Home Left

ବିମାନର ଉଡାଣବେଳେ ଏମରଜେନ୍ସି ଗେଟ୍‌ ଖୋଲିଲେ ଯାତ୍ରୀ

ନୂଆଦିଲ୍ଲୀ,୧୫।୭: ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୪୦ ବର୍ଷିୟ ଯାତ୍ରୀ ଫୁରକାନ ହୁସେନ ବିମାନ ଉଡ଼ାଣ ସମୟରେ ବିମାନର ଜରୁରୀକାଳୀନ ପ୍ରବେଶ ଦ୍ୱାରର କଭର ଖୋଲିଥିବାର ଅଭିଯୋଗ ହୋଇଛି। ଦିଲ୍ଲୀ ବିମାନବନ୍ଦର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଜୁଲାଇ…

ଚନ୍ଦ୍ରାୟନ ୩ର ସଫଳତାକୁ ନେଇ ନିଜକୁ କ୍ରେଡିଟ ଦେଲା କଂଗ୍ରେସ, କହିଲା ନେହେରୁଙ୍କ ସ୍ବପ୍ନ ଥିଲା ଇସ୍ରୋ

ନୂଆଦିଲ୍ଲୀ,୧୫।୭: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତିଶ ଧଓ୍ବନ ସ୍ପେଶ ଷ୍ଟେଶନରୁ ଶୁକ୍ରବାର ଚନ୍ଦ୍ରାୟନ ୩ ଲଞ୍ଚ କରାଯାଇଛି। ଇସ୍ରୋର ସୂଚନା ଅନୁଯାୟୀ, ୨୩ ଅଗଷ୍ଟ ସାରେ ଚନ୍ଦ୍ରାୟଣ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସମ୍ଭାବନା ରହିଛି। ଭାରତ ଏବଂ ଭାରତ ବାହାରେ…

ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ କିଏ ପରିବା ଚାଷ କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨…

ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ସହ ସେଲ୍‌ଫି ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିଛନ୍ତି। ଏହାପୂର୍ବରୁ ଶୁକ୍ରବାର ସଫଳ ଦ୍ୱିପାକ୍ଷିକ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌…

ବନ୍ୟାରେ ବୁଡିଲାଣି ଦେଶର ଅଧିକାଂଶ ଭାଗ, ରାଜସ୍ଥାନରେ ପାରଦ ଛୁଇଁଲାଣି ୪୦ ଡିଗ୍ରୀ

ନୂଆଦିଲ୍ଲୀ,୧୫।୭: ସାରା ଦେଶରେ ପ୍ରକୃତି ତା’ର କୋପ ଦେଖାଇ ଚାଲିଛି। ରାଜଧାନୀ ଦିଲ୍ଲୀ ବନ୍ୟାରେ ଏକ ପ୍ରକାର ବୁଡି ଗଲାଣି କହିଲେ ଚଳେ। ୧୫ ଜୁଲାଇ ଶନିବାର ଦିଲ୍ଲୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ୟେଲୋ…

ଲିଙ୍ଗ ନିରୂପଣକାରୀଙ୍କ ତଥ୍ୟ ଦେଲେ ମିଳିବ ୨୫ ହଜାର

ଛତ୍ରପୁର,୧୫ା୭ (ସନ୍ତୋଷ ପାଢ଼ୀ): କନ୍ୟା ଭ୍ରୁଣ ହତ୍ୟା ଆଇନଗତ ଦଣ୍ଡନୀୟ ଅପରାଧ। ଗଞ୍ଜାମ ଜିଲାରେ କୌଣସିଠାରେ ଲିଙ୍ଗ ନିରୂପଣ କରି ଭ୍ରୁଣ ହତ୍ୟା ହେଉଥିବା ସୂଚନା ଦେଲେ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ଦିଆଯିବ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ ଦୁର୍ବୃତ୍ତ ନେଇଥିଲେ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ମଦନପୁର କଟ…

ସୀମା ପାର୍‌ କରି ଭାରତରେ ପ୍ରବେଶ କଲେ ପାକିସ୍ତାନ ନାଗରିକ

ଚଣ୍ଡଗଡ,୧୫।୭: ସୀମା ସୁରକ୍ଷା ବଳ (ବିଏସଏଫ୍‌) ପଞ୍ଜାବର ଅମୃତସର ନିକଟ ଅନ୍ତର୍ଜାତୀୟ ସୀମା ନିକଟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଧରିଛି। ପାକିସ୍ତାନୀ ନାଗରିକ ଅନ୍ତର୍ଜାତୀୟ ସୀମା ପାର୍‌ କରି ଭାରତ ସୀମାକୁ ପଶି ଆସିଛନ୍ତି। ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ମିଳିନଥିବା…

ଶୁକ୍ରବାର ବାହାରି ଥିଲେ ଘରୁ, ଶନିବାର ମିଳିଲା ମୃତଦେହ

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସହରର ଗାନ୍ଧୀଛକ ନିକଟ ଏକ ଗଳିରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳାଝୁମ୍ପୁଡି ବାସିନ୍ଦା ସୁରଜ ନାଗ  ବୋଲି ଚିହ୍ନଟ ହୋଇଛି।…

ଭାରତର ପ୍ରଥମ ଟେଷ୍ଟ ବିଜୟ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଡୋମିନିକାରେ ଖେଳାଯାଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସରେ ୧୪୧ ରନ କରି ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ପୁରା ଦଳର ବହୁତ ଅବଦାନ ଥିଲା। ଏହି…

ତୁର୍‌ ଟାଇଟଲ ବଜାୟ ରଖିଲେ, ପାରୁଲଙ୍କୁ ସ୍ବର୍ଣ୍ଣ

ବ୍ୟାଙ୍କକ୍‌, ୧୫।୭ (ପି.ଟି.): ଏଠାରେ ଚାଲିଥିବା ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ତାଜିନ୍ଦରପାଲ ସିଂ ତୁର୍‌ ନିଜ ଶଟ୍‌ପୁଟ୍‌ ଟାଇଟଲ ବଜାୟ ରଖିଛନ୍ତି। ସେହିପରି ମହିଳା ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପାରୁଲ ଚୌଧାରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri