ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ
ଚଣ୍ଡିଗଡ଼,୧୫।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଡଙ୍ଗା ଜଳନ୍ଧରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବା ସମୟରେ ଓଲଟି ଯାଇଛି। ତାଙ୍କ ସହ ରାଜ୍ୟ ସଭା ସଦସ୍ୟ ସନ୍ଥ ବଲବୀର ସିଂ ସିଚଓ୍ବୋଲ ବି ଥିଲେ। ବହୁ ସଂଖ୍ୟକ ଲୋକ ଥିବାରୁ ଡଙ୍ଗା…
୩୬ ଘଣ୍ଟାରେ ୫ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ! ଏ ପର୍ଯ୍ୟନ୍ତ ୨୪ ଜଣଙ୍କ ଗଲାଣି ଜୀବନ
ଡେରାଡୁନ,୧୫।୭: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ହେବା ପରଠାରୁ ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୩୬ ଘଣ୍ଟା ମଧ୍ୟରେ ଆଉ ୫ ଜଣ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯାହା ପରେ ଚଳିତ…
ବର ବେଦିରେ ଧାରଣା ଦେଲେ ପ୍ରେମିକା: ବିବାହ ନ କଲେ ଜୀବନ ହାରିବି
ବଳଙ୍ଗା(କେଦାରେଶ୍ୱର ନନ୍ଦ)/ପିପିଲି, ୧୫।୭(ଦୁର୍ଗମାଧବ ମିଶ୍ର): ବେଦି ବନ୍ଧା ସରିଛି, ରଙ୍ଗବେରଙ୍ଗ କପଡ଼ା ସଜେଇ ହୋଇଛି। ଭୋଜି ପାଇଁ ପୂରା ପ୍ରସ୍ତୁତ। ସେପେଟ ମଙ୍ଗଳକୃତ୍ୟ ଓ ବିବାହ ଉତ୍ସବ ହୋଇଥାନ୍ତା। ହେଲେ ଏହି ସମୟ ମଧ୍ୟରେ ହଠାତ୍ ଜଣେ ଯୁବତୀ ଆସି ପୁଅ…
ମଧ୍ୟପ୍ରଦେଶର ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଗ ହେଲେ ନରେନ୍ଦ୍ର ସିଂ ତୋମର
ନୂଆଦିଲ୍ଲୀ,୧୫।୭: ଭାରତୀୟ ଜନତା ପାର୍ଟି(ଭଜପା) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବଡ ଦାୟିତ୍ୱ ଦେଇଛି। ତୋମରଙ୍କୁ ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଜକ ନିଯୁକ୍ତ କରାଯାଇଛି। ନରେନ୍ଦ୍ର ସିଂ ତୋମର ମୋଦି ସରକାରରେ…
ଏସିଆନ ଗେମ୍ସ ୨୦୨୩: ତିଳକ ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୧୫।୭: ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତ ଦଳ ଘୋଷଣା କରିଛି। ଋତୁରାଜ ଗାୟକୱାଡଙ୍କୁ ଅଧିନାୟକତ୍ୱ ଦିଆଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ତିଳକ ବର୍ମା ମଧ୍ୟ ଇଣ୍ଡିଆନ…
ଆନ୍ଧ୍ର ପାଣି, ଓଡ଼ିଶାର ବିଦ୍ୟୁତ୍ରେ ସୀମିତ ଉନ୍ନତି
ନନ୍ଦପୁର, ୧୫ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମାଞ୍ଚଳକୁ ପ୍ରଶାସନ ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ଏହାର ଉଦାହରଣ ପାନ୍ଥଲୁଙ୍ଗ ପଞ୍ଚାୟତର ୯ନଂ. ୱାର୍ଡ। ଓ୍ବାର୍ଡର…
ଆନନ୍ଦ ବଜାରରେ ଲାଗିବ ରେଟ୍ ଚାର୍ଟ: ହଟିବେ ଅଣସେବାୟତ
ପୁରୀ,୧୫।୭(ଅଜିତ୍ ମହାନ୍ତି): ଗତ କିଛିଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାରରେ ବିଶୃଙ୍ଖଳା ଦେଖାଦେଉଥିଲା। ଆନନ୍ଦ ବଜାରରେ ଭକ୍ତମାନେ ଅନେକ ସମୟରେ ଦଲାଲଙ୍କ ଶିକାର ହେବା ଖବର ବାରମ୍ବାର ସାମ୍ନାକୁ ଆସୁଥିଲା। ଏହାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରୁଥିଲେ। ତେଣୁ ଆନନ୍ଦବଜାରରେ ଶୃଙ୍ଖଳା…
ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର
ଟିକିରି ୧୫।୭ (ପ୍ରଫୁଲ କୁମାର ବେହେରା): କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଠିକାଦାର ଶୌଚାଳୟ ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ…
ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ: ଏହି ଖେଳାଳି ନେଇଛନ୍ତି ସର୍ବାଧିକ ଉଇକେଟ୍
ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରବି ଅଶ୍ୱିନଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି। ରବି ଅଶ୍ୱିନ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜର ୫ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୭ଜଣ କାରିବିଆନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହି ପରି…
ଏନଡିଏ ବୈଠକରେ ସାମିଲ ହେବେ ଚିରାଗ ପାଶଓ୍ବାନ
ନୂଆଦିଲ୍ଲୀ,୧୫।୭: ଚିରାଗ ପାଶଓ୍ବାନ ଏନଡିଏରେ ଯୋଗ ଦେବା ଖବର ଉପରେ ଏବେ ମୋହର ଲାଗିଛି। ଏହି ବୈଠକରେ ସାମିଲ ହେବାକୁ ନେଇ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାଶଓ୍ବାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଏହାକୁ ସମାଚାର ଏଜେନ୍ସି ଏଏନଆଇ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଶୀର୍ଷରେ ପହଞ୍ଚିଲା ଭାରତ
ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ସହ ତୃତୀୟ ଦିନରେ ୧୪୧ ରନରେ ପରାସ୍ତ କରିଛି। ଏହି ପରି ୨ଟି ଟେଷ୍ଟ ମ୍ୟାଚ ସିରିଜରେ…
ଓଏଏସସ୍ତରରେ ଅଦଳବଦଳ: କାହାକୁ କେଉଁ ଦାୟିତ୍ୱ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ…
Archives


