Home Left

ତୀରନ୍ଦାଜରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜ ଓଜସ ଦେଓତାଲେ, ଅଭିଷେକ ବର୍ମା ଏବଂ ପ୍ରଥମେଶ ଜାବକର ଭାରତକୁ ସ୍ବର୍ଣ୍ଣ ଦେବାରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨୪ରେ ଭାରତ ପ୍ରଥମ ପଦକ ଜିତିଥିଲା ଏବଂ…

ପତ୍ନୀ, ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଅମରାବତୀ,୫।୧୦: ଆନ୍ଧ୍ରପ୍ରଦେଶରେ ଜଣେ ୫୫ ବର୍ଷୀୟ ପୋଲିସ ହେଡ କନଷ୍ଟେବଳ ନିଜ ପତ୍ନୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ଘଟଣାର ତଦନ୍ତ କରି ହତ୍ୟାକାଣ୍ଡ…

ଅଭିଷେକଙ୍କ ବିରୋଧରେ ନୂଆ ସମନ ଜାରି କରିପାରିବ ଇଡି: କୋଲକାତା ହାଇକୋର୍ଟ

କୋଲକାତା,୫।୧୦: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ପ୍ରଶ୍ନର ସମ୍ମୁଖୀନ ହେଉଥିବା ତୃଳମୂଳ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସମସ୍ୟା ବଢିପାରେ। ଯାଞ୍ଚ ସମୟରେ ଦସ୍ତାବିଜର ଅଭାବ ଦର୍ଶାଇ ଇଡି ଅଭିଷେକଙ୍କ ହାଜର ସମ୍ପର୍କରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛି।…

ଆର୍‌ଟିଓ ବିଭାଗ ପକ୍ଷରୁ ଚାଲିଛି ସ୍କୁଲ ବସ୍‌ ଯାଞ୍ଚ, ୬୫୦୦୦ ଟଙ୍କା ଫାଇନ୍‌ ଆଦାୟ

ରାୟଗଡ଼ା,୫ା୧୦(ଭାଗ୍ୟଶ୍ରୀ ମିଶ୍ର): ଓଡ଼ିଶା ଟ୍ରାନ୍ସ ପୋର୍ଟ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନିକିଆ ସ୍କୁଲ ବସ୍‌ ଯାଞ୍ଚ କରାଯାଉଛି। ରାୟଗଡ଼ା ସହରର କପିଳାସ ଛକରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଇନ୍ସପେକ୍ଟର ଜେ.ଭରା ସଗରିଆଙ୍କ ନେତୃତ୍ୱରେ…

୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା

ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।…

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥକି ପଡିଛନ୍ତି, ସେ ଆରାମ କରିବା ଉଚିତ୍‌: ପ୍ରଧାନମନ୍ତ୍ରୀ

ଜୟପୁର,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନ ଗସ୍ତ କରିଛନ୍ତି। ସେଠାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଭୂମି ହେଉଛି ଗର୍ବର ଦେଶ। ରାଜସ୍ଥାନ ଗୌରବମୟ ଇତିହାସକୁ ପ୍ରତିନିଧିତ୍ୱ କରେ। ତେଣୁ ରାଜସ୍ଥାନର ବିକାଶ ପାଇଁ ଭାରତ…

ପୂର୍ବତନ ବାଚସ୍ପତିଙ୍କୁ ଅଫିସ ଖାଲି କରିବାକୁ ନୋଟିସ

ଓ୍ବାଶିଂଟନ୍‌,୫।୧୦: ଆମେରିକାର ସର୍ବୋଚ୍ଚ ପଦବୀ ମଧ୍ୟରୁ ଗୋଟିଏ ହେଉଛି ସଂସଦର ବାଚସ୍ପତି। ଆମେରିକାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସିଙ୍କ ସ୍ଥାନରେ ପ୍ରୋ-ଟେମ ବାଚସ୍ପତି ପାଟ୍ରିକ ମ୍ୟାକ ହେନେରି ବର୍ତ୍ତମାନ ଦାୟିତ୍ୱ ସମ୍ଭାଳୁଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ହେନେରୀ…

ଏହି ଦେଶରେ ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ନାହିଁ, କୁକୁର ହିଁ ଯାତାୟାତର ମାଧ୍ୟମ

ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍‌ଲାଣ୍ଡ। ଆର୍କଟିକ୍‌ର ଏକ…

ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ୟୁସିସି , ଅମିତ ଶାହାଙ୍କୁ ଭେଟିଲେ ଧାମି

ଡେରାଡୁନ୍‌,୫।୧୦: ଉତ୍ତରାଖଣ୍ଡରେ ଖୁବ୍‌ଶୀଘ୍ର ୟୁସିସି ଲାଗୁ ହୋଇପାରେ। ବୁଧବାର ରାତିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଉତ୍ତରାଖଣ୍ଡ ୟୁସିସି ଡ୍ରାଫ୍ଟ କମିଟିର ସଦସ୍ୟମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଏହା ବ୍ୟତୀତ…

ଜେଲେନସ୍କିଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ

ଓ୍ବାଶିଂଟନ୍‌,୫।୧୦: ୟୁକ୍ରେନରେ ସାଧାରଣ ନିର୍ବାଚନ ଆୟୋଜନ ପାଇଁ ଆମେରିକାରୁ ଅଧିକ ଅର୍ଥ ମାଗିଥିବାରୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି। ଭାରତୀୟ ମୂଳର ବିବେକ ରାମସ୍ବାମୀ କହିଛନ୍ତି ଯେ,ତୁଷ୍ଟୀକରଣରେ ମୋତେ ସମସ୍ୟା ରହିଛି।…

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଯୁବକ

ପାଟଣା,୫ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ବଡ଼ଧନୁର୍ଜୟପୁର ଗ୍ରାମ ପୋଖରୀରେ ଗାଧୋଉଥିବା ସମୟରେ ଗୁରୁବାର ଜଣେ ୨୪ ବର୍ଷୀୟ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଆନ ମହାରଣାଙ୍କ ପୁଅ ଉମାକାନ୍ତ।…

ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଅନ୍ତିମ ସଂସ୍କାର ବେଳେ ଜଣାପଡିଲା ଜୀବନ୍ତ: ଡାକ୍ତରଖାନା ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୫।୧୦: ଆସାମର ସିଲଚର ସହରର ଏକ ଘରୋଇ ଡାକ୍ତରଖାନାରେ ପ୍ରସବ ସମୟରେ ଅବହେଳା ମାମଲା ସାମ୍ନାକୁ ଆସିଛି। ଡାକ୍ତରମାନେ ମୃତ ଘୋଷଣା କରିଥିବା ନବଜାତ ଶିଶୁର ଅନ୍ତିମ ସଂସ୍କାର ସମୟରେ ଜୀବନ୍ତ ଦେଖିବାକୁ ମିଳିଥିଲା। ଏ ନେଇ ଡାକ୍ତରଖାନା ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?