Home Left

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ୪ଜି ଫୋନ୍‌

ଭୁବନେଶ୍ୱର,୪।୭: ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ଆକର୍ଷଣୀୟ ୪ଜି ଫୋନ୍‌ ‘ଜିଓ ଭାରତ ଭି୨’ କୁ ସୋମବାର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨…

ଏସବିଆଇ ପକ୍ଷରୁ ଆଇସିସିଡବ୍ଲ୍ୟୁ ସୁବିଧା

ଭୁବନେଶ୍ୱର,୪।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସବିଆଇ)ର ୬୮ ତମ ବ୍ୟାଙ୍କ୍‌ ଦିବସ ନିକଟରେ ପାଳିତ ହୋଇଯାଇଛି। ଏସବିଆଇର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଆପ୍‌ ‘ୟୋନୋ’ରେ କେତେକ ନୂତନ ସୁବିଧାର ଶୁଭାରମ୍ଭ କରାଯାଇଥିବାବେଳେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ (ଆଇସିସିଡବ୍ଲ୍ୟୁ) ସୁବିଧା ମଧ୍ୟ ଏସବିଆଇ…

ବଜାରରେ ସୋନି ବିଜେଡ୍‌୫୦ଏଲ୍‌ ସିରିଜ

ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍‌ଡିଆର୍‌ ଡିସ୍‌ପ୍ଲେର ନୂଆ ବିଜେଡ୍‌୫୦ଏଲ୍‌ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି,…

ମୋଟୋରୋଲାର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୪।୭: ମୋଟୋରୋଲାର ନୂତନ ଉତ୍ପାଦ ରେଜର୍‌ ୪୦ ଅଲଟ୍ରା ଏବଂ ରେଜର୍‌ ୪୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ମୋଟୋରୋଲା ଏସିଆ ପ୍ୟାସିଫିକର ଏକଜିକ୍ୟୁଟିଭ ଡାଇରେକ୍ଟର ପ୍ରଶାନ୍ତ ମଣି କହିଛନ୍ତି, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ମୋଟୋରୋଲା ଅଗ୍ରଭାଗରେ ରହିଛି।…

ଏଥର ବର୍ଷାର ମଜା ଉଠାଇବେ ମୁମ୍ବାଇବାସୀ

ମୁମ୍ବାଇ: ମୁମ୍ବାଇକୁ ମାୟାନଗରୀ କୁହାଯାଏ। ଏଥିସହ ଏହି ସହର ଚାକଚକ୍ୟ ସହର ଭାବେ ଜଣାଶୁଣା। ହେଲେ ଏଠାରେ ବର୍ଷା ହେଲେ ସହର ପାଣିରେ ବୁଡ଼ିଯାଏ। କିନ୍ତୁ ଏବେ ମୁମ୍ବାଇ ସହରବାସୀ ବର୍ଷାର ମଜା ଉଠାଇପାରିବେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ନିକଟରେ ଏକ ଫଟୋ ଶେୟାର…

ବିଦ୍ରୋହ ପରେ ଦୁଇଗୋଷ୍ଠୀ ଟଣାଓଟରା

ମୁମ୍ବାଇ, ୪ା୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରେ ବିଦ୍ରୋହ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ସୋମବାର ଲୋକ ସଭା ଏମ୍‌ପି ସୁନିଲ ଟାଟ୍‌କାରେଙ୍କୁ ରାଜ୍ୟ ଏନ୍‌ସିପି ମୁଖ୍ୟ ଘୋଷଣା କରିଛନ୍ତି। ଏନ୍‌ସିପି ବିଦ୍ରୋହୀ ଗୋଷ୍ଠୀର ଅନ୍ୟତମ ନେତା…

ଇସ୍ରାଏଲ ସେନା ଆକ୍ରମଣରେ ୮ ପାଲେଷ୍ଟିନୀୟ ନିହତ

ଜେନିନ,୪।୭: ଓ୍ବେଷ୍ଟ ବ୍ୟାଙ୍କର ଜେନିନସ୍ଥିତ ଶରଣାର୍ଥୀ ଶିବିର ଉପରେ ସୋମବାର ସକାଳେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ୮ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଡଜନରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଶିବିର ନିକଟରେ ଶତାଧିକ ଇସ୍ରାଏଲ ସେନା ଛାଉଣୀ…

ପବନହଂସ ବିକ୍ରି ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ପବନହଂସରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ହେଲିକପ୍ଟର ସେବା ପ୍ରଦାନକାରୀ ଭାରତ ସରକାର ଏବଂ ଓଏନ୍‌ଜିସିର ମିଳିତ ଉଦ୍ୟୋଗ ପବନହଂସ ଲିଃ କିଣିବା ପାଇଁ ଷ୍ଟାର୯ ମୋବିଲିଟି ପ୍ରା.ଲିଃ…

ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହି ପ୍ରଫେସର ବହିଷ୍କୃତ

ଓ୍ବାଶିଂଟନ୍‌,୪।୭: ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ପୋଷାକ ଖୋଲିବାକୁ କହିବା ନେଇ ଆମେରିକା ମୋଣ୍ଟଗୋମରି କଲେଜର ଟାକୋମା/ସିଲଭର ସ୍ପ୍ରିଙ୍ଗ କ୍ୟାମ୍ପସ୍‌ର ଜଣେ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଅଭିଯୋଗ ପରେ ଶିକ୍ଷା ବିଭାଗ ଓ ନାଗରିକ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ୩ ମାସ…

ପବ୍‌ଜି ଖେଳ ଖେଳୁ ନୋଏଡା ଚାଲିଆସିଲେ ପାକ୍‌ ମହିଳା

ନୋଏଡା,୩।୭: ଗ୍ରେଟର ନୋଏଡାରେ ବେଆଇନ ଭାବେ ରହୁଥିବା ଜଣେ ପାକିସ୍ଥାନୀ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ୪ ପିଲା ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସୂଚନା ମୁତାବକ ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି…

ଗୋଲ୍ଡେନ୍‌ ଆୱାର୍‌ରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିବା ଘଟଣା ସିଦ୍ଧାନ୍ତଙ୍କୁ ଏସ୍‌ଟିଏର ପ୍ରଶଂସା

ଭୁବନେଶ୍ୱର,୩।୭(ସତ୍ୟଜିତ୍‌ ରାଉତ): ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଗୋଲ୍ଡେନ୍‌ ଆୱାର ମଧ୍ୟରେ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରି ଉଦାହରଣ ସୃଷ୍ଟି କରିଛନ୍ତି ସିନେ ତାରକା ତଥା ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ…

୫୧ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ୨୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ

ମୁମ୍ବାଇ, ୩ା୭(ପି.ଟି.): ଏନ୍‌ସିପି ନେତା ଅଜିତ ପାଓ୍ବାର ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ରାଜ୍ୟ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି, ଯାହାକି ଗତ ୫୧ ବର୍ଷ ମଧ୍ୟରେ ପ୍ରଥମ ଘଟଣା। ୧୯୭୨ରେ ମହାରାଷ୍ଟ୍ର ସରକାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri