବ୍ରି ଦେବୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ
ପାଟନା,୩।୭: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଜମି ବଦଳରେ ଚାକିରି ଦେବା ମାମଲାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ…
ଜାପାନରେ ବନ୍ୟା ସତର୍କ ସୂଚନା
କୁମାମୋଟୋ,୩।୭: ଦକ୍ଷିଣ-ପଶ୍ଚିମ ଜାପାନର ୩ଟି ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବାରୁ ୩,୬୦,୦୦୦ରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ବିପଦକୁ ଦେଖି ଜାପାନ ସରକାର କୁମାମୋଟୋର ହଜାର ହଜାର…
ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ, ଜଣେ ଆହତ
ଇସଲାମାବାଦ,୩।୭: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ପ୍ରମୁଖ ପଦବୀ ଅଧିକାରୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ପ୍ରଦେଶର ବାଲୋର ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା…
Archives


